ବାହାଘର ଚାଲିଥିବା ବେଳେ ଏମିତି କ’ଣ ହେଲା, ବିଷ ପିଇଦେଲେ ବରକନ୍ୟା
ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଯୁବତୀଙ୍କ ଉପରେ କିରାସିନ ଢ଼ାଳି ତାଙ୍କୁ ଜାଳି ଦେଇଛନ୍ତି ।
ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭିଡିଓରେ ଦେଖିବାକୁ ମିଳିଛି କି, ବିମାନ ଭିତରେ ମାଆଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଥିଲେ ଝିଅ । ଖାଲି ଅଭିନନ୍ଦନ ଜଣାଇଥିଲେ ତାହା ନୁହେଁ ମାଆଙ୍କୁ ନିଜର ପ୍ରେରଣା ବୋଲି କହିଥିଲେ । ବାସ୍ ଏତିକି ଶୁଣିବା ପରେ ବିମାନରେ ଥିବା ସବୁ ଯାତ୍ରୀମାନେ ତାଙ୍କୁ ପ୍ରଶଂସା ବି କରିଥିଲେ
କାମ ନକରି କମ୍ପାନୀ ଠାରୁ ଦରମା ଦାବି କରିଛନ୍ତି କର୍ମଚାରୀ । ଏବେ ଇନକ୍ରିମେଣ୍ଟ୍ ନହେବାରୁ ମାମଲା ଦାଏର୍ କରିଛନ୍ତି ।
ଟ୍ରାଫିକ ଜାମ୍ରେ ଫସିଥିବା ଜଣେ ଯୁବତୀ ରାପିଡୋ ସ୍କୁଟି ପଛରେ ବସି ଲାପ୍ଟପ୍ରେ ଅଫିସ କାମ କରୁଛନ୍ତି। କାମକୁ ନେଇ ଯେଭଳି ଭାବେ ଯୁବତୀ ସିରିୟସ୍ ଅଛନ୍ତି ଓ ତାଙ୍କର ପରିଶ୍ରମକୁ ଲୋକମାନେ ପ୍ରଶଂସା କରିଛନ୍ତି।
ରାସ୍ତାରେ ବୁଲୁଛି ଭୋକିଲା କଲରାପତରିଆ, ଆଖି ପିଛୁଳାକେ ପାଖରେ ପହଞ୍ଚିଯାଇଛି . .
ହଠାତ୍ ସୌରଭଙ୍କ ସୁରକ୍ଷା ବଢାଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ମଙ୍ଗଳବାର ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତାଙ୍କୁ ଯେଉଁ ପ୍ରକାର ସୁରକ୍ଷା ମିଳୁଥିଲା ତାହାର ଅବଧି ଶେଷ ହୋଇଥିଲା
ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।
ହଜାରେ ନୁହେଁ କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ନେଇ ଯାଉଥିବା ଏକ ଟ୍ରକ୍ ଅଧା ରାସ୍ତାରେ ଖରାପ ହୋଇଯାଇଥିଲା। ଆଉ ଏହି ଖବର ବିଜୁଳି ବେଗରେ ପ୍ରଚାର ହେବାପରେ ଲୋକଙ୍କ ଭିଡ଼ ଜମିଥିଲା।
ଏହି ମୋବାଇଲ ଅଭ୍ୟାସ କେତେ ଯେ, ଖରାପ ତାହା ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି । ତଥାପି କିଏ ମାନୁଛି ?
ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲା ପୁଅ। ବାପା, ଭାଇ ଓ ପୁଅ ମିଶି ହତ୍ୟା କରି ମୃତଦେହକୁ ଜାଳିଦେଲେ।
ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।
କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।
ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହାର ବହୁତ ଚାହିଦା ଅଛି।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବିମାନ ସେବାରେ ତ୍ରୁଟି ଓ ଯାତ୍ରୀଙ୍କ ଅଭିଯୋଗ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରିନି।
ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ତେବେ ପରବର୍ତ୍ତି ସମୟରେ ବିମାନ ଯାତ୍ରାକୁ ବାତିଲ କାରଯାଇଥିବା ସୂଚନା ମିଳିଛି।
ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।
ସିଦ୍ଦରମୟା ମାରିନେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ? ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ ପରେ ବି ଥମିନି ସସପେନସ୍
ସାଇବର କ୍ରାଇମ ରୋକିବାକୁ ଟେଲିକମ୍ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ସଂଚାର ସାଥୀ ପୋର୍ଟାଲ ।
ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।
ଏହି ଭିଡିଓ ଟିକେ ନିଆରା । କାରଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଖୋଦ୍ ଶିଳ୍ପପତି ହର୍ସ ଗୋଏଙ୍କା ।
କୁହାଯାଉଛି ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଚାଲିଛି ବାବୁ ରାଜ୍ । ନେତା ମନ୍ତ୍ରୀଙ୍କ ବଦଳରେ ସରକାର ଚଳାଉଛନ୍ତି ସଚିବ ।
ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ନିଜ ଜଲନ୍ମକଲା ପୁଅକୁ କଲବଲ କରି ମାରିଦେଲା ବାପା ।