ବର୍ତ୍ତମାନ ଆପଣ ଏହି ଯୋଜନାରେ ବିନିଯୋଗ କରି ୮.୦ ପ୍ରତିଶତ ସୁଧ ପାଇପାରିବେ । ଏହି ଯୋଜନା ମଧ୍ୟମରେ ଆପଣ ପାଣ୍ଠି ସଂଗ୍ରହ କରିପାରିବେ । ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ଆପଣଙ୍କ ଝିଅ ପାଇଁ ୧୫ଲକ୍ଷ ଟଙ୍କା ପାଇପାରିବେ ।
ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ପରେ ଛିନଛତ୍ର ହୋଇ ଉଡ଼ିଯାଇଛି ଘର ।
ସେନା ଓ DRDO ଗୁପ୍ତ ତଥ୍ୟ ବିଦେଶୀ ସଂସ୍ଥାକୁ ଲିକ୍ କରିଥିବା ଅଭିଯୋଗରେ ତାଙ୍କ ଘରେ ରେଡ୍ ଚାଲିଛି ।
ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଏହି ଯୋଜନାର ନାଁ ହେଉଛି ‘ସଘନ ବାଗୱାନି ଯୋଜନା’ (Saghan Bagwani Yojana) ।
ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ବର୍ଷକର ଛୁଆକୁ ମଞ୍ଚ ଉପରକୁ ଫିଙ୍ଗିଦେଲେ ଜଣେ ବ୍ୟକ୍ତି । ହେଲେ କାହିଁକି, ଜାଣନ୍ତୁ..
ମେଟା ପକ୍ଷରୁ ହ୍ୱାଟ୍ସଆପ୍(WhatsApp) ଏକ ନୂଆ ଫିଚର ଲଞ୍ଚ୍ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।
ପରିଣୀତି ଓ ରାଘବଙ୍କୁ ବାରମ୍ଭାର ଏକାଠି ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇଯାଇଥିଲେ ଯେ ଦୁହିଁଙ୍କ ମଧ୍ୟରେ କିଛି ଅଛି। ଶେଷରେ ଏହି ଅପେକ୍ଷାର ଶେଷ ହୋଇଛି, ଯେଉଁଥିପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ତେବେ ପରିଣୀତି ରାଘବଙ୍କୁ କାହିଁକି ଜୀବନସାଥୀ ଭାବେ ବାଛିଲେ…
ଆସନ୍ତା ୩ ବର୍ଷରେ ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଭୋଡାଫୋନ୍। କମ୍ପାନୀକୁ ସରଳୀକରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଯେଉଁମାନେ ନିଜ ଲହୁର କାଳିରେ ନିଜ ଜୀବନକୁ ଲେଖନ୍ତି, ସେମାନଙ୍କ ଭାଗ୍ୟର ପୃଷ୍ଠାଗୁଡ଼ିକ କେବେବି ଖାଲି ହୋଇ ପଡେ ନାହିଁ। 'ଦ କେରଳ ଷ୍ଟୋରୀ' ଅଭିନେତ୍ରୀ ଅଦା ଶର୍ମା ଏହା କରି ଦେଖେଇଛନ୍ତି। ଦୀର୍ଘ ୧୫ ବର୍ଷ ପରେ ତାଙ୍କୁ ମିଳିଛି ଏପରି ଖ୍ୟାତି।
SSB ନିଯୁକ୍ତି ୨୦୨୩ରେ କନଷ୍ଟେବଲ୍ ଟ୍ରେଡସମ୍ୟାନ୍, ସବ୍ ଇନ୍ସପେକ୍ଟର (SI), ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) ଏବଂ ହେଡ୍ କନଷ୍ଟେବଲ୍ (HC) ଭଳି ପଦବୀ ରହିଛି ।
ସୋସିଆଲ୍ ମିଡିଆ ୟୁଜର୍ସଙ୍କ ଅଭିଯୋଗ ମିଳିବା ପରେ ମୁମ୍ବାଇ ପୋଲିସ୍ ବିଗ୍ ବି ଅମିତାଭ ବଚ୍ଚନ ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡ଼ିଛି।
ଜନ୍ମକଲା ପୁଅକୁ ଆରପାରିକୁ ପଠାଇଦେଲା ରାକ୍ଷସ ବାପା । ମଧ୍ୟପ୍ରଦେଶ ଇନ୍ଦୋରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।
ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି ।
ଆଜିକାଲି ବ୍ୟକ୍ତିକୁ ନେଇ ହେଉ କି ଜାତିକୁ ନେଇ, ଅଞ୍ଚଳକୁ ନେଇ ହେଉ କି ରାଜ୍ୟ ନେଇ ଅନେକଙ୍କ ମନରେ ଅଶାନ୍ତି ଦେଖିଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଶାନ୍ତି ଏକାନ୍ତ ଜରୁରୀ। କିପରି ଏହାକୁ ପ୍ରତିଷ୍ଠା କରିହେବ ଆସନ୍ତୁ ଜାଣିବା।
ଦିନେ ଏସିଡ୍ରେ ଜଳିଯାଇଥିଲା ମୁହଁ...ହାର ମାନିଲେନି ବରଂ ଲଢେଇ କଲେ, ପାଠ ପଢିଲେ...ଏବେ ମାଟ୍ରିକ୍ରେ ରାଜ୍ୟ ଟପ୍ପର
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୯୧୦ ଟଙ୍କା ହୋଇଛି।
ସୋମବାର ଅର୍ଥାତ୍ ଗତକାଲି ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଥିଲା । ସେଠାରେ ଜଣେ ଚିୟରଗର୍ଲ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା ।
ଦିଲ୍ଲୀ ମେଟ୍ରୋରେ ଇଏ କଣ ଚାଲିଛି? ପୁଣି ଅଶାଳୀନତାର ସୀମା ଲଂଘିଲେ ଯାତ୍ରୀ ! ଭାଇରାଲ୍ ହେଲା ଖୁଲ୍ଲମଖୁଲ୍ଲା ପ୍ରେମ ପ୍ରଦର୍ଶନର ଭିଡିଓ । ପ୍ରେମୀଯୁଗଳଙ୍କ କାରନାମା ପାଇଁ ଚିନ୍ତାରେ କର୍ତ୍ତୃପକ୍ଷ ।
ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚାଲିଥିଲା ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍। ଆଉ ଏଥିରେ ସମ୍ପୃକ୍ତ ଥିଲେ ଫିଲ୍ମ ଅଭିନେତ୍ରୀ ଓ ମଡେଲ୍।
ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍ର ପ୍ଲେ ଅଫ୍ରେ ପ୍ରବେଶ କରିଛି ।
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି। ଖୁବ୍ ଶୀଘ୍ର ଉଭୟ ବିବାହ କରିବେ। ଖାଲି ପରିଣୀତି-ରାଘବ ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତ୍ରୀ ରାଜନେତାଙ୍କ ପ୍ରେମରେ ପଡିଛନ୍ତି ଏବଂ ସେମାନଙ୍କୁ ବିବାହ କରିଛନ୍ତି। ତେବେ ଆସନ୍ତୁ ସେଭଳି କିଛି ଯୋଡିଙ୍କ ବିଷୟ ନଜର ପକେଇବା।
ବାଛୁରୀକୁ ଜନ୍ମ ଦେଇ ଛୁଆକୁ ଅଣଦେଖା କରିଥିଲା ଗାଈ। ତାକୁ ଖାଇବାକୁ ଦେଇ ନଥିଲା। କାରଣ ଏହି ବାଛୁରୀ ଅସ୍ୱାଭାବିକ ଭାବେ ଜନ୍ମ ହୋଇଥିଲା। ଏହାର କେବଳ ଦୁଇଟି ପଛ ଗୋଡ ଥିଲା। ମା ଗାଈର ତା’ ଛୁଆ ପ୍ରତି ଏଭଳି ଆଚରଣ ଦେଖି ଜଣେ କୃଷକ ସାଜିଛନ୍ତି ଭରସା।
ସ୍ତ୍ରୀଙ୍କ ମଦ ପିଆ ଦେଖି ସ୍ୱମୀ କ’ଣ କରିବେ ତାହା ଚିନ୍ତା କରିପାରିଲେ ନାହିଁ । ସବୁଦିନ ସେ ମଦ୍ୟପାନ କରି ଘରକୁ ଆସିଲା ବେଳକୁ ସ୍ତ୍ରୀ ମଧ୍ୟ ମଦ ପିଇ ଟୁଲ ଅବସ୍ଥାରେ ଥାନ୍ତି ।