ବ୍ରିଟେନରେ ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ଆସିପାରେ । ଆଉ ଏହି ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ନେଇ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ |
ଅଧ୍ୟୟନ ଅନୁସାରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ । ମଣିନ୍ଦ୍ର ଅଗ୍ରୱାଲ ଅଗ୍ରୱାଲଙ୍କ ଗାଣିତିକ ମଡେଲ ଆଧାରରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।
ୱାୟାନାଡ ଜିଲ୍ଲାର ଭିଥିରି ନିକଟ ପୁକୋଡେଠାରେ ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ରହିଛି । ଦୁଇ ସପ୍ତାହ ପୂର୍ବେ ସେଠାକାର ୧୩ ଜଣ ଛାତ୍ରଙ୍କ ନିକଟରେ ଏହି ବିରଳ ନୋରୋ ଭାଇରସ୍ ଦେଖାଯାଇଥିଲା ।
କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି ।