• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Boudh

Egg Attack on 5T Secretary Vehicle
କାଲି ସୋନପୁର, ଆଜି ବୌଦ୍ଧ; 5T ସଚିବଙ୍କ ଗାଡ଼ିକୁ ପୁଣି ଅଣ୍ଡାମାଡ଼ !

ବୌଦ୍ଧ କଚେରୀ ଛକ ନିକଟରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି ।

Today Heavy Rain Alert To 7 Districts Of Odisha
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ...

ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି। 

 Orange alert
ରାଜ୍ୟର ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

weather update
ପୁଣି ସିଝିଲା ଓଡ଼ିଶା; ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା

୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି ।

Heatwave To Continue In Odisha For Next Two Days
ସତର୍କ ସୂଚନା- ଆବଶ୍ୟକ ନଥିଲେ ଏହି ସମୟରେ ଘରୁ ବାହାରନ୍ତୁ ନାହିଁ

ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।

Incense sticks
ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଧୂପକାଠି, ପ୍ରତ୍ୟେକଙ୍କ ମାସିକ ରୋଜଗାର ୧୦ ହଜାର

ସ୍ୱାବଲମ୍ବୀ ଗାଁର ମହିଳା...ଧୂପକାଠି ତିଆରି କରି ସଫଳତାର ସିଡ଼ି ଚଢୁଛନ୍ତି ମହିଳା

accident
ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ : ଦୁର୍ଘଟଣାରେ ୨ମୃତ, ୨ଗୁରୁତର

ମୃତକ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର, ୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଓ ଜଣେ ହୋମଗାର୍ଡ ଅଛନ୍ତି

Odisha Weather
ଆହୁରି ତାତିବ ଓଡ଼ିଶା; ୪ ଜିଲ୍ଲାରେ ଟପିବ ୪୫ ଡିଗ୍ରୀ ତାପମାତ୍ରା !

୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ, ବୌଦ୍ଧ, ବଲାଙ୍ଗିରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।

Woman killed as car rams into her house in Boudh
ଘର ଭିତରେ ଶୋଇଥିଲେ, ମହିଳାଙ୍କ ଉପରେ ମାଡ଼ିଗଲା କାର୍‌...

ଘରେ ଶୋଇଥିବା ବେଳେ ମାଡ଼ିଗଲା କାର୍‌। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

Heat Wave Warning In These Districts Of Odisha
ହିଟ୍‌ୱେଭ୍ ୱାର୍ଣ୍ଣିଂ: ଏହି ୩ ଦିନ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Unseasonal rains
ସବୁ ସାରିଦେଲା ଅଦିନିଆ ବର୍ଷା : ଲିଚୁ ଫଳିଛି, ହେଲେ ସୁଆଦ ନାହିଁ...ଚିନ୍ତାରେ ଚାଷୀ

ଅଦିନିଆ ବର୍ଷାକୁ ପ୍ରବଳ ଖରା । ଫଳିଲାନି ଲିଚୁ...ଲୋକେ ଗଲେ ବି ମିଳୁନି କୋଳି । ଚିନ୍ତାରେ ଚାଷୀ ଓ ବେପାରୀ

groom goes to marry on JCB Machine
ଜେସିବି ଆଗରେ ବସି ବାହା ହେବା ପାଇଁ ଗଲେ ବର

ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗୁରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍‌ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

Rain Alert in Odisha Orange Warning For Various Districts
ମାଡ଼ି ଆସୁଛି କାଳବୈଶାଖୀ ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।

Rainfall Alert
ତାତିରୁ ମିଳିବ ନିସ୍ତାର; ୨୭ ଯାଏଁ କାଳବୈଶାଖୀ ବର୍ଷା !

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

Mahanadi River
ମେ' ନହେଉଣୁ ଶୁଖିଗଲାଣି ମହାନଦୀ; ଚିନ୍ତାରେ ମତ୍ସ୍ୟଜୀବୀ

ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ହାତେ ଦୂରରେ ଖାଲି ବାଲି ଆଉ ପଥର । ଦୂର ଦୂର ଯାଏଁ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା।

Odisha Heat wave
ଅସମ୍ଭାଳ ତାତିରେ ଫୁଟୁଛି ସାରା ଓଡ଼ିଶା; ଡହଡହ ଖରାରେ ହେଉଛି ମଜୁରୀ କାମ

ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

heat wave
ସାରା ରାଜ୍ୟରେ ବର୍ଷୁଛି ନିଆଁ : ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

VHP Protest
ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ VHPର ବନ୍ଦ ଡାକରା

ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

Heat Wave In Odisha
ଓଃ.. କି ଗରମ.. ! ୮ ଜିଲ୍ଲାକୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।

Heat Wave Continues To Hit Normal Life In Odisha In Next 4 Days
ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

Body of prisoner found hanging in washroom of Boudh special sub-jail
ଜେଲ୍‌ ଶୌଚାଳୟରୁ ମିଳିଲା କଏଦୀଙ୍କ ଝୁଲନ୍ତା ମୃତଦେହ

ଜେଲ୍‌ ଭିତରେ ଥିବା ଶୌଚାଳୟରେ କଏଦୀ ଜଣକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Road-safety campaign
ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ବି ଥମୁନି ଦୁର୍ଘଟଣା . .

ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ

Forest Officials
ବନ କର୍ମଚାରୀଙ୍କ ସଙ୍ଗୀନ ଅଭିଯୋଗ; ‘ଆମ ଉପରକୁ ପୋଲିସ ଗୁଳିମାଡ଼ କରିଛି’

ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

Odisha Police
ଫେଲ୍‌ ମାରିଛି କି ମୋ ସରକାର? ଥାନାକୁ ଲୋକେ ଆସୁଛନ୍ତି, ହେଲେ ନ୍ୟାୟ ପାଉନାହାନ୍ତି...

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି ।

Firing
ବନ କର୍ମଚାରୀଙ୍କୁ ଗୁଳିମାଡ଼ ! ଦୁଇ ଗୁରୁତର...

ନୀଳାଚଳଙ୍କ କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଛି ।