ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କ ମା’ଙ୍କ ପାଖକୁ ଶ୍ୱେତା ପଠାଇଥିବା ଏହି ଚାର୍ଟିଂରେ ଶ୍ୱେତା ସୌମ୍ୟଜିତ୍ ତାଙ୍କ ସହ ରହିଥିବା କଥା ଉଲ୍ଲେଖ କରିଛନ୍ତି।
ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି।
ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଶ୍ୱେତା ଆତ୍ମହତ୍ୟା କଲେ ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିନାହିଁ।
‘ସୌମ୍ୟଜିତ୍କୁ ତୁରନ୍ତ ଗିରଫ କରାଯାଉ। ସୌମ୍ୟଜିତ୍ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ କରିଛି।’ ବୋଲି ଶ୍ୱେତାଙ୍କ ବାପା ଅଭିଯୋଗ ଆଣିଛନ୍ତି।
ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ଫୋନ୍ କରିଥିଲେ। ମୋଟ୍ ୧୫ ଥର ଶ୍ୱେତା କଲ୍ କରିଥିଲେ। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ ବୋଲି ପୋଲିସ ସୂଚନା ଦେଇଛି।