• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Election 2024
ଆଜି ବିଜେପିର CEC ବୈଠକ; ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ୧୦୦ ଜଣିଆ ପ୍ରାର୍ଥୀ ତାଲିକା

ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହ ଓ ରାଜନାଥଙ୍କ ଭଳି କିଛି ହେଭିୱେଟ୍‌ଙ୍କ ନାଁ ଘୋଷଣା ହୋଇପାରେ ।

Parenting teach your kids 5 essential friendship skills in early childhood
Parenting Tips: ଆପଣଙ୍କ ପିଲା କିପରି ବନ୍ଧୁ ତିଆରି କରିପାରିବେ ଏହି ୫ଟି ଉପାୟରେ ଶିଖାନ୍ତୁ

ମାନସିକ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦକ୍ଷତା ବୃଦ୍ଧି କରିବା ଆଜି ଏକ ଆବଶ୍ୟକତା ପାଲଟିଯାଇଛି। ତେବେ ପିଲାଦିନରୁ ହିଁ ଏହାକୁ ଶିଖାଇବା ଜରୁରୀ। ତେବେ ପିଲାମାନେ କିପରି ଅନ୍ୟମାନଙ୍କ ସହ ମିଶିବେ ସେନେଇ କେତେକ ଟିପ୍ସ ଜାଣିନେବା ଜରୁରୀ।

DMK newspaper
ତାମିଲରେ ଏ କି ଚିନ୍ତାଧାରା ? ମୋଦିଙ୍କ ସହ ISRO ବଦଳରେ ଲାଗିଲା ଚାଇନା ରକେଟ୍‌ ଫଟୋ

ତାମିଲନାଡୁ ସରକାରଙ୍କ ଖବରକାଗଜ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରାଯାଇଛି । ବିଜ୍ଞାପନରେ ଇସ୍ରୋ ବଦଳରେ ଚୀନ୍ ରକେଟ୍ ଚିତ୍ର ପ୍ରଦର୍ଶିତ କରାଯାଇଛି ।

Train Accident
ଝାଡ଼ଖଣ୍ଡରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ଏକାଧିକ ମୃତ

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି।

Cancer
କ୍ୟାନସର ଚିକିତ୍ସାରେ ନୂଆ ସମ୍ଭାବନା; କର୍କଟ ରୋଗକୁ ମାତ୍‌ ଦେବ ୧୦୦ ଟଙ୍କିଆ ଟାବଲେଟ୍

କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।

sunil mital
ସୁନୀଲ ମିତ୍ତଲଙ୍କୁ ମିଳିଲା ‘ନାଇଟ୍‌ହୁଡ୍’ ସମ୍ମାନ...ପ୍ରଥମ ଭାରତୀୟ ଭାବେ ପାଇଲେ ଏହି ଆୱାର୍ଡ...

ସୁନୀଲ ମିତ୍ତଲଙ୍କୁ ମିଳିଲା ବ୍ରିଟିଶ୍‌ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ନାଇଟ୍‌ହୁଡ୍’ ଆୱାର୍ଡ । ଭାରତ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲଙ୍କୁ ବୁଧବାର ଦିନ ବ୍ରିଟିଶ୍‌ର ସର୍ବୋଚ୍ଚ ଆୱାର୍ଡ ପ୍ରଦାନ କରାଯାଇଛି ।

Core committee meeting
ଦିଲ୍ଲୀରେ BJPର କୋର୍ କମିଟି ବୈଠକ; ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ୧୦୦ ପ୍ରାର୍ଥୀଙ୍କ ନାଁ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତିଯେ, ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଟ୍ ଲିଷ୍ଟ୍ ହୋଇଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା ହୋଇପାରେ ।

Tata Memorial Centre
କ୍ୟାନ୍‌ସର ପାଇଁ No Tension; ଆସୁଛି ଟାବ୍‌ଲେଟ୍‌, ୧୦୦ ଟଙ୍କାରେ ହେବେ ସୁସ୍ଥ !

ଟାଟାର ଦାବି ଅନୁସାରେ କ୍ୟାନ୍ସର ନଷ୍ଟ କରିବାକୁ ପ୍ରସ୍ତୁତ ହୋଇଛି ଏକ ଟାବ୍‌ଲେଟ୍‌ । ଯାହା ଖୁବ୍‌ଶୀଘ୍ର ବଜାରକୁ ଆସିବ । ସବୁଠାରୁ ବଡ଼ କଥା ହେଉଛି ଏହା ଶସ୍ତାରେ ବଜାରରେ ଉପଲବ୍ଧ ହେବ ।

Tamilnadu Politics
ତାମିଲନାଡ଼ୁରେ ଶକ୍ତି ଦେଖାଇଲା BJP; ୬ ମାସରେ ୨୩୪ ଆସନରେ କଲା ପଦଯାତ୍ରା

ତାମିଲନାଡୁ BJPର ମୁଖ୍ୟ କେ. ଅନନାମାଲାଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ‘X’ରେ ଏ ସମ୍ପର୍କରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

 businessman kills wife
ସ୍ୱାମୀର ବର୍ବରକାଣ୍ତ, ସ୍ତ୍ରୀକୁ ମାରି କଲେ ଭିଡ଼ିଓ ସୁଟ୍‌...ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଛାଡ଼ିଲେ...

ସ୍ୱାମୀର ବର୍ବରକାଣ୍ତ, ସ୍ତ୍ରୀକୁ ମାରି ଭିଡ଼ିଓ ସୁଟ୍‌ କଲା ପିଶାଚ ସ୍ୱାମୀ । ଏତିକିରେ ସରିଲାନି କାଣ୍ତ, ଶେଷରେ ସ୍ତ୍ରୀକୁ ମାରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କଲା । 

In viral video groom married 4 brides in temple
Viral Video: ବିବାହ ମଣ୍ଡପରେ ୪ ଜଣ କନ୍ୟାଙ୍କ ମଥାରେ ସିନ୍ଦୂର ଦେଲେ ଯୁବକ; ଲୋକେ ଯାହା ଇଛା ତାହା କହିଲେ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିରେ ଜଣେ ଯୁବକ ଚାରିଜଣ ଝିଅଙ୍କୁ ବିବାହ କରୁଥିବା ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକେ ଯାହା ଇଛା ତାହା କହୁଛନ୍ତି।

mushrooms
ବୈଜ୍ଞାନିକଙ୍କୁ ବଡ଼ ସଫଳତା; ଛତୁରୁ ପ୍ରସ୍ତୁତ ହେବ ସୁନା ନାନୋ ପାର୍ଟିକିଲ୍, ଭଲ ହେବ କ୍ୟାନସର

ଏହି ଆବିଷ୍କାର ବିଶ୍ୱରେ ପ୍ରଥମ ବୋଲି ବୈଜ୍ଞାନିକ ନନ୍ଦକୁମାର କାମାଟ କହିଛନ୍ତି। ବର୍ତ୍ତମାନ ନାନୋ ପାର୍ଟିକିଲ୍ ବ୍ୟବସାୟ ପାଇଁ ୪୫୦ମିଲିୟନ ଡଲାର ଖର୍ଚ୍ଚ ହେଉଛି। ଏହାକୁ ବିଦେଶରୁ ଆମଦାନୀ କରୁଛି ଭାରତ ।

3300 kg of drugs seized
NCBର ବଡ଼ ଚଢ଼ାଉ: ଜାହାଜରୁ ଜବତ ହେଲା ୩,୩୦୦ କେଜିର ଡ୍ରଗ୍ସ...

ନୌସେନା ଓ NCBର ବଡ଼ ଚଢାଉ । ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ ।  ଜବତ ନିଶାଦ୍ରବ୍ୟର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି । 

taapsee pannu boyfriend mathias boe
ପ୍ରେମିକ ମାଥିଆସ୍ ବୋଙ୍କୁ ବାହା ହେବେ ତାପସୀ ପନ୍ନୁ; କିଏ ଏହି ମାଥିଆସ୍

ବଲିଉଡରେ ୨୦୨୪ ଆରମ୍ଭ ହେବା ମାତ୍ରେ ବିବାହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିକଟରେ ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭାଗନାନୀଙ୍କ ଧୂମଧାମ ବିବାହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହ ଖବର ସାମ୍ନାକୁ ଆସିଛି। ସେ ହେଲେ ‘ଡଙ୍କି’ ଅଭିନେତ୍ରୀ ତାପସୀ ପନ୍ନୁ।

aamir khan confirms release date his upcoming film sitaare zameen par
'ସିତାରେ ଜମିନ୍ ପର୍‌' ନେଇ ଫେରୁଛନ୍ତି ଆମୀର ଖାନ୍; ଜାଣନ୍ତୁ କେବେ ହେବ ରିଲିଜ୍

୨୦୦୭ ମସିହାରେ ଆମୀର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର୍‌' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଆମୀର ଖାନ ଜଣେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ। ବର୍ତ୍ତମାନ ଆମୀର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପର'ର ସୁଟିଂ ଆରମ୍ଭ କରିଛନ୍ତି।

Mystery Ship
Mystery Ship: ୧୨୦ ବର୍ଷ ପୂର୍ବେ ନିଖୋଜ ଜାହାଜର ମିଳିଲା ସନ୍ଧାନ; ୫୨୫ ଫୁଟ ପାଣି ତଳୁ ମିଳିଲା ଧ୍ୱଂସାବଶେଷ

୧୨୦ ବର୍ଷ ପରେ ମିଳିଲା ନିଖୋଜ ଜାହାଜ । ୧୯୦୪ ମସିହାରେ ଏକ ଭୟଙ୍କର ସାମୁଦ୍ରିକ ଝଡରେ ନିଖୋଜ ହୋଇଯାଇଥିଲା ଏହି ଜାହାଜ । 

online betting
ଅନଲାଇନ୍ ବେଟିଂରେ ହରାଇଲେ ଟଙ୍କା...ଋଣ ପରିଶୋଧ କରିନପାରି ଝୁଲି ପଡ଼ିଲେ ଇଂଜିନିୟରିଂ ଛାତ୍ର

ସେ ସାଙ୍ଗମାନଙ୍କଠାରୁ ଧାର ମଧ୍ୟ ଆଣିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବିଷୟରେ ଜଣାପଡିବା ପରେ ପରିବାର ଲୋକ ଋଣ ପରିଶୋଧ କରିଥିଲେ।

rock collapses in Chhattisgarh mines
ଧସିଲା ଲୁହାପଥର ଖଣି, ୪ ଶ୍ରମିକ ମୃତ, ଅନେକ ପୋତି ହୋଇରହିଥିବା ସୂଚନା

ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ ବର୍ମନ କହିଛନ୍ତି, ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Salary Hike
କର୍ମଚାରୀଙ୍କ ପାଇଁ ଖୁସି ଖବର...ଖୁବଶୀଘ୍ର ୧୦ପ୍ରତିଶତ ଦରମା ବୃଦ୍ଧି କରିବ କମ୍ପାନୀ

ବିଭିନ୍ନ ଶିଳ୍ପରେ ଦରମା ନେଇ ସର୍ଭେ କରାଯାଇଥିଲା। ଏଥିରେ କର୍ମଚାରୀଙ୍କ ତିନୋଟି ପାରାମିଟର ଯଥା କାର୍ଯ୍ୟଦକ୍ଷତା, ସାଂଗଠନିକ କାର୍ଯ୍ୟଦକ୍ଷତା ଏବଂ ପଦବୀ ଆଧାରରେ ଦରମା ବୃଦ୍ଧି ହେବ ବୋଲି ଜଣାପଡିଛି।

Weather change-may cause cold cough and fever some prevention tips
Health Tips: ସାବଧାନ! ବଢିବ ଥଣ୍ତା-କାଶ; ଆପଣାନ୍ତୁ ଏହି ଟିପ୍ସ, ହେବେନି ପୀଡିତ

ପାଣିପାଗ ଦ୍ରୁତ ଗତିରେ ବଦଳୁଛି। ଯେତେବେଳେ ପାଗ ବଦଳେ, ସ୍ୱାଇନ୍ ଫ୍ଲୁ ଦେଖାଯାଏ ଏବଂ ବହୁ ସଂଖ୍ୟକ ଲୋକ ଥଣ୍ଡା, କାଶ ଏବଂ ଜ୍ୱରର ଶିକାର ହେବାକୁ ଲାଗନ୍ତି। ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରିବା ଉଚିତ ଆସନ୍ତୁ ଜାଣିବା।

Why is national science day celebrated only on 28th february
National Science Day 2024: ବିଜ୍ଞାନର ଦାନ; ଅସୁବିଧାକୁ ସୁବିଧା କରିଛି, ଦୁଃଖ ଦୂରେଇ ସୁଖ ଦେଇଛି

ବିଜ୍ଞାନ ମନୁଷ୍ୟକୁ ଦୁଃଖରୁ ଦୂରେଇ ନେଇ ସୁଖ ଦେଇଛି, ଅଜ୍ଞାନକୁ ଦୂର କରିବା ପାଇଁ, ଅସୁବିଧାକୁ ସୁବିଧାରେ ପରିଣତ କରିବା ପାଇଁ ବିଜ୍ଞାନର ମହତ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ବର୍ଷ ୨୮ ଫେବୃଆରୀରେ ‘ଜାତୀୟ ବିଜ୍ଞାନ ଦିବସ’ ପାଳନ କରାଯାଏ।

Gaganyaan
ହଟିଲା ସସପେନ୍ସ, ବଢିଲା ଉତ୍ସାହ...‘ଗଗନଯାନ’ରେ ମହାକାଶ ଯିବେ ୪ ମହାକାଶଚାରୀ

କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ।

Rahul Gandhi
ଧର୍ମସଂକଟ ! ୱେନାର୍ଡ ଆସନରେ ରାହୁଲଙ୍କ ବିରୁଦ୍ଧରେ ପ୍ରାର୍ଥୀ ଘୋଷଣା କରିସାରିଛି ବାମମେଣ୍ଟ

ବାମମେଣ୍ଟର ପ୍ରାର୍ଥୀ ଘୋଷଣାରେ ସରିନି ରାହୁଲଙ୍କ ଅଡୁଆ। କେରଳରେ କଂଗ୍ରେସର ସହଯୋଗୀ ଇଣ୍ଡିଆନ ମୁସଲିମ୍ ଲିଗ୍ ଏଥର ୨ ବଦଳରେ ୩ଟି ଆସନ ଦାବି କରୁଛି। ଏହି ଆସନ ଭିତରେ ରହିଛି ୱେନାର୍ଡ।

Cross Voting
ହିମାଚଳ ପ୍ରଦେଶରେ କ୍ରସ୍ ଭୋଟିଂ, ବିଜେପିକୁ ସମର୍ଥନ ଦେଲେ କଂଗ୍ରେସର ୬ ବିଧାୟକ

ୟୁପିରେ ସମାଜବାଦୀ ପାର୍ଟିର ୭ ବିଧାୟକଙ୍କ କ୍ରସ୍ ଭୋଟିଂ ।

Gaganyaan
କିଏ ଏହି ୪ ମହାକାଶଚାରୀ, ଯିଏ ‘ଗଗନଯାନ’ରେ ଯିବେ ମହାକାଶ

ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣ ହେଲେ ଭାରତୀୟ ବାୟୁସେନାର ୪ ପାଇଲଟ୍।