Advertisment

ଗାଁରେ ମହିଳାଙ୍କ ପାଇଁ ବ୍ୟାଙ୍କ ଖୋଲି ସାରା ଦେଶରେ ଚର୍ଚ୍ଚିତ ଚେତନା ସିହ୍ନା, ଜାଣନ୍ତୁ ପୁରା କାହାଣୀ...

ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ହାସଲ କରିବାଠାରୁ ଆରମ୍ଭ କରି ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ଚେତନାଙ୍କ ମନ୍ଦେସୀ ମହିଳା ସହକାରୀ ବ୍ୟାଙ୍କ କେତେ ସମସ୍ୟାକୁ ଅତିକ୍ରମ କରିଛି ସେ କାହାଣୀ ବଖାଣିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mann Deshi Mahila Bank Founder Chetna Sinha Shares Her Journey So Far

Chetana Sinha

ଗ୍ରାମାଞ୍ଚଳ ମହିଳାମାନଙ୍କ ପାଇଁ ଦେଶରେ ବ୍ୟାଙ୍କ ଖୋଲି ସଫଳ ହୋଇଥିବା ମହିଳା ଉଦ୍ୟୋଗୀ ଚେତନା ସିହ୍ନା ଆଜି ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି । ମୁମ୍ବାଇ ସହରରେ ରହି ବାଣିଜ୍ୟ ଏବଂ ଅର୍ଥନୀତିରେ ପାଠ ପଢ଼ୁଥିବା ଚେତନା ପରବର୍ତ୍ତୀ ସମୟରେ ଗ୍ରାମ୍ୟ ଭାରତକୁ ଆପଣାଇ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ‘ଓଟିଭି ଫୋରସାଇଟ୍‌ ୨୦୨୩’ 

ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ କାମ କରିବା ସକାଶେ ଆଗେଇ ଆସି ଦୀର୍ଘ ୩ ଦଶନ୍ଧି ମଧ୍ୟରେ ଯେଉଁ ଉତ୍କର୍ଷତା ହାସଲ କରିଛନ୍ତି ତାହାକୁ ଆଜି ବର୍ଣ୍ଣନା କରିଛନ୍ତି ଚେତନା। ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ହାସଲ କରିବାଠାରୁ ଆରମ୍ଭ କରି ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ଚେତନାଙ୍କ ମନ୍ଦେସୀ ମହିଳା ସହକାରୀ ବ୍ୟାଙ୍କ କେତେ ସମସ୍ୟାକୁ ଅତିକ୍ରମ କରିଛି ସେ କାହାଣୀ ବଖାଣିଥିଲେ ।

OTV Foresight
Advertisment
Advertisment