• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଚନ୍ଦ୍ର – ବୃଷ ପ୍ରାତଃ ୦୫.୧୨ ଗତେ ମିଥୁନ ,ତିଥି – ଅମାବାସ୍ୟା ଦିବା ୧୦.୦୭ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ବିଛା ପ୍ରାତଃ ୦୫.୧୨ ଗତେ କନ୍ୟା,ଘାତ ବାର – ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି– ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୬.୫୭ ରୁ ୦୯.୩୫

ଦିବା ୦୧.୨୬ ରୁ ୦୨.୫୨

ଦିବା ୦୪.୩୮ ରୁ ୦୪.୪୪

ସନ୍ଧ୍ୟା ୦୬.୨୩ ରୁ ୦୭.୫୦

ରାତ୍ରି ୦୧.୪୩ ରୁ ୧୨.୫୨

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୪୪ ରୁ ୦୬.୨୩

କାଳବେଳା – ଦିବା ୧୧.୪୭ ରୁ ୦୧.୨୬

ବାରବେଳା – ଦିବା ୧୦.୦୮ ରୁ ୧୧.୪୭

କାଳରାତ୍ରି – ରାତ୍ରି ୦୧.୦୮ ରୁ ୦୨.୨୯