• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ୩ୟା ସନ୍ଧ୍ୟା ୦୬.୫୭ ଗତେ ୪ର୍ଥୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ସନ୍ଧ୍ୟା ୦୬.୩୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ:

ପ୍ରାତଃ-୦୫.୪୭ ରୁ ୦୭.୨୪

ଦିବା-୧୦.୩୮ ରୁ ୦୧.୦୪

ରାତ୍ରି-୦୨.୩୭ ରୁ ୦୩.୩୪

ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି... ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ଅଶୁଭ ସମୟ:

ରାହୁକାଳ - ଦିବା ୦୧.୨୨ ରୁ ୦୨.୫୪

କାଳବେଳା- ଦିବା ୦୨.୫୪ ରୁ ୦୪.୨୫

ବାରବେଳା- ଦିବା ୦୪.୨୫ ରୁ ୦୫.୫୬

କାଳରାତ୍ରି- ରାତ୍ରି ୧୧.୫୧ ରୁ ୦୧.୨୦