ଦିଲ୍ଲୀରେ ସବୁ ବଡ଼ ବଡ଼ିଆ ଅଫିସର- ନେତା- ମନ୍ତ୍ରୀ ରହୁଥିଲେ ବି ତାଙ୍କ ନାକ ତଳେ ଏତେ ପରିମାଣର ନକଲି ବିଶ୍ୱବିଦ୍ୟାଳୟ କିଭଳି ଖୋଲାଯାଇଛି, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।