• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gun Fire

Student Death UP
Student Shot Dead: ବନ୍ଧୁକ ଗୁଳିରେ ଚାଲିଗଲା ଫସଲ ଜଗିଥିବା ୧୨ ବର୍ଷୀୟ ଛାତ୍ରର ଜୀବନ

ଫସଲ ଜଗି ରହିଥିବା ଚାଷୀଙ୍କ ପୁଅକୁ ଜଣେ ସ୍ଥାନୀୟ ଗ୍ରାମବାସୀ ଏବଂ ତାଙ୍କ ପୁଅ ଚୋର ଭାବି ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧:୩୦ ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଏହାପରେ କ୍ଷେତରେ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିଲା ନିଷ୍ପାପ ପଞ୍ଚମ ଶ୍ରେଣୀ ଛାତ୍ରର ମୃତଦେହ ।

Rourkela Firing
Rourkela Firing: ରାଉଲକେଲାରେ ଫୁଟିଲା ଗୁଳି, ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଇସ୍ପାତ ନଗରୀ ରାଉଲକେଲାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର । ସେ କାର୍‌ରେ ଆସୁଥିବାବେଳେ ଗୁଳିମାଡ଼ ହୋଇଥିବା ସୂଚନା ।

Man pulls out gone on plane
Shocking: ଉଡୁଥିଲା ବିମାନ, ହଠାତ୍ ବନ୍ଧୁକ ବାହାରକଲା ଆତତାୟୀ, ତା' ପରେ ଘଟିଗଲା ଏମିତି...

ବିମାନ ଭିତରେ ବନ୍ଧୁକଧାରୀର ଆତଙ୍କ । ମଝି ଆକାଶରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଲା । ଜାଣନ୍ତୁ ତା' ପରେ କ'ଣ ଘଟିଲା

Shots fired outside Salman Khan's Mumbai home
ସଲମାନଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା; ଚମ୍ପଟ ମାରିଲେ ୨ଅଭିଯୁକ୍ତ

ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାରଙ୍କ ହତ୍ୟା ଧମକ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।ତାଙ୍କୁ ବ୍ୟକ୍ତିଗତ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି ।ଗତବର୍ଷ ମାର୍ଚ୍ଚରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା।

IIC Dev kumar Gamang
ୟୁନିଫର୍ମ ନୁହେଁ ସାଧା ପୋଷାକରେ ଥିଲେ IIC, ତେବେ ବନ୍ଧୁକ ଆସିଲା କେଉଁଠୁ ? କେମିତି ଫୁଟିଲା ଗୁଳି ?

ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେବ କୁମାର ଥାନାରେ ଥିଲେ, ହେଲେ କ୍ୱାର୍ଟରକୁ ଯିବା ପରେ ଘଟିଥିଲା ଅକସ୍ମାତ୍ ଅଘଟଣ । ଗୁଳି ଫୁଟିବା ଶବ୍ଦ ଶୁଣି ତତକ୍ଷଣାତ୍ ଥାନାର ଅନ୍ୟ କର୍ମଚାରୀମାନେ ଆଇଆଇସିଙ୍କ କ୍ୱାର୍ଟରକୁ ଦୌଡ଼ିଥିଲେ ।