ସ୍ଥିତି ସୁଧାରିବାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବାର ଚର୍ଚ୍ଚା । ବିରୋଧୀ କହିଲେ-ଫରକ୍ ପଡ଼ିବନି ନବୀନଙ୍କ ଗସ୍ତ ।
ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ ।
ଆସନ୍ତାକାଲି ସବୁ ଏସ୍ପି ଓ ଡିସିପି ଅଫିସ ଘେରାଉ । କାଉଣ୍ଟରରେ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ।
ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ହେଲା ଅନ୍ତିମ ସତ୍କାର । ଜଣେ ଓଡ଼ିଆ କଳାକାରଙ୍କୁ ସରକାରଙ୍କ ଅଣଦେଖା ନେଇ ବିଭିନ୍ନ ବର୍ଗର ନିନ୍ଦା ।
ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ ।
ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ।
ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।
କାଁ ଭାଁ ଲାଗିଛି, ଅନ୍ୟ କେଉଁଠି ନାହିଁ ଚିହ୍ନବର୍ଣ୍ଣ । ସିଜିନାଲ ଗଛ, ମରିଗଲା ବୋଲି କହିଲେ ମେୟର । ଦୁର୍ନୀତି ଗନ୍ଧ ବାରିଲେ ବିରୋଧୀ ।
ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି ।
କାଲି ସବୁ ଥାନାରେ FIR ଦେବ ବିଜେପି । ଶନିବାର SP ଅଫିସ ଆଗରେ ବିକ୍ଷୋଭ । ରାଜ୍ୟରେ ଚାଲିଛି ହିଟଲରୀ ଶାସନ କହିଲା କଂଗ୍ରେସ ।
ଟ୍ରାଫିକ୍ ବନ୍ଦ ଥିବାରୁ ସଂଧ୍ୟାରେ ପଛକୁ ପଛ ଲାଗୁଛି ଗାଡିର ଲମ୍ବା ଲାଇନ୍ । ଗ୍ରାନ ସିଗନାଲ ମିଳିବା ପରେ ଯେତିକି ଯାଉଛନ୍ତି ତାହାଠାରୁ ଅଧିକ ରହୁଛନ୍ତି । ତେଣୁ ପୁଣି ପଛକୁ ପଛ ଗାଡି ଆସୁଥିବାରୁ ଜାମ୍ କମିବାରେ ନା ନେଉନି। ଯଦି ଟ୍ରାଫିକ୍ ନିୟମ ମାନିକି ଯାଉଛନ୍ତି ତାହାଲେ ଡେରି ହେଉ ପଛରେ ଠିକ୍ରେ ଯାଇ ହେଉଛି । ଯଦି ମନଇଚ୍ଛା ଗାଡି ପାର୍କିଂ କରୁଛନ୍ତି ତେବେ କଥା ସରିଲା । ସିଗନାଲ ତ ମିଳିଥିବ କିନ୍ତୁ ଗାଡି ଆଗକୁ ବଢିପାରୁନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀବାସୀ ।
ଶ୍ରୀମନ୍ଦିରରୁ ଆଶିଷ ନେବା ପରେ ଦାୟିତ୍ୱ ଗ୍ରହଣ କଲେ ବାବୁ ନମ୍ବର ୱାନ୍ ତଥା ମୁଖ୍ୟ ସଚିବ ପ୍ରଦୀପ ଜେନା ।
ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ୨୦ ଘଣ୍ଟା ପରେ ବି ଲାଗିରହିଛି ସସପେନ୍ସ ।
ଲୋୟର ପିଏମ୍ଜି ଖଣ୍ଡଯୁଦ୍ଧ ପରେ ବିଜେପି-ବିଜେଡି ମୁହାଁମୁହିଁ । ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପୋଲିସକୁ ଆକ୍ରମଣ କରାଯାଇଛି କହିଛି ବିଜେଡି ।
ଘୋଷଣାର ଦୀର୍ଘଦିନ ପରେ ଓବିସି ସର୍ଭେକୁ ଗ୍ରୀନ୍ ସିଗ୍ନାଲ । ପଛୁଆ ବର୍ଗର ଭୋଟ୍ ନେବାକୁ କସରତ ଆରମ୍ଭ ।
ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ର ନକଲି କହିଲେ ମନ୍ତ୍ରୀ । ସାଇବର ଥାନାରେ ଗଣଶିକ୍ଷା ବିଭାଗର ଏତଲା ।
ଏଥିରେ ରାଜ୍ୟର ବିଶିଷ୍ଟ ମହିଳା ଓ ଯୁବତୀ ମାନଙ୍କ ସଫଳତାର ଯାତ୍ରା ସଂପର୍କରେ ଆଲୋଚନା କରାଯାଇଥିଲା ।
ଭାଇରାଲ୍ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।
ନୋଟିସ ପାଇଥିବା କହି ଅନୁଧ୍ୟାନ କରାଯାଉଛି କହିଛନ୍ତି ବାଚସ୍ପତି ।
ଦହିବରା ଆଳୁଦମର ସ୍ୱାଦ ନିଆରା। ପ୍ଲେଟ୍ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ନାଳ ଆସିଯିବଣି। ଆଜି ମାର୍ଚ୍ଚ ୧ ତାରିଖ ଅନ୍ତର୍ଜାତୀୟ ଦହିବରା ଆଳୁଦମ ଦିବସ ଉପଲକ୍ଷେ ଆମେ ଟ୍ୱିନ୍ ସିଟିର ଏମିତି କିଛି ଜାଗାର ନାଁ କହିବା ଯେଉଁଠିକୁ ଆପଣ ଯାଇ ସୁସ୍ୱାଦୁ ଦହିବରା ଆଳୁଦମର ମଜ୍ଜା ନେଇପାରିବେ।
ପୋଲିସର ଆକ୍ରମଣକୁ କଡ଼ା ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ପୋଲିସ ଅଧିକାରୀ ଏକପାଖିଆ ନିଷ୍ପତ୍ତି ନେଉଥିବା କହିଲେ ଧର୍ମେନ୍ଦ୍ର ।
ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି।
ବିଧାନସଭା ବାହାରେ ଓ ଭିତରେ ବିଜେପିର ଗର୍ଜନ । ନବ ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି କଂପିଥିଲା ବିଧାନସଭା ।
ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ ।
ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ । ଝାରସୁଗୁଡ଼ାରେ ଜୋର ଧରିଲାଣି ରାଜନୈତିକ ବୟାନବାଜି ।