ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ନିଜ ଜଲନ୍ମକଲା ପୁଅକୁ କଲବଲ କରି ମାରିଦେଲା ବାପା ।
ଆମ ଦେଶରେ ବେକାରୀ ସମସ୍ୟା କେତେ ଦୂର ବଢିଲାଣି ତାର ପ୍ରମାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ।
ଏକଥା କୋର୍ଟ ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।
ସାଫି ଗୋଟିଏ ପଥରରେ ମୁଣ୍ଡକୁ ଛେଚି ସନ୍ଦେଶ ପାଟିଲଙ୍କୁ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ରେଲୱେ ଟ୍ରାକ୍ ନିକଟରେ ପିଙ୍ଗିଦେଇ ଚାଲିଯାଇଥିଲା
ସିରାଜ ହାଇଦ୍ରାବାଦ୍ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।
ବିନା ହେଲ୍ମେଟ୍ରେ ମୁମ୍ବାଇ ରାସ୍ତାରେ ବାଇକ୍ରେ ଯାତ୍ରା କରି ଅଡ଼ୁଆରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ବିନା ହେଲ୍ମେଟ୍ରେ ଯାତ୍ରା ନେଇ ଲୋକେ ପ୍ରଶ୍ନ ଉଠାଇ ଥିଲେ ଓ ଏହାପରେ ଆକ୍ସନ ନିଆଯାଇଥିବା ଜଣାପଡ଼ିଛି।
ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଷଷ୍ଠ ରାଶି ହେଉଛି କନ୍ୟା । ତେବେ ଆଜି ଆମେ ଜାଣିବା କନ୍ୟା ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।
ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଫସାଇବାର ଚକ୍ରାନ୍ତ ହେଉଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଛତିଶଗଡ଼ ସରକାର।
ଲକ୍ଷ୍ମଣ ସିଂହଙ୍କ ୧୩ ବର୍ଷର ଝିଅ ମାଧୁରୀ ସିକଲ୍ ସେଲ୍ ଆନେମିଆ(ରକ୍ତହୀନତା ରୋଗ)ରେ ପୀଡିତ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଠାରୁ ଦୂର ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୪୨୦ ଟଙ୍କା ହୋଇଛି।
ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।
NIA ପକ୍ଷରୁ ବଡ ଧରଣର ରେଡ୍ । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ NIA ଟିମ୍ ଚଢଉ କରୁଛି ।
ମୁମ୍ବାଇର ବିଜୟ ଅଭିଯାନରେ ରୋକ୍ ଲଗାଇଛନ୍ତି ମୋହଜିନ୍ ଖାନ୍ । ମ୍ୟାଚ୍ର ଶେଷରେ ଭାବବିହ୍ଵଳ ହେଲେ ଗତକାଲି ମ୍ୟାଚ୍ର ଷ୍ଟାର୍ ତାରକା ମୋହଜିନ୍ ଖାନ୍, କହିଲେ..ଏହି ମ୍ୟାଚ୍ ମୋ ବାପାଙ୍କୁ ସମର୍ପିତ ।
ମେ ୧୭, ୧୮୬୫ରେ ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ ପ୍ରତିଷ୍ଠା ହେବା ପରଠାରୁ, ପ୍ରତିବର୍ଷ ମେ ୧୭ରେ ସମଗ୍ର ବିଶ୍ୱରେ ଦୂରସଂଚାର ଦିବସ ପାଳନ କରାଯାଏ। ୨୦୦୫ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ଦିବସକୁ ‘ବିଶ୍ୱ ସୂଚନା ସମାଜ ଦିବସ’ ଭାବରେ ଘୋଷଣା କରିଥିଲା।
କୌଣସି ଏକ ରାକେଟ୍ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।
ମହିଳା ଜଣକ ଏକାକୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଲୁଟେରାମାନେ କାର୍ରେ ଆସି ତାଙ୍କ ବେକରୁ ଚେନ୍ ଟାଣି ଏହାକୁ ନେବା ପାଇଁ ଚେଷ୍ଟା କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
କାହିଁକି ଏତେ ସୁନା କିଣୁଛି RBI? ଟନ୍ ଟନ୍ ସୁନା କିଣିବା ପଛର କାରଣ କଣ?
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର – ମୀନ ପ୍ରାତଃ ୦୭.୩୯ ଗତେ ମେଷ ତିଥି – ୧୩ଶୀ ରାତ୍ରି ୧୦.୨୮ ଗତେ ୧୪ଶୀ ଘାତ ଚନ୍ଦ୍ର – ଧନୁ ପ୍ରାତଃ ୦୭.୩୯ ଗତେ ମେଷ ଘାତ ବାର – କର୍କଟ ପୁଷ୍କର ଦୋଷ – ନାସ୍ତି
ଗରିବ, ବସ୍ତି, ଫୁଟପାଥରେ ରହୁଥିବା ପିଲାଙ୍କ ପାଇଁ ବ୍ୟବସ୍ଥା। ମାଗଣାରେ ପିଲାଙ୍କୁ ମିଳୁଛି ପାଠପଢ଼ା।
ଯେମିତି ସାରା ଦୁନିଆରେ ଚାପ ବୃଦ୍ଧି ପାଉଛି, ସେହି ବେଗରେ ଉଚ୍ଚ ରକ୍ତଚାପ ବା ହାଇ ବିପି ସମସ୍ୟା ଲୋକମାନଙ୍କୁ ନିଜ ଆଡକୁ ଟାଣି ନେଉଛି। ତେବେ କାହିଁକି ବଢିଚାଲିଛି ଉଚ୍ଚ ରକ୍ତଚାପ ରୋଗୀ ସଂଖ୍ୟା ଜାଣିବା ପାଇଁ ପଢନ୍ତୁ।
‘ ମୁଁ ସମସ୍ତଙ୍କୁ ମାରିଦେଲି ’ . . .ସୁଶୀଲ କାନ୍ଦିକାନ୍ଦି ପରିବାରର ସମସ୍ତଙ୍କୁ ମାରି ଦେଇଥିବା କହିଥିଲେ
ଦାମୀ ମଦ ପିଇ ନିଘୋଡ଼ ନିଦରେ ଚୋର । ଉଠିଲା ପରେ ଧରି ପକାଇଲେ ମାମୁଁ ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ କିଏ? ସିଦ୍ଧରମୈୟା ନା ଶିବକୁମାର? କାହା ମୁଣ୍ଡରେ ସୁନାକଳସ ଦେବେ ଖଡଗେ? ତେବେ ଏଭଳି କଳ୍ପନାଜଳ୍ପନା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା।
ଆପଣ ନିଶ୍ଚିତ ବ୍ଲାକ୍ ହୋଲ୍ ବିଷୟରେ ଅଳ୍ପ ବହୁତେ ଜାଣିଥିବେ। ନିକଟରେ ବ୍ଲାକ୍ ହୋଲ୍ ଭିତରେ ବିସ୍ଫୋରଣ ବିଷୟରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏହି ବିସ୍ଫୋରଣ ପୃଥିବୀ ପାଇଁ କ୍ଷତିକାରକ ହୋଇପାରେ।