ଭିନେଶ ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବାପରେ ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ୍ତ୍ୱନା ।
ଭାରତୀୟ ରେସଲିଂ ଫେଡେରେସନ ସଭାପତି ବ୍ରିଜ ଭୁଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାଲିଥିବା ଆନ୍ଦୋଳନ ଜାରି ରହିବ ।
ଯୌନ ନିର୍ଯାତନା ଅଭିଯୋଗରେ ରେସଲରଙ୍କ ଧାରଣା ଜାରି । ଯନ୍ତରମନ୍ତର ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା ।