• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aiims Bhubaneswar

Aiims bhubaneswar
ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା

ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।

AIIMS Bhubaneswar
ଉଦବେଗଜନକ ତଥ୍ୟ, ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ଶିଶୁ କର୍କଟ ରୋଗୀ

୭୫ରୁ ୮୦ ପ୍ରତିଶତ ରୋଗୀ ହୋଇପାରୁଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ..ଖୁବଶୀଘ୍ର ଆରମ୍ଭ ହେବ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ

AIIMS Bhubaneswar Recruitment 2023
ସୁବର୍ଣ୍ଣ ସୁଯୋଗ; ଭୁବନେଶ୍ୱର AIIMS ବାହାର କଲା ୭୭୫ ପଦବୀ

AIIMS, ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ।

େ
ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

AIIMS
ଆଗୁଆ ଜାଣି ହେବ ଶରୀର ରୋଗ ବଇରାଗ... ଚିକିତ୍ସା ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଆଗୁଆ ଜାଣି ହେବ ଶରୀର ରୋଗ ବଇରାଗ... ଚିକିତ୍ସା ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

AIIMS
କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର AIIMS ? କେନ୍ଦ୍ର ସରକାର ଦେଲେ ୪ ବର୍ଗର ଅପ୍‌ସନ୍‌

ବରପୁତ୍ର-ସ୍ୱାଧୀନତା ସଂଗ୍ରାମୀ-ଐତିହ୍ୟସ୍ଥଳ ଓ ଐତିହାସିକ ଘଟଣାକୁ ଗୁରୁତ୍ୱ । ୪ କ୍ୟାଟାଗୋରିରୁ ନାଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ।

AIIMS BHUBANESWAR
ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଏଯାଏଁ ଅସ୍ପଷ୍ଟ ।

AIIMS Bhubaneswar To Hold Walk-In-Interview On August 16
ଭୁବନେଶ୍ୱର AIIMSରେ ଚାକିରି ସୁଯୋଗ: Walk-In-Interviewରେ ଭାଗ ନିଅନ୍ତୁ, ଦରମା ୬୦ ହଜାର ଟଙ୍କା

ଏମ୍ସରେ ଚାକିରି କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏକ ପ୍ରୋଜେକ୍ଟ ପାଇଁ ଭୁବନେଶ୍ୱର ଏମ୍ସ(All India Institute of Medical Sciences) ୱାକ୍‌-ଇନ୍‌-ଇଣ୍ଟରଭିୟୁWalk-In-Interview) ଆୟୋଜନ କରିବାକୁ ଯାଉଛି।

Staff At AIIMS Bhubaneswar Infected With Covid19
ଏମ୍ସରେ ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ

କରୋନା ସଂକ୍ରମଣ ଲଗାମ ଲାଗୁନି ଲଗାମ୍ । ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

 AIIMS Bhubaneswar
ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ

ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ। ଏହାକୁ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଏମ୍ସ ସଭାପତି ଓ ନିର୍ଦ୍ଦେଶିକା। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଦିଗରେ ଶିକ୍ଷାଲାଭ ଦିଗରେ ନୂତନ ପ୍ରୟାସ।

AIIMS
ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତର-ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସହଯୋଗୀ କର୍ମୀ ମାଡ ମାରିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଛୋଟରାୟପୁରରୁ ନନ୍ଦକିଶୋର ପ୍ରଧାନ ରାତିରେ ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ।  ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ସଠିକ୍ ଚିକିତ୍ସା ନକରିବାରୁ ନନ୍ଦକିଶୋରଙ୍କ ମୃତ୍ୟୁ […]