ଆସାମ ସହ ପୂରା ଉତ୍ତର-ପୂର୍ବାଞ୍ଚଳ ଏବେ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଦୌଡ଼ୁଛି। ଓଟିଭି ଫୋରସାଇଟରେ ଭାଗ ନେଇ ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥର ପ୍ରମୁଖ ମୁଦ୍ଦା କଣ ରହିଛି ନିର୍ବାଚନରେ ? ଗ୍ରାମୀଣ ଭାରତର କେଉଁ କେଉଁ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ?
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥର ପ୍ରମୁଖ ମୁଦ୍ଦା କଣ ରହିଛି ନିର୍ବାଚନରେ ? ଗ୍ରାମୀଣ ଭାରତର କେଉଁ କେଉଁ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ?
ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ । ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି । ଓଟିଭିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ସମାଜରେ ମିଡିଆର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମିଡିଆ ହାତରେ ରହିଛି ସମାଜକୁ ଧ୍ୱଂସ କରିବା ଆଉ ସୁନ୍ଦର ଭାବେ ଗଢ଼ିବାର ଶକ୍ତି । ଆମେ ଦେଶର ପ୍ରଗତି କଥା କେବଳ ସରକାରଙ୍କ ଉପରେ ନିର୍ଭର କରେ ବୋଲି ଭାବୁ ।
ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍ସାଇଟ୍-୨୦୨୪’.. ମୁଖ୍ୟ ଅତିଥି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା.. କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ଯୋଗଗୁରୁ ବାବା ରାମଦେବଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ବାଗ୍ମୀ, ଶିକ୍ଷାବିତ୍..
ମହିଳା ସଶକ୍ତିକରଣ ବିଷୟରେ ସମସ୍ତେ ଆଲୋଚନା କରନ୍ତି । ପ୍ରାୟ ସମସ୍ତେ, ମହିଳା, କୃଷକ ଓ ଗରିବ ଲୋକଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି । ହେଲେ ସେହି ଗରିବ ଲୋକଙ୍କ ପାଇଁ ଯିଏ କାମ କରନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗତ ୯ ବର୍ଷରେ ନର୍ଥଇଷ୍ଟକୁ କେଉଁଠିରୁ କେଉଁଠିକୁ ନିଆଯାଇଛି, ବିଶ୍ୱାସ ହେବନି । ୨୦୧୪ରେ ଆସାମ ବଜେଟ ୪୨ ହଜାର କୋଟି ଥିଲା । ହେଲେ ଏବେ ଦେଢ଼ ଲକ୍ଷ କୋଟିରେ ପହଞ୍ଚିଛି ।
ବାବା ରାମ ଦେବ କହିଛନ୍ତି ଦିନେ କଂଗ୍ରେସ ବଡ଼ ରାଜନୈତିକ ଦଳ ଥିଲା । ହେଲେ ଆଜି ସେ କିପରି ଗୋଟିଏ ଘରେ ସୀମିତ ହୋଇ ରହିଛି ।
ସବୁ ବେଳେ ବଡ଼ ଚିନ୍ତା କରିବାକୁ ହେବ । ଜୀବନରେ କେବେ ଛୋଟ ଚିନ୍ତା କରନି, ଟିକେ ବଡ଼ ଚିନ୍ତା କର । ଖାଲି ବଡ଼ ଚିନ୍ତା ନୁହେଁ, ତାକୁ ସାକାର କରିବାକୁ କଠିନ ପରିଶ୍ରମ କରିବାକୁ ବାବା ରାମଦେବ ଆହ୍ୱାନ ଦେଇଛନ୍ତି।
ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ହେଉଛି ‘ଫୋର୍ସାଇଟ୍-୨୦୨୪’ । ଫୋର୍ସାଇଟ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚିନ୍ତନ ଓ ମାନସ ମନ୍ଥନ ହୋଇଛି ।
ଆଜି ଓଟିଭି ଫୋରସାଇଟ୍-୨୦୨୪। ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଚିନ୍ତନ ଓ ମାନସ ମଥନ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ହିମନ୍ତ ବିଶ୍ୱଶର୍ମା । ଆସନ୍ତାକାଲି ଓଟିଭିର ବାର୍ଷିକ ଫୋରସାଇଟ୍ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଓଟିଭି ଫୋରସାଇଟ କାର୍ଯ୍ୟକ୍ରମରେ ଅନୁଭୂତି ବଖାଣିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ପତ୍ନୀ ପଲ୍ଲବୀ ଯୋଶୀ...ମଂଚ ଉପରେ ଇନଷ୍ଟାଣ୍ଟ ଗୀତ କଂପୋଜ କରି ହୃଦୟ ଜିତିଲେ ଅନୁ ମଲ୍ଲିକ...
ଅନୁଷ୍ଠିତ ହୋଇଯାଇଛି ‘ଓଟିଭି ଫୋରସାଇଟ୍ ୨୦୨୩’ କାର୍ଯ୍ୟକ୍ରମ। ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଜଗି ମଙ୍ଗତ ପଣ୍ଡା ଅତିଥିଙ୍କୁ ସ୍ୱାଗତ କରିଥିଲେ। ୫ଟି ଅଧିବେଶନରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ବିଭିନ୍ନ ଅଧିବେଶନରେ ବିଭିନ୍ନ ବିଷୟବସ୍ତୁଙ୍କୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।
ଓଟିଭି ପାଇଁ ଗୀତ ମଧ୍ୟ ଗଇଛନ୍ତି ଅନୁ ମଲ୍ଲିକ । ଅନ୍ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ ।
‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି।
ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ହାସଲ କରିବାଠାରୁ ଆରମ୍ଭ କରି ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ଚେତନାଙ୍କ ମନ୍ଦେସୀ ମହିଳା ସହକାରୀ ବ୍ୟାଙ୍କ କେତେ ସମସ୍ୟାକୁ ଅତିକ୍ରମ କରିଛି ସେ କାହାଣୀ ବଖାଣିଥିଲେ ।
ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।
୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।
ଓଟିଭି ଫୋରସାଇଟର ଏହି ତ୍ରୟୋଦଶ ସଂସ୍କରଣରେ ଏଥର ସାମିଲ୍ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ବିଶିଷ୍ଟ ବଲିଉଡ୍ ଚଳଚ୍ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ, ଜଣାଶୁଣା ଅଭିନେତ୍ରୀ ପଲ୍ଲବୀ ଯୋଷୀ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପ୍ରମୁଖ।
ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସ୍ୱାଗତ ଜଣାଇଛନ୍ତି ଓଟିଭି MD ଜଗି ମଙ୍ଗତ ପଣ୍ଡା । ଓଟିଭିର ୨୫ ବର୍ଷର ଯାତ୍ରାକୁ ସେ ସ୍ୱାଗତ ଜଣାଇବା ସହ ଦୀର୍ଘ ୨୫ ବର୍ଷ ଧରି ଓଟିଭିକୁ ଏକ ନମ୍ବର ଚ୍ୟାନେଲର ମାନ୍ୟତା ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।