ଭିଷଣ ବର୍ଷାରେ ଜଳାର୍ଣ୍ଣବ ଚେନ୍ନାଇ । ଗତ ରାତିରୁ ଚେନ୍ନାଇରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ଭିତରେ ଚେନ୍ନାଇ ସହରରେ ପ୍ରାୟ ୨୧ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଭାରତ ସହିତ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏମିତି ଅଜବ ଜିନିଷ ଦେଖିବାକୁ ମିଳେ ଯାହା ବିଷୟରେ ଶୁଣିଲା ପରେ ବି ବିଶ୍ୱାସ କରି ହେବ ନାହିଁ। ଏମିତି ଏକ ଜାଗା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଯାଗାରେ ଦୀର୍ଘ ୭୦ ବର୍ଷ ହେବ କେହି ମରି ନାହାନ୍ତି। ଏହା ଅବିଶ୍ୱାସ ଲଗୁଥିଲେ ବି ସତ।
ମୟୂର ପୁଚ୍ଛ ଦେଖିବାକୁ ଯେତିକି ସୁନ୍ଦର ସେତିକି ଶୁଭର ପ୍ରତୀକ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ବାସ୍ତୁ ଅନୁଯାୟୀ ଘରେ ମୟୁର ପୁଚ୍ଛ ରଖିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ବିବେଚନା କରାଯାଏ । ଘରେ ଶାନ୍ତି ରହିବା ସହ ଆର୍ଥିକ ସମସ୍ୟା ଦୂର ହୁଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।
ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍ସ୍ ଦିଆଯାଇଛି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ନ୍ୟୁଜିଲ୍ୟାଣ୍ଡ୍-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍କୁ ଯିବାର ରାସ୍ତା ସଫା ହୋଇ ଯିବ।
ଅନେକ ଭାବନ୍ତି ପଶୁପକ୍ଷୀଙ୍କ ଠାରେ ଭାବପ୍ରବଣତା ନାହିଁ। ସେମାନେ ଜାଣନ୍ତି ନାହିଁ ସୁଖ, ଦୁଃଖ ସ୍ନେହ, ପ୍ରେମ ଆଦି। କିନ୍ତୁ ଲୋକଙ୍କ ଏହି ଭାବନାକୁ ଭୁଲ୍ ପ୍ରମାଣିତ କରିଛି ଏକ ଘୋଡା। ସୋସିଆଲ୍ ମିଡିଆରେ ଘୋଡାର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ମହିଳାଙ୍କୁ ଗଭୀରଭାବେ ଭଲ ପାଉଥିବା ଦେଖାଯାଉଛି।
ମିଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍ ଗ୍ରୁପ୍ ମିଳିଥାଏ । କଣ ଆପଣ ଜାଣନ୍ତି ଏହି ବ୍ଲଡ୍ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ ? ତେବେ ବ୍ଲଡ୍ ଗ୍ରୁପ୍ ଆଧାରରେ ମଣିଷର ସ୍ୱାଭାବ ବିଷୟରେ ଜାଣିବା ଜାପାନୀ ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ।
ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମାମଲା ହେଉଛି ଅପହରଣ ଓ ବଟି ଆଦାୟ। ଆର୍ୟନଙ୍କୁ ଅପହରଣ ଷଡଯନ୍ତ୍ରରେ ସମୀର ୱାଙ୍ଖଡେ ସାମିଲ ଥିଲେ ଓ ବିଜେପି ନେତା ମୋହିତ ଭରତିଆ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍ ଥିଲେ ବୋଲି ଏନ୍ସିପି ନେତା ନଓ୍ୱାବ ମଲ୍ଲିକ ଅଭିଯୋଗ କରିଛନ୍ତି।
ଆପଣ କେବେ ଶୁଣିଛନ୍ତି କି ଦୁନିଆରେ ଏଭଳି କୌଣସି ସ୍ଥାନ ରହିଛି ଯେଉଁ ସ୍ଥାନରେ ମଣିଷଙ୍କ ଠାରୁ ଅଧିକ ବିଲେଇ ରହିଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ବିଲକୁଲ୍ ସତ । ଜାପାନରେ ରହିଛି ଏଭଳି ଏକ ନିଆରା ଆଇଲ୍ୟାଣ୍ଡ । ଯେଉଁଠାରେ ୨୦ ଜଣ ଲୋକ ରୁହନ୍ତି, କିନ୍ତୁ ଏଠାରେ ବିଲେଇଙ୍କ ସଂଖ୍ୟା ୧୨୦ । ଏହି ସ୍ଥାନଟି ହେଉଛି ଜାପାନର ଓଶିମା ଆଇଲ୍ୟାଣ୍ଡ ।
ଚିକିତ୍ସା ନପାଇ ଶେଷରେ ଛଟପଟ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ଆଖି ବୁଜିଥିବା ଘଟଣା ଏବେ ସାମ୍ନକା ଆସିଛି। ଏକ ସରକାରୀ ହସ୍ପିଟାଲ୍ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ସରକାରୀ ହସ୍ପିଟାଲ୍ରେ ରୋଗୀଙ୍କ ଚିକିତ୍ସାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓ ପୋଷ୍ଟ୍ କରି ସେ ଲେଖିଥିଲେ, ‘ସେଣ୍ଟ୍ ଯୋସେଫ୍ ସ୍କୁଲ୍ରେ ବନ୍ଧୁଙ୍କ ସହ ଆଲୋଚନା କରିବା ସହ ଡିନର୍ କରିଥିଲି। ତେବେ ଦିଲ୍ଲୀ ଗସ୍ତ ଦୀପାବଳିକୁ ଆହୁରି ଖାସ୍ କରିଥିଲା।’
ଅମାନିଆ ଲୋକଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ । ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା, ଲୋକେ କଟକଣା ମାନିନଥିଲେ ।
ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।
ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳକୁ ସୁଦୃଢ କରିବା ଉପରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁମନ୍ତ୍ର ଦେବେ। ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପିର ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନେକ ଗୁରୁତ୍ୱ ରଖୁଛି।
କେଉଁ ମହିଳା ବା ନ ଚାହେଁ ତା’ର ଲମ୍ବା, କଳା ଓ ଘଞ୍ଚ କେଶ ନ ହେଉ। କିନ୍ତୁ ପାରିପାର୍ଶିକ ପରିବେଶ, ଖାଦ୍ୟ ଓ ଜୀବନଶୈଳୀ କେଶ ସମସ୍ୟାର କାରଣ ହେଉଛି। କାହାର ଚୁଟି ଝଡି ପତଳା ହୋଇଯାଉଛି ତ କିଏ ପୁଣି ଚନ୍ଦା। ଅନେକ ମହିଳାଙ୍କ ଚୁଟି ବଢୁ ନ ଥିବା ମଧ୍ୟ ଦେଖାଯାଏ। କିନ୍ତୁ ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତ୍ୟେକ ମହିଳାଙ୍କ କେଶର ଲମ୍ବ ୫ ରୁ ୬ ଫୁଟ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଗାଁ…
ଦେଶରେ କୃଷିକୁ ନେଇ ସଂକଟ ଦେଖାଦେଇଥିଲେ ବି ଏମିତି ଗାଁ ଅଛି ଯେଉଁଠି ଚାଷୀ ହେଉଛି ଧନୀ। ଗାଁର ପ୍ରତ୍ୟେକ୍ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଠି ପନିପରିବା ଠାରୁ ଆରମ୍ଭ କରି ହୁଏ ମାଛ, ବତକ ଓ ଅନ୍ୟାନ୍ୟ ପଶୁପକ୍ଷୀ ଚାଷ। ଗାଁ ବର୍ଷସାରା ସବୁଜୀମାରେ ଭରପୂର। ଏହା ସମ୍ଭବ କେବଳ ଜଳ ସଂରକ୍ଷଣ ଯୋଗୁଁ।
ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ହେଉଛି ଦଳର ଚତୁର୍ଥ ବିଜୟ |
ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ରହିଛି। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍ ପିନ୍ଧିବାରେ ରୁଚି ରଖନ୍ତି। ଆପଣ ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କର ଅଜବ ପ୍ରକାରର ରୁଚି ଥିଲା
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ଥିବା ଜଣାଯାଇଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୦୦୦ ଟଙ୍କା ଓ ୪୯,୧୮୦ ଟଙ୍କା ଛୁଇଁଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ୪୬,୮୬୦ ଟଙ୍କା ଓ ୫୧,୧୧୦ ଟଙ୍କା ରହିଛି ।
ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ବିଭିନ୍ନ ଉପାୟରେ ସମାଧାନ ହୋଇପାରିବ । ମନିପ୍ଲାଣ୍ଟ ଗୋଟିଏ ଏପରି ଗଛ ଯାହା ଆପଣଙ୍କର ଅନେକ ଅସୁବିଧାକୁ ମଧ୍ୟ ଦୂର କରିପାରିବ ।
ଆଜିକାଲି ପଲକ ତିୱାରୀ ହୋଇଯାଇଛନ୍ତି ଇଣ୍ଟରନେଟ୍ ସେନ୍ସୁଆଲ୍ ଗାର୍ଲ। ନିଜ ବୋଲ୍ଡ ଅବତାରରେ ସେ ସବୁବେଳେ ସମସ୍ତଙ୍କ ହୃଦୟରେ ନିଆଁ ଲଗେଇବା ନେଇ ପୂରା ପ୍ରସ୍ତୁତ। ଏବେ ସେ ତାଙ୍କର ଏମିତି ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯାହାକୁ ନେଇ ସମସ୍ତେ ଫିଦା ହୋଇଯାଇଛନ୍ତି।
ସେମିଫାଇନାଲ୍ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।
କେତେ ଧନୀ ଏନସିବି ଅଫିସର ସମୀର ୱାଙ୍ଖେଡ଼୍? କାହିଁକି ତାଙ୍କୁ ନେଇ ଚାଲିଛି ଏତେ ଚର୍ଚ୍ଚା?
ରିଲିଜ୍ ହୋଇସାରିଛି କାଟ୍ରୀନା-ଅକ୍ଷୟ ଅଭିନୀତ ‘ସୂର୍ଯ୍ୟବଂଶୀ’। ଏହାକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ ଏହାରି ଭିତରେ ରିଲିଜ୍ ହୋଇଛି ଏହାର ୪ ନମ୍ବର ଗୀତ ‘ଟିପ୍ ଟିପ୍ ବରଷା ପାନି’। ଏଥିରେ କାଟ୍ରୀନାଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀ ସମସ୍ତଙ୍କୁ ପାଗଳ କରିବାରେ ଲାଗିଛି। ପ୍ରଶଂସକମାନେ ଏହା ଦେଖି ମୂଳ ଗୀତ ଠାରୁ ଆହୁରି ଚମତ୍କାର ବୋଲି କହୁଛନ୍ତି।
ସମୟ ସହିତ ଆମ ଆଖପାଖ ଆମ ପରିବେଶ, ଏପରିକି ଏ ବିଶ୍ୱ ବ୍ରହ୍ମାଣ୍ଡ ବି ବଦଳିଯାଏ । କିନ୍ତୁ କିଛି ଲୋକ, କିଛି ସ୍ଥାନ ଏଭଳି ଥାଏ ଯାହା ପୁରୁଣା ସମୟର ବନ୍ଧନରୁ ମୁକ୍ତି ପାଇପାରେନାହିଁ । ସେହିଭଳି ଏକ ଦେଶ ମଧ୍ୟ ରହିଛି । ଯାହାର ନାଁ କି ସେ ଦେଶ ସମ୍ପର୍କରେ ଆପଣ କିଛି ବି ଜାଣିନଥିବେ । ନା କେବେ ସେ ଦେଶ ବିଷୟରେ ଶୁଣିଥିବେ ନା ସେଠାକୁ କେବେ ଯାଇଥିବେ । ସେହି ଦେଶର ନାଁ ହେଉଛି ଅବଖାଜିଆ । ଶୁଣିଛନ୍ତି କେବେ ଏହି ସ୍ଥାନ ସମ୍ପର୍କରେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏ ଦେଶର ରହସ୍ୟ ଓ ବିଶେଷତ୍ତ୍ୱ…