ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ CMOରୁ ଇସ୍ତଫା ଦେଇଛନ୍ତି ଦୁଇ ବରିଷ୍ଠ ଆଇଏଏସ୍ ସୁରେଶ ମହାପାତ୍ର ଓ ଆର୍.ବାଲକ୍ରିଷ୍ଣନ୍।
ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।
ପୂର୍ବତନ ପ୍ରଶାସକ କହିଲେ ବ୍ୟୁରୋକ୍ରାସି ଉପରେ ଖରାପ ପ୍ରଭାବ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ପାଇଁ ବୃଦ୍ଧି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ ।
ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ୧୯୮୬ ବ୍ୟାଚ୍ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା।
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୧ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର…