• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିôଥ- ୨ୟା ସନ୍ଧ୍ୟା ୦୫.୦୬ ଗତେ ୩ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା୦୫.୦୬ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ-୦୫.୪୮ ରୁ ୦୭.୨୫

ଦିବା-୧୦.୨୧ ରୁ ୧୧.୨୭

ଦିବା-୦୧.୫୩ ରୁ ୦୫.୦୭

ସନ୍ଧ୍ୟା- ୦୬.୪୩ ରୁ ୧୦.୪୦

ରାତ୍ରି- ୦୧.୫୦ ରୁ ୦୨.୪୯

ରାତ୍ରି-୦୪.୧୮ ରୁ ୦୫.୪୭

ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି... ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ଅଶୁଭ ସମୟ:

ରାହୁକାଳ - ଦିବା ୧୧.୫୨ ରୁ ୦୧.୨୩

କାଳବେଳା- ଦିବା ୦୮.୫୦ ରୁ ୧୦.୨୧

ବାରବେଳା- ଦିବା ୧୧.୫୨ ରୁ ୦୧.୨୩

କାଳରାତ୍ରି- ରାତ୍ରି ୦୨.୪୯ ରୁ ୦୪.୧୮