• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Allahabad High Court

 Gyanvapi mosque
ମୁସଲିମ ପକ୍ଷକୁ ଝଟକା... ଜ୍ଞାନବାପୀ ପରିସରରରେ ଚାଲିବ ପୂଜାର୍ଚ୍ଚନା

ସନ୍ଥ ସମାଜର ଏକ ବୈଠକ ଡକାଯାଇଛି। ବାରାଣାସୀର ଖୋଜୱା-ଭେଲୁପୁରର ଡକ୍ଟର ରାମକମଲ ବେଦାନ୍ତ ମହାରାଜଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

Gyanbapi Mosque
ଜ୍ଞାନବାପୀରେ ପୂଜା ଆରମ୍ଭ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମସଜିଦ୍‌ କମିଟି

ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Marriage Rituals
ପାରମ୍ପରିକ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ସାତ ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ ।

Allahabad HC allows ASI survey at Gyanvapi mosque
ଜ୍ଞାନବାପୀରେ ଜାରି ରହିବ ASI ସର୍ଭେ, ମୁସଲିମ୍‌ ପକ୍ଷଙ୍କ ଆବେଦନକୁ ହାଇକୋର୍ଟ ଝଟକା

ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ...ଏବେ ଏହାର ଶୁଣାଣି ହୋଇ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

Allhabad High Court
ଗାଈକୁ ରାଷ୍ଟ୍ର ପଶୁ ଘୋଷଣା କରାଯାଉ : ଆଲ୍ହାବାଦ ହୋଇକୋର୍ଟ

ଆଲ୍ହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗାଈକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗୋରକ୍ଷାକୁ କୌଣସି ବି ଧର୍ମ ସହିତ ଯୋଡିବା ଆବଶ୍ୟକ ନାହିଁ। ଗାଈକୁ ଏବେ ରାଷ୍ଟ୍ରୀୟ ପଶୁ ଘୋଷଣା କରିଦେବା ଉଚିତ। କେନ୍ଦ୍ରକୁ ଏହା ଉପରେ ବିଚାର କରିବାର ଅଛି।

allahabad-high-court
ପାନକାର୍ଡ଼ କି ଆଧାରକାର୍ଡ଼ ଜନ୍ମ ପ୍ରମାଣ ପତ୍ର ନୁହେଁ?

ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍‌ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍‌ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଆଧାର କାର୍ଡ, ପାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଉପରେ ବୟସ ନିର୍ଣ୍ଣୟ ଚୂଡାନ୍ତ ନୁହେଁ।