ଯୁବତୀଙ୍କ ଅଭିଯୋଗ ଅନୁସାରେ, ଯବାନ ଜଣକ ତାଙ୍କୁ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ସେ ତାଙ୍କୁ ଧୋକା ଦେଇଥିଲେ।