• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ମସିହା, ମେ ମାସ, ୨୨ ତାରିଖ, ରବିବାର, ବୃଷ, ୮ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ-

  • ବନ୍ଧୁଙ୍କ ସାହାର୍ଯ୍ୟ ସହଯୋଗରେ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିପାରନ୍ତି
  • ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି
  • ହଠାତ୍ କିଛି ମୋଟା ଅଙ୍କର ଅର୍ଥ ପାଇ ପାଇରନ୍ତି

ପ୍ରତିକାର – ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ-

  • ଯୋର ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖିପାରନ୍ତି
  • ମିଥ୍ୟା ଗୁଜବ ରେ ବିଚଳିତ ହୋଇପାରନ୍ତି
  • ଆୟ ଅପେକ୍ଷା ବ୍ୟୟ ଅଧିକ କରିପାରନ୍ତି

ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମିଥୁନ-

  • ପରିବାର ମଧ୍ୟରେ ଅଜଥା ସମାଲୋଚିତ ହୋଇପାରନ୍ତି
  • ପ୍ରତ୍ୟେକଟି ଉଦ୍ୟମରେ ବିଫଳତା ଲାଭ କରିପାରିବେ
  • ନିଜର ବନ୍ଧୁଙ୍କ ଠାରୁ ଧୋକା ପାଇ ପାଇପାରନ୍ତି

ପ୍ରତିକାର – ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

କର୍କଟ-

  • କାମ ଗୁଡିକ ସୁରୁଖୁରୁରେ ହେଇପାରେ
  • ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇପାରନ୍ତି
  • ଜିବିକା ଅର୍ଜନରେ ସଫଳତା ଲାଭ ପାଇପାରନ୍ତି

ପ୍ରତିକାର – ଚନ୍ଦ୍ରଙ୍କ ଇଷ୍ଟଦେବୀ ମା ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ

ସିଂହ-

  • କର୍ମ କ୍ଷେତ୍ରରେ ପ୍ରଶଂସା ଲାଭ କରିପାରନ୍ତି
  • ମିଷ୍ଠାର୍ଣ୍ଣ ଭୋଜନର ଯୋଗ ରହିଛି
  • କୈଣସି ମହିଳାଙ୍କ ଦ୍ୱାରା ଭାଗ୍ୟ ଉଦ୍ୟୟ ହୋଇପାରେ

ପ୍ରତିକାର – ଶ୍ରୀ ରାମଙ୍କ ମୂଳ ମନ୍ତ୍ର ପାଠ କରନ୍ତୁ

କନ୍ୟା-

  • ଯେତେ ପ୍ରକାର ସୁବିଧା ସୁଯୋଗ କଲେ ମଧ୍ୟ ଅନ୍ୟମାନେ ନିନ୍ଦା ଗାନ କରିପାରନ୍ତି
  • ସଭା ସମିତିରେ କୈଣସି କଥାରେ ଆପଣଙ୍କ ସପକ୍ଷେର ଯିବନାହିଁ
  • ପାଖରେ ଥିବା ଲୋକଟିର କଥା ସନ୍ଦେହ ଜନକ ରହିପାରେ

ପ୍ରତିକାର – ଇଷ୍ଟଦେବୀ ତ୍ରପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

ତୁଳା-

  • ପରିବାର, ବ୍ୟବସାୟ, ସଭା ସମିତି ଓ ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇପାରିବେ
  • ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି
  • ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଶେଷରେ ସଫଳତା ଲାଭକରିପାରିବେ

ପ୍ରତିକାର – ଶୁକ୍ରଙ୍କ ମନ୍ତ୍ର ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ଜପ କରନ୍ତୁ

ବିଛା-

  • ନୂତନ ବନ୍ଧୁତ୍ୱ ସୃଷ୍ଟି କରିପାରନ୍ତି
  • କୈଣସି ଶୁଭ କର୍ମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ
  • ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ

ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ

ଧନୁ-

  • ଅପ୍ରିୟ ସତ୍ୟ କଥା କହି ସମସ୍ତଙ୍କ ବିରୋଧି ହେବେ
  • ପ୍ରତ୍ୟେକଟି କ୍ଷେତ୍ରରେ ବିଫଳତା ଲାଭ କରିବେ
  • ମ।। ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି

ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-

  • ଅଚାନକ କିଛି ସୁସମ୍ବାଦ ପାଇପାରିବେ
  • ବ୍ୟବସାୟରେ କ୍ରମଶଃ ଲାଭ ପାଇପାରନ୍ତି
  • ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିପାରିବେ

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

 

କୁମ୍ଭ-

  • ମାଲିମକଦ୍ଧମାରେ ଜୟଯୁକ୍ତ ହୋଇପାରିବେ
  • ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିପାରନ୍ତି
  • ଋଣ କ୍ଷେତ୍ରରେ ଅର୍ଥ ଲାଭ କରିପାରନ୍ତି

ପ୍ରତିକାର – ଭଗବାନଙ୍କର କଛପ ଅବତାର ଫଟକୁ ପୂଜା କରନ୍ତୁ

ମୀନ-

  • ବିଭିନ୍ନ ଦିଗରୁ ଅର୍ଥ ଆୟ କରିପାରିବେ
  • ଜଣେ ବାଲ୍ୟ ବନ୍ଧୁଙ୍କ ସାହାଯ୍ୟରେ ଦୀର୍ଘ ଦିନର ଆଶା ପୁରଣ ହୋଇପାରେ
  • ପରିବାରରେ ସୁଖଶାନ୍ତି ଫେରିଆସିପାରେ

ପ୍ରତିକାର - ଓଁ ହ୍ରୀଂ ସ୍ରୀଂ ହୁଁ ଫଟ୍ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

 (ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)