ଯେତେବେଳେ ସ୍ୱିଜରଲ୍ୟାଣ୍ଡର ଜେର୍ମେଟର ଦକ୍ଷିଣରେ ଥିବା ଥିଓଡୁଲ ଗ୍ଲାସିଅର ସାମାନ୍ୟ ତରଳିଲା, ସେତେବେଳେ ଏହି ପର୍ବତାରୋହୀଙ୍କ ମୃତଦେହର ଅଂଶ ବିଶେଷ ସାମ୍ନାକୁ ଆସିଥିଲା ।