ଫିଲ୍ମ 'କଲ୍କୀ ୨୮୯୮ ଏଡି' କୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ରିଲିଜ୍ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବହୁତ ଭଲ ରୋଜଗାର ମଧ୍ୟ କରିଛି। ଏହାରି ଭିତରେ ଆସନ୍ତୁ ଜାଣିନେବା ଏହି ଫିଲ୍ମରେ କାମ କରି କିଏ କେତେ ଟଙ୍କା ନେଇଛନ୍ତି।
ସାଉଥ୍ ଫିଲ୍ମ ‘କଲ୍କୀ ୨୮୯୮ ଏଡି’ ପୁଣି ଥରେ ପ୍ରେକ୍ଷାଳୟର ଆକର୍ଷଣକୁ ଫେରାଇ ଆଣିଛି। ଗତ କିଛି ମାସ ଧରି ସେମିତି କୌଣସି ଫିଲ୍ମ ବକ୍ସ ଅଫିସରେ ଦମଦାର ରୋଜଗାର କରିବାରେ ସକ୍ଷମ ହୋଇ ନ ଥିଲା। ବର୍ତ୍ତମାନ କିନ୍ତୁ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ୍ ଟିକେଟ୍ ୱିଣ୍ଡୋରେ ଭିଡ ଜମଉଛି।
ନିର୍ମାତା ସୋସିଆଲ ମିଡିଆରେ 'ଇଣ୍ଡିଆନ୍'ର ଆଶ୍ଚର୍ଯ୍ୟଜନକ ପୋଷ୍ଟର ରିଲିଜ୍ କରିଛନ୍ତି ଯାହା ନିଆଁ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ କେବେ କମଲ ହାସନଙ୍କ 'ଇଣ୍ଡିଆନ୍ ୨' ପ୍ରେକ୍ଷାଳୟକୁ ଆସିବ।
ଏକ ଭିଡିଓରେ ଶ୍ରୁତି ଏବଂ ଅକ୍ଷରାଙ୍କ ସହ ବଲିଉଡର ହୀ-ମ୍ୟାନ୍ ଧର୍ମେନ୍ଦ୍ର ନଜର ଆସିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଖି ଉଭୟ ଭଉଣୀ ହଠାତ୍ ମଞ୍ଚରୁ ଦୌଡ଼ି ପଳେଇଥିଲେ। କିଛି ଲୋକ ଏହି ଭିଡିଓରେ ମଜାଳିଆ ପ୍ରତିକ୍ରିୟା ଦେଉଥିବାବେଳେ କେହି କେହି ଉଭୟ ଭଉଣୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି।
ଗାୟିକା ଚିନ୍ମୟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି କମଲ୍ ହାସନ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ‘ମି ଠୁ’ କଥା ଉଠେଇଛନ୍ତି। କମଲ୍ ହାସନ୍କୁ ଏମିତି କହିଛନ୍ତି ଚିନ୍ମୟୀ।
କମଲ ହାସନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁମୁଖୀ ସୁପରଷ୍ଟାର। ସେ କେବଳ ଜଣେ ଦକ୍ଷ ଅଭିନେତା ନୁହଁନ୍ତି ବରଂ ଜଣେ ଗାୟକ, ନିର୍ଦ୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ନିର୍ମାତା ମଧ୍ୟ। ସେ ନିଜ କ୍ୟାରିୟରରେ ପ୍ରାୟ ସମସ୍ତ ସାଉଥ୍ ଭାଷାରେ କାମ କରିଛନ୍ତି। କେବଳ ଏତିକି ନୁହେଁ କମଲ ହାସନ ଅନେକ ହିନ୍ଦୀ ଚଳଚ୍ଚିତ୍ରର ଅଂଶ ମଧ୍ୟ ହୋଇଛନ୍ତି।
ପ୍ରାୟ ସମୟରେ ହିନ୍ଦୀ ଏବଂ ତାମିଲ ଭାଷାକୁ ନେଇ ବିବାଦ ଦେଖାଯାଏ। ତାମିଲ ଭାଷାଭାଷୀ ଲୋକମାନଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ ଲଦି ଦିଆଯାଉଥିବା ସେମାନେ ଅଭିଯୋଗ କରନ୍ତି। ଏବେ ଏହାକୁ ନେଇ ବିବାଦୀୟ ମତ ଦେଇଛନ୍ତି କମଲ ହାସନ। ସେ କହିଛନ୍ତି…
ସବୁ ରେକର୍ଡ ଭାଙ୍ଗୁଛି ‘ବିକ୍ରମ’। ‘କେଜିଏଫ୍’କୁ ବି ପଛରେ ପକେଇଛି। ସପ୍ତାହରେ ୩୦୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି।
ଚେନ୍ନାଇ: ଗୋଟିଏ ମଞ୍ଚରେ ଏକଜୁଟ୍ ହୋଇଛନ୍ତି ତାମିଲ୍ ଇଣ୍ଡଷ୍ଟ୍ରିର ସମସ୍ତ ସୁପରଷ୍ଟାର। ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ, କମଲ ହସନ୍, ବିକ୍ରମ, ଧନୁଷ, ସଙ୍ଗୀତ ନିର୍ଦ୍ଦେଶକ ଇଲିଅରାଜା ସମେତ ଅନେକ ତାମିଲ କଳାକାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାବେରୀ ନଦୀ ମ୍ୟାନେଜ୍ମେଣ୍ଟ୍ ବୋର୍ଡ ଗଠନ ଦାବିରେ ଚେନ୍ନାଇରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଇଛନ୍ତି। ଯଥା ଶୀଘ୍ର କାବେରୀ ନଦୀ ମ୍ୟାନେଜ୍ମେଣ୍ଟ୍ ବୋର୍ଡ ଗଠନ ଲାଗି ଦାବି କରିଛନ୍ତି ଏହି ସୁପରଷ୍ଟାର। କିଛି ଦିନ ତଳେ ଡିଏମ୍କେ ବନ୍ଦ ଡାକରା ଦେଇଥିବା […]