/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୫.୫୭ ଗତେ ମୀନ। ତିଥି- ଅମାବାସ୍ୟା ପ୍ରାତଃ ୦୬.୧୪ ଗତେ ପ୍ରତିପଦ ରାତ୍ରି ୦୩.୧୬ ଗତେ ୨ୟା। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ନିଶାନ୍ତ ୦୫.୫୭ ଗତେ ଧନୁ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ଦିବା ୦୧.୩୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୩.୧୬ ଗତେ ୨ୟା ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
Advertisment
ଶୁଭ ସମୟ-
ପ୍ରାତଃ- ୦୬.୧୦ ରୁ ୦୬.୫୭
ପ୍ରାତଃ- ୦୭.୪୩ ରୁ ୦୯.୦୫
ଦିବା- ୧୨.୨୨ ରୁ ୦୨.୪୧
ଦିବା- ୦୪.୧୪ ରୁ ୦୫.୪୭
ସନ୍ଧ୍ୟା- ୦୭.୨୬ ରୁ ୦୮.୫୩
ରାତ୍ରି- ୦୨.୦୨ ରୁ ୦୪.୩୧
ଅଶୁଭ ସମୟ-
ରାହୁକାଳ- ଦିବା ୧୦.୩୨ ରୁ ୧୧.୫୯
କାଳବେଳା- ଦିବା ୧୦.୩୨ ରୁ ୧୧.୫୯
ବାରବେଳା- ଦିବା ୦୯.୦୫ ରୁ ୧୦.୩୨
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)