ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତ ନିଜ ନାଁରେ ୭ଟି ପଦକ କରିଛି। ଏହା ଭିତରେ ରହିଛି ଗୋଟିଏ ସ୍ବର୍ଣ୍ଣ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ।
ପ୍ୟାରିସ ପାରା ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଖାତା ଖୋଲିଲା ଭାରତ । ମହିଳା ୧୦୦ ମିଟର T-୩୫ ଫାଇନାଲରେ ଭାରତୀୟ ଧାବିକା ପ୍ରୀତି ପାଲ ଜିତିଲେ ବ୍ରୋଞ୍ଜ ।
ସ୍ବର୍ଣ୍ଣପଦକରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଖାତା ଖୋଲିଲା ଭାରତ । ୧୦ ମିଟର ଏୟାର ରାଇଫଲ ସୁଟିଂରେ ଗୋଲ୍ଡ୍ ମେଡାଲ ଜିତିଲେ ଭାରତର ଅବନୀ ଲେଖରା । ବ୍ରୋଞ୍ଜ ପଦକ ଜିତିଲେ ଭାରତୀୟ ସୁଟର ମୋନା ଅଗ୍ରୱାଲ
ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ଦେଢ ବର୍ଷ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡ୍ମିଣ୍ଟନ ଫେଡେରେସନ ।
ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି ।