• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Nursing College
ରାଜ୍ୟରେ ବେଆଇନ୍ ଭାବେ ଗଢ଼ି ଉଠିଛି ପୁଳା ପୁଳା GNM-ନର୍ସିଂ କଲେଜ !

ତାଗିଦ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଡିଏମଇଟି । ୧୪୭ଟି ଜିଏନଏମ ଏବଂ ନର୍ସିଂ କଲେଜର ଏନଓସି ରବ୍ଦ ।

  • Saturday, 03 August 2024
Panchanga
Panchang Today 3rd August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ଶନିବାର ଚନ୍ଦ୍ର- ମିଥୁନ ପ୍ରାତଃ ୦୫.୪୧ ଗତେ କର୍କଟ ତିଥି- ୧୪ଶୀ ଦିବା ୦୩.୫୦ ଗତେ ଅମାବାସ୍ୟା ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୫.୪୧ ପର୍ଯ୍ୟନ୍ତ ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୧.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 03 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 03 August 2024
IPS officer YB Khurania
ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ୱାଇ.ବି. ଖୁରାନିଆ !

କେନ୍ଦ୍ରରୁ ଫେରିଲେ ଆଇପିଏସ୍ ୱାଇ.ବି ଖୁରାନିଆ । ବିଏସଏଫ୍ ସ୍ପେଶାଲ୍ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରିଲେ  । 

Vigilance
ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା; ଅମାପ ସଂପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ବଡ଼ ମାଛ...

ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା । କିଏ ଠୁଳ କଲାଣି ପାହାଡ଼ ଉଚ୍ଚର କଳା ଟଙ୍କା ତ ଆଉ କାହାର ମାଳ ମାଳ ପ୍ଲଟ୍, ଫ୍ଲାଟ୍, ବହୁତଳ କୋଠା ।

Potatoes
ୟୁପିରୁ ଆଳୁ ଆଣି ଦିଦିଙ୍କୁ ଚେକ୍; ଓଡ଼ିଶାକୁ ଆଉ ନାଲି ଆଖି ଦେଖାଇପାରିବନି ବେଙ୍ଗଲ...

ଆଳୁ ପାଇଁ ଆଉ ଓଡ଼ିଶାକୁ କେହି କରି ପାରିବେନି ବ୍ଲାକମେଲ୍ । ଉତ୍ତର ପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । 

BJP Leader Arabinda Dhali
ନିଆଁ ଲଗାଇଲେ ଢାଲି, ଘିଅ ଢାଳିଲେ ଅମର: ତାସ୍ ଘର ପରି ଭୁଶୁଡ଼ିବ କି ବିଜେଡି ?

ନବୀନଙ୍କୁ ଝଟକା ପାଇଁ ଅନେକ ବିଜେଡି ନେତା ଲାଇନରେ ଥିବା ଚର୍ଚ୍ଚା । ବିଜେଡି ବସା ଖାଲି ହୋଇଯିବ କହି ନିଆଁ ଲଗାଇଲେ ଢାଲି । ସଂଗଠନ ପରିବର୍ତ୍ତନ ଲୋଡ଼ା ଦର୍ଶାଇ ଘିଅ ଢାଳିଲେ ଅମର ।

Rajya Sabha
ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ଚର୍ଚ୍ଚାରେ ମନମୋହନ ଆଗରେ

ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ ।

Struggle Story
୧୨ ବର୍ଷର ଲଢେଇ ପରେ ଖାକି ପୋଷାକ ପିନ୍ଧିବେ ଗୀତାଞ୍ଜଳି

୨୦୦୧୧ ମସିହାରେ ରେଢ଼ାଖୋଲ କେନ୍ଦୁପତ୍ର ବିଭାଗରେ ୬ଟି ଫରେଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ଗୀତାଞ୍ଜଳି ଲିଖିତ ଓ ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ପଦବୀରୁ ବଞ୍ଚିତ ହେଲେ ।

Vigilance Raid
ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ରେଡ୍, ଠାବ ହେଲାଣି ୮୫ ପ୍ଲଟ୍‌

ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏବେ ଯାଏଁ ୮୫ଟି ପ୍ଲଟ ଠାବ ହେଲାଣି । ତା ଭିତରୁ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଛି ।

Koraput
କାଶ୍ମୀରର ଅନୁଭବ ଦେଉଛି କୋରାପୁଟ, ସୌନ୍ଦର୍ଯ୍ୟରେ ବିମୋହିତ ହେଉଛନ୍ତି ପର୍ଯ୍ୟଟକ

କୋରାପୁଟରେ ବର୍ଷା ହେଉଛି ବିଦ୍ୟୁତ ନୟନା । ସବୁ ବ୍ୟଥା, କ୍ଲେଶ ଦୂରକରି ସେ ପ୍ରକୃତି ଓ ପାହାଡ କୋଳରେ, କଣ୍ଠରେ ଆଣିଦିଏ ମୁଖରତା ।

Arbinda Dhali
‘ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି’

ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ଅରବିନ୍ଦ ଢାଲି ଆହୁରି କହିଛନ୍ତି ଯେ, ‘ବିଜେଡିରେ ବାକ୍‌ ସ୍ୱାଧୀନତା ନାହିଁ । ବିଜେଡି ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ ।

  • Friday, 02 August 2024
  • BJD
  • BJP
Online Trading
କାଳ ହେଲା ଅନଲାଇନ୍‌ ଟ୍ରେଡିଂ ! ବ୍ରିଜ ଉପରେ କାର୍ ଓ ଚପଲ ଥୋଇ ଯୁବକ ନିଖୋଜ

ଅନ୍‌ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Waynad Landslide
ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କୁ ଝୁରୁଛି ଗାଁ, ଜନ୍ମଦିନ ପାଳନ ପାଇଁ ଯାଇ ପାଲଟିଲେ ଶବ

ମାଟି ତଳୁ ଚାଲିଛି ମଣିଷ ଖୋଜା । ଉଦ୍ଧାରକାରୀ ଟିମ୍ ସକାଳୁ ରାତି ଯାଏଁ ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଘନ ଘନ ବୈଠକ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି ।

Weather
ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ! ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Panchanga
Panchang Today 2nd August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୧୩ଶୀ ଦିବା ୦୩.୨୭ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ଦିବା ୧୦.୫୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 02 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 02 August 2024
Potatoes
‘ପଶ୍ଚିମବଙ୍ଗ ନୁହେଁ, ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ’

ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ। ଯାହାର କ୍ୱାଲିଟି ମଧ୍ୟ ଭଲ ରହିଛି। ଦୀର୍ଘ ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ। 

BJD Goverment
କୋ-ଅପରେଟିଭ୍ ନା କରପ୍ସନ୍‌ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା ତତ୍କାଳୀନ ବିଜେଡି ସରକାର ?

ଖୋଲିବ ସମବାୟ ଦୁର୍ନୀତି ପେଡି ! ବନ୍ଧା ହେବେ ଅଧିକାରୀ ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ଗତକାଲି ବିଧାନସଭାରେ ଆସିଛି ଅଖିତରାଟି ଦେଲା ଭଳି ତଥ୍ୟ।  

BJD
ବୁଝିବା ପୂର୍ବରୁ ବିଜେଡିର ଅକଲ ଗୁଡୁମ୍ ! ନେତୃତ୍ବ ଉପରେ ଆସ୍ଥା ହରାଉଛନ୍ତି କି ଜନ ପ୍ରତିନିଧି ?

ଫାଟୁଛି ବିଜେଡି। ଫୁଲୁଛି ବିଜେପି । ବିଜେଡି ନେତୃତ୍ବ ଉପରେ ଆସ୍ଥା ହରାଉଛନ୍ତି କି ଜନ ପ୍ରତିନିଧି ? ଓଡ଼ିଶାରେ ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିବା ବିଜେଡିର,ଏବେ ରାଜ୍ୟସଭା ସାଂସଦ ସଂଖ୍ୟା ଛିଡିବା ଆରମ୍ଭ ହେଲାଣି।

  • Thursday, 01 August 2024
  • BJD
  • BJP
Odisha Weather
ଗୋଟିଏର ସରିନି, ମାଡ଼ି ଆସିଲାଣି ଆଉ ଏକ ଲଘୁଚାପ; ୪ ଜିଲ୍ଲାକୁ ୱାର୍ଣ୍ଣିଂ ଦେଲେ SRC

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Woman
ପୂର୍ଣ୍ଣଗର୍ଭା ମହାନଦୀ, ୨ ଗୋଡ଼ରେ ଲୁହା ଶିକୁଳି; ୫୦ କିଲୋମିଟର ଭାସିବା ପରେ ବି ଜୀବିତ

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି ଉକ୍ତିଟି ବାସ୍ତବରେ ପରିଣତ ହୋଇଛି, ଛତିଶଗଡ଼ର ଜଣେ ମାନସିକ ଅନଗ୍ରସର ମହିଳାଙ୍କ କ୍ଷେତ୍ରରେ ।

Journalist
ସ୍ୱାମୀ ବିଛାଇଥିଲା ପ୍ରେମର ମାୟାଜାଲ! ପୋଲିସ ହାତରେ ଲାଗିଲା ମଧୁମିତାଙ୍କ ସୁଇସାଇଡାଲ ନୋଟ୍

ପୋଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା l

Mamata Mahant
ବିଜେପିରେ ମିଶିଲେ ମମତା ମହାନ୍ତ

ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା ।

  • Thursday, 01 August 2024
  • BJP
Mamata Mahant
ବିଜେପିରେ ମିଶିବେ ମମତା ମହାନ୍ତ !

ଗତକାଲି କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।