• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lightning Strikes

33 Killed In Lightning StrikesIn Bihar
ଆକାଶରୁ ଖସିଲା ମୃତ୍ୟୁ, ନେଇଗଲା ୩୩ ଜୀବନ

ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ୩୩ ଜୀବନ। ବଜ୍ରପାତରେ ବିହାରରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରୁ ଏହି ଅଘଟଣ ଖବର ଆସିଛି।

app
ଆଉ ବଜ୍ରପାତକୁ ଭୟ ନାହିଁ !  ବିଜୁଳି ମାରିବା ପୂର୍ବରୁ ସୂଚନା ଦେବ ଏହି ମୋବାଇଲ୍‌ ଆପ୍‌

ଏବେ ଦିନକୁ ଦିନ ବିଜୁଳି ଓ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏବେ ଏକ ନୂଆ ମୋବାଇଲ୍ ଆପ୍‌ ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ହେଲା, ବିଜୁଳି ମାରିବା ପୂର୍ବରୁ ଏହି ଆପ୍‌ ଆପଣଙ୍କୁ ସତର୍କ ସୂଚନା ଦେଇଦେବ। ସୂଚନା ଅନୁସାରେ ପ୍ରତି ବର୍ଷ କର୍ଣ୍ଣାଟକରେ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ବିଜୁଳି ଘଡ଼ଘଡ଼ି ମାରିବା ଯୋଗୁଁହୋଇଥାଏ। ଗତ ୯ବର୍ଷରେ […]

lightning
ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ୪୬ ଜୀବନ

ପାଟନା/ଲକ୍ଷ୍ନୌ: ଆକାଶରୁ ଖସିଲା ମୃତ୍ୟୁ। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ୪୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆହ୍ଲାବାଦରେ ୮ଜଣ, ମୀର୍‌ଜାପୁର୍‌ରେ ୬ଜଣ, କୁଶାମ୍ବିରେ ୨ଜଣ, ଭଦୋହିରେ ୬ଜଣ ଓ […]