/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୪ଶୀ ଦିବା ୧୦.୩୬ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭ ସମୟ-
ପ୍ରାତଃ- ୦୬.୦୦ ରୁ ୦୭.୩୫
ଦିବା- ୧୦.୪୫ ରୁ ୦୧.୦୭
ରାତ୍ରି- ୦୨.୪୫ ରୁ ୦୩.୩୪
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୨୫ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୩
ବାରବେଳା- ଦିବା ୦୪.୨୩ ରୁ ୦୫.୫୨
କାଳରାତ୍ରି- ରାତ୍ରି ୧୧.୫୫ ରୁ ୦୧.୨୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)