ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ପୁନର୍ବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଅନ୍ଲାଇନ୍ ଆବେଦନ ୧୬ ଜୁନ୍ ୨୦୨୩ରୁ ଆରମ୍ଭ ହୋଇଯାଇଛି। ସମୁଦାୟ ୪୩୮୪ଟି ପୋଷ୍ଟ୍ ପୂରଣ ହେବ।