/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710900363.jpg)
Panchang Today
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ବୁଧବାର,ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୨.୨୩ ଗତେ ୧୨ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ରାତ୍ରି ୦୨.୨୩ ଗତେ ୧-ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୫.୫୪ ରୁ ୦୭.୩୦
ଦିବା-୧୦.୨୪ ରୁ ୧୧.୩୦
ଦିବା- ୦୧.୫୪ ରୁ ୦୫.୦୬
ସନ୍ଧ୍ୟା-୦୬.୪୨ ରୁ ୧୦.୪୧
ରାତ୍ରି- ୦୧.୫୩ ରୁ ୦୨.୫୩
ରାତ୍ରି-୦୪.୨୩ ରୁ ୦୫.୫୩
ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର
ଅଶୁଭ ସମୟ:
ରାହୁକାଳ - ଦିବା ୧୧.୫୪ ରୁ ୦୧.୨୪
କାଳବେଳା- ଦିବା ୦୮.୫୪ ରୁ ୧୦.୨୪
ବାରବେଳା- ଦିବା ୧୧.୫୪ ରୁ ୦୧.୨୪
କାଳରାତ୍ରି- ରାତ୍ରି ୦୨.୫୩ ରୁ ୦୪.୨୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)