ଜରୁରୀକାଳୀନ ସ୍ଥିତିରେ ଉପଯୋଗ କରାଯିବ ବୋଲି ଅନୁମୋଦନ ଦେଇଥିଲା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ-CDSCO ।
ଯେଉଁମାନେ ବିଲ୍କୁଲ ବି ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ସେମାନଙ୍କୁ ଏହି ନାସାଲ ଭ୍ୟାକ୍ସିନ୍ ରେକମେଣ୍ଡ କରାଯାଉଛି ବୋଲି କହିଛନ୍ତି ଡାକ୍ତର ଏନ୍କେ ଆରୋରା ।
ଭାରତ ବାୟୋଟେକ୍ର ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି । ଏମରଜେନ୍ସି ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ।