ଏହି ଗ୍ରହ ପୃଥିବୀଠାରୁ ଟିକିଏ ବଡ଼ ଏବଂ ବାସ ଉପଯୋଗୀ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ଗ୍ରହଟି ଏହ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛି ଯାହାକି ସୂର୍ଯ୍ୟ ଅପେକ୍ଷା ଆକାରରେ ଛୋଟ ଓ ଅପେକ୍ଷାକୃତ ଶୀତଳ।
ବାଘଟି ସାରାରାତି ପାଚେରୀ ଉପରେ ଶୋଇରହିଥିଲା । ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ମଧ୍ୟ ସେ ସେପରି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥିଲା ।
ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବୈଜ୍ଞାନିକମାନେ ଏବେ ଏହି ନିଆଁ ପିଣ୍ଡୁଳା ଉପରେ ନଜର ରଖିଛନ୍ତି ଏବଂ ଏହାର ସ୍ଥିତିକୁ ନେଇ ତର୍ଜମା କରୁଛନ୍ତି ।
ଅଧିକ ଆଲୋକିତ ହେବ ରାତି ଆକାଶ, ମାଳ ମାଳ ଦିଶିବେ ଗ୍ରହ-ଉପଗ୍ରହ ଓ ନକ୍ଷତ୍ର...ଖାଲି ଆଖିକୁ ଦେଖାଦେବେ ଧୂମକେତୁ ସହ ଲଞ୍ଜାତାରା...
ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ।
ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ […]