• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Biju Patnaik Dakota

Naveen patnaik unveils biju Dakota
ଦୀର୍ଘ ଅପେକ୍ଷାର ଅନ୍ତ: ଲୋକାର୍ପିତ ହେଲା ବିଜୁଙ୍କ ‘ଡାକୋଟା’

ଅନେକ ଦିନର ପ୍ରତୀକ୍ଷା ଶେଷ ହୋଇଛି। ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ବାରମ୍ବାର ଦାବି ପରେ ଗତ ମାସ ୧୮ ତାରିଖରେ କୋଲକାତାରୁ ଭାଗ ଭାଗ ହୋଇ ଓଡ଼ିଶା ଆସିଥିଲା ଡାକୋଟା ବିମାନ। ଏହି ବିମାନଟିକୁ ଏବେ ନୂଆ ରୂପ ଦିଆଯାଇଛି।

CM Naveen Patnaik unevil’s Biju Patnaik's iconic ‘Dakota’ aircraft
ନୂଆ ରୂପରେ ବିଜୁ ବାବୁଙ୍କ ଡାକୋଟା, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ଦିନ ପ୍ରତୀକ୍ଷାର ଅନ୍ତ ହେବା ସହ ଶେଷରେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ‘ଡାକୋଟା’ ବିମାନ ଲୋକାର୍ପିତ ହୋଇଛି। 

Birth Anniversary of Biju Patnaik
Birth Anniversary of Biju Patnaik: କାଶ୍ମୀରକୁ ବଞ୍ଚାଇବାରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ତାଙ୍କର କାମ ପାଇଁ ତାଙ୍କୁ ‘ଝଡର ଇଗଲ୍‌’ ବୋଲି କୁହାଯାଏ। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଆଉ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ହେଲେ ବିଜୟାନନ୍ଦ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବୀରତ୍ୱର କିଛି କାହାଣୀ ଉପରେ ନଜର ପକେଇ ନେବା।

The heroic Story of Biju Pattnaik
ଶିଳ୍ପପତି ବିଜୁ ବାବୁଙ୍କ ବୀରତ୍ୱର କାହାଣୀ

ଆଜି କଳିଙ୍ଗ ବୀର ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଦୀର୍ଘ ବର୍ଷ ଧରି ଓଡିଶା ମା’ର ସେବା କରି ୧୭ ଅପ୍ରେଲ ୧୯୯୭ରେ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଏହି ମହାନ ଆତ୍ମାଙ୍କ ବୀରତ୍ୱର କାହାଣୀ ଉପରେ ନଜର ପକେଇବା।