• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Assembly Elections

Delhi CM Announcement
Delhi CM Suspense: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା, ପରଭେଶ ବର୍ମା ନା ପୁଣି ବିଜେପି ଦେବ ସରପ୍ରାଇଜ୍

ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି । ବିଧାୟକ ଦଳ ବୈଠକରେ ସିଏମ୍ ନାଁରେ ବାଜିବ ମୋହର । ଆସନ୍ତାକାଲି ରାମଲୀଳା ମୈଦାନରେ ଆୟୋଜିତ ହେବ ଶପଥ ସମାରୋହ ।

Delhi New CM Suspense Continues
Delhi BJP New CM: ଦିଲ୍ଲୀରେ ଆରମ୍ଭହେଲା ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ, କେବେ ହଟିବ ସସ୍‌ପେନସ୍‌ ?

ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା, ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବି.ଏଲ୍. ସନ୍ତୋଷ ପ୍ରମୁଖ ।

Delhi Assembly Election 2025
Delhi Assembly Election: କିଏ ହେବେ ଦିଲ୍ଲୀ CM, ଦୌଡ଼ରେ ଏହି ୫ ନେତା

ପ୍ରଶ୍ନ ଉଠୁଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ? କାହାକୁ ବିଜୟର ମୁକୁଟ ପିନ୍ଧାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ଜଣ ନେତା ଥିବାବେଳେ, କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାରେ। ଆସନ୍ତୁ ଜାଣିବା ଦୌଡ଼ରେ ଥିବା ୫ ଜଣଙ୍କ ବିଷୟରେ।

Delhi Assembly Election
Delhi Assembly Election: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’

ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ସେଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ।

Five reasons how bjp bounce back in delhi after 27 years
Delhi Election: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଆସନକୁ କାହିଁକି ଫେରିଲା ବିଜେପି… ଜାଣନ୍ତୁ ୫ କାରଣ

ଯଦିଓ ଦିଲ୍ଲୀର ଗତ ଦୁଇ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲା, ତେବେ ଏଥର ଏମିତି କ’ଣ କଲା ଯେ ପୂରା ଚିତ୍ର ବଦଳିଗଲା, ତାହା ଏବେ ଚର୍ଚ୍ଚାର ବିଷୟ । ଜାଣନ୍ତୁ ଏହା ପଛରେ ଥିବା ୫ କାରଣ।

Delhi Assembly Election
Delhi Assembly Election: ଆପକୁ ଶକ୍ତ ଝଟକା: ହାରିଲେ କେଜ୍ରିୱାଲ ଓ ମନୀଷ ସିସୋଦିଆ

୨୦୧୩ରୁ ଏଠାରେ କେଜ୍ରିୱାଲ ଜିତି ଆସୁଥିବା ବେଳେ ତାଙ୍କୁ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପରବେଶ ବର୍ମା ଏଠାରେ ବିଜୟ ହୋଇଛନ୍ତି। 

Congress
Delhi Assembly Election: ଦିଲ୍ଲୀ ନିର୍ବାଚନ: ବିଜେପି ମାଡ଼ରେ କଂଗ୍ରେସ ଚି‌ତ୍‌ପଟାଙ୍ଗ

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ୪୨ଟିରେ ଲିଡ୍‌ କରୁଥିବା ବେଳେ ଆପ୍‌ ୨୮ଟି ଆସନରେ ଆଗରେ ରହିଛି। ସେହିପରି ୨୦୧୫ ଓ ୨୦୨୦ରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଏଥର ବି ଚିତପଟାଙ୍ଗ ମାରିଛି। 

Delhi Assembly Election:
Delhi Assembly Election: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି

ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ଯାହାକୁ ଦେଖି ଲାଗୁଛି ଏକଜିଟ୍ ପୋଲ୍‌ରେ ଆକଳନ ସତ ହେବାକୁ ଯାଉଛି। ଦିଲ୍ଲୀରେ ବିଜେପି ବିଜୟର ମୁକୁଟ ପିନ୍ଧିବ ବୋଲି ଚାଲିଥିବା ଟ୍ରେଣ୍ଡରୁ ଅନୁମାନ କରଯାଉଛି।

Delhi Assembly Election:
Delhi Assembly Election: ଦିଲ୍ଲୀ ନିର୍ବାଚନ: ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଟପିଲା ବିଜେପି

ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି।  ନୂଆଦିଲ୍ଲୀ ଆସନରେ କେଜରିୱାଲ ପଛୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶି  କାଲକାଜି ଆସନରୁ ପଛୁଆ ଅଛନ୍ତି।

Delhi Assembly Election
Delhi Assembly Election: କିଏ ଗଢ଼ିବ ଦିଲ୍ଲୀରେ ସରକାର; ଆରମ୍ଭ ହେଲା ଭୋଟ ଗଣତି

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ମଧ୍ୟ ସମସ୍ତଙ୍କ ଉପରେ ନଜର ରହିଛି।

Delhi Assembly Election
Delhi Assembly Election: ଆଜି ଆସିବ ଜନାଦେଶ; କିଏ ଜିତିବ ଦିଲ୍ଲୀ ଦିଲ୍

ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ସମସ୍ତଙ୍କ ଉପରେ ନଜର ରହିଛି।

Delhi Assembly Election
Delhi Assembly Election: ଭୋଟ୍ ଦେଉଛି ଦିଲ୍ଲୀ,ସବୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି

ଦିଲ୍ଲୀରେ ସନ୍ଧ୍ୟା ୬ଟା‌ ପର୍ଯ୍ୟନ୍ତ ମତଦାନ ଚାଲିବ । ଏହି ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର ହେଉଥିବା ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜାରି ରହିଛି ।

Delhi Elections
ଭୋଟ୍ ଦେବାକୁ ବୁଥରେ ପହଞ୍ଚିଛନ୍ତି ଦିଲ୍ଲୀ ବାସିନ୍ଦା

ଭୋଟ୍ ଦେବାକୁ ବୁଥରେ ପହଞ୍ଚିଛନ୍ତି ଦିଲ୍ଲୀ ବାସିନ୍ଦା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ।