ଶ୍ୱେତାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ସୌମ୍ୟଜିତଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି । ଗିରଫଦାରୀ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବୟଫ୍ରେଣ୍ତ ସୌମ୍ୟଜିତ୍ ।
ଡିସିପିଙ୍କୁ ଭେଟି ୪ ବନ୍ଧୁଙ୍କ ନାଁ ଦେଲେ ଶ୍ୱେତାଙ୍କ ପରିବାର । ପ୍ରେମିକ ସୌମ୍ୟଜିତ୍ ଶ୍ୱେତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିବା ଉଲ୍ଲେଖ ।
XIMB ଯାଇ ବଦଳି ଯାଇଥିଲେ ସୌମ୍ୟ । ଶ୍ୱେତା-ସୌମ୍ୟ ସମ୍ପର୍କକୁ ନେଇ ଗୁମୁର ଖୋଲିଲେ ବନ୍ଧୁ । ଓଟିଭିକୁ ପ୍ରତିକ୍ରିୟା ଦେଲେ ଶ୍ୱେତାଙ୍କ ବନ୍ଧୁ ପ୍ରୀତୀଶ ନାୟକ ।