• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Bank Recruitment

Indian bank recruitment apply for specialist officer
Indian bank recruitment: Indian Bank ରେ ପୂରଣ ହେବ ସ୍ପେଶାଲିଷ୍ଟ ଅଫିସର୍ ପଦବୀ; ଦରମା ୮୯ ହଜାର ପରେ

ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ। ପ୍ରାୟ ଶିକ୍ଷିତ ଯୁବକ ଏନେଇ ପ୍ରସ୍ତୁତ ହେଉଥାନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। Indian Bank ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି।

Indian Bank Recruitment for specialist officer
Indian Bankରେ ନିଯୁକ୍ତି ହେବେ ସ୍ପେଶାଲିଷ୍ଟ୍‌ ଅଫିସର୍‌; ଦରମା ୮୦ ହଜାରରୁ ଅଧିକ

Indian Bank ରେ SO ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ୨୦୦ରୁ ଅଧିକ ପଦବୀରେ ନିଯୁକ୍ତି ହେବ। ଦରମା ୮୦ ହଜାରରୁ ଅଧିକ ରହିଛି।