• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Kuwait Tragedy
ଘରକୁ ଫେରିଲା କୁଏତରେ ମୃତ ୨ ଓଡ଼ିଆଙ୍କ ଶବ, ଜନ୍ମମାଟିରେ ଶୋକାକୁଳ ପରିବେଶ

ପରିବାର ପାଇଁ ଭିଟାମାଟି ଛାଡ଼ିଥିଲେ, ବିଦେଶୀ ଯାଇ କାମ କରୁଥିଲେ । ଆଶା ଥିଲା ଭଲ ଦି ପଇସା ରୋଜଗାର ହେଲେ ପରିବାର ସ୍ବଚ୍ଛନ୍ଦରେ ଚଳିବ । ହେଲେ ବିଧିର ବିଧାନ କିଛି ଅଲଗା ହିଁ ଥିଲା ।

 Kendra Sahitya Akademi
ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଆୱାର୍ଡ: ମାନସ ପାଇବେ ବାଲ୍- ସଞ୍ଜୟଙ୍କୁ ମିଳିବ ଯୁବ ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ, ଯୁବ ପୁରସ୍କାର ଘୋଷିତ । ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ପାଇବେ ବାଲ୍ ପୁରସ୍କାର । କଥାକାର ସଞ୍ଜୟ ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ।

mudslide incident
ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତ

କୋରାପୁଟରେ ମାଟି ଅତଡ଼ା ଧସିବାରୁ ୨ ମହିଳା ମୃତ । କୋଲାବ ଡ୍ୟାମ୍ ମଙ୍ଗଳା ମନ୍ଦିର ନିକଟରେ ଧସିଲା ମାଟି ଅତଡ଼ା ।

Barred
ବାସନ୍ଦ ଭୟ... ଆରପାରିକୁ ଚାଲିଗଲା ପୁଅ, ମୃତଦେହ ଛୁଇଁଲାନି ମା’

ଅନ୍ୟଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଗତକାଲି ଦେହ ଖରାପ ହେବାରୁ, ଉପେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ହସପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର ।

Mobile Blast
ରାତି ସାରା ବସାନ୍ତୁ ନାହିଁ ଚାର୍ଜ, ମୋବାଇଲ୍ ଫାଟି ଶିଶୁ ଗୁରୁତର...

ଶିଶୁର ବାପା ଏକ ସଚେତନତା ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଛୋଟ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ । ଯଥା ସମ୍ଭବ ପିଲାଙ୍କଠାରୁ ମୋବାଇଲ ଦୂରେଇକି ରଖନ୍ତୁ । ରାତି ସାରା ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ । ଯାହାଫଳରେ ମୋବାଇଲ ଫାଟିବାର ସମ୍ଭାବନା ରହିଛି।

CM Mohan Majhi reviews the law and order situation
‘ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଶୁଣନ୍ତୁ, ଭଲ ବ୍ୟବହାର କରନ୍ତୁ’

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ପୋଲିସ ଅଧିକାରୀ । ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଶୁଣିବାକୁ  ଦେଲେ ପରାମର୍ଶ । 

Kheera Podopitha'
ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’

ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’ ବନେଇବୁ ।

Mid Day Meal
‘ରୋଷେଇ କରି ଆଗ ଚାଖିବେ ରୋଷେୟା, ସ୍ୱାଦିଷ୍ଟ ନହୋଇଥିଲେ କାର୍ଯ୍ୟାନୁଷ୍ଠାନ’

ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ଚାଖିବେ। ସାମଗ୍ରୀଗୁଡ଼ିକ ଖାଇବା ଯୋଗ୍ୟ ନଥିଲେ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ ସ୍କୁଲ ପ୍ରଧାନଶିକ୍ଷକ।

Quait Firemishap
ଭୁବନେଶ୍ୱରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ମୃତ ୨ ଓଡ଼ିଆଙ୍କ ପାର୍ଥିବ ଶରୀର

ମୃତକଙ୍କ ପରିବାର ଲୋକ ବି ପହଞ୍ଚିଥିଲେ ଏୟାରପୋର୍ଟରେ। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମମାଟିକୁ ନିଆଯାଇଛି । ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ ।

Humidity
କୋରାପୁଟରେ ବର୍ଷା ଛେଚୁଛି... ରାଜଧାନୀରେ ମୁଣ୍ଡଠୁ ଗୋଡ଼ ଯାଏଁ ଝାଳ ବୋହୁଛି...

ଓଡ଼ିଶାରେ ପହଞ୍ଚିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ସକ୍ରିୟ ରହିଛି। ଏହା ୩-୪ ଦିନ ପରେ ଅଗ୍ରସର ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିଲେ ବି ଗୁଳୁଗୁଳି କିନ୍ତୁ ରହିବ ବୋଲି କହିଛି ପାଣିପାଗ ବିଭାଗ।

Raja Festival 2024; Raja festival honors nature and women
Raja Parba 2024: ପରମ୍ପରାରେ ରଜ; ପ୍ରକୃତି ଓ ନାରୀଙ୍କୁ ସମ୍ମାନ ଦିଏ ଏହି ପର୍ବ

ଓଡ଼ିଶାରେ କୃଷି ବିକାର ମୁଖ୍ୟ ମାନଦଣ୍ଡ ହୋଇଥିବା ହେତୁ ଆମର ପ୍ରାୟ ସମସ୍ତ ପର୍ବ କୃଷିଭିତ୍ତିକ ହୋଇଥାଏ। ଅକ୍ଷୟ ତୃତୀୟାଠୁ ନେଇ ରଜ, ଗହ୍ମା ପୂର୍ଣ୍ଣିମା, ମାଣବସା ଏମିତି ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଠିକ ଏହିପରି ସବୁ ପର୍ବ ପାଳନ୍ତି। ତେବେ ଆଜି ଆସନ୍ତୁ ଏପରି ଏକ ଗଣ ପର୍ବ ରଜ ବିଷୟରେ କିଛି ତଥ୍ୟ ଜାଣିବା।

Raja is a symbolic festival of fertility
Raja Parba 2024: ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ରଜ

ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାଆକୁ କଷ୍ଟ ନ ଦେଇ ଭୂମି ଖନନ ନ କରି ବିଶ୍ରାମ ଦେଲା ଭଳି କୁମାରୀମାନେ ବିଶ୍ରାମ କରନ୍ତି। ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 15 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 15 June 2024
IAS-IPS
IASଙ୍କ ଭଳି ନବୀନ ସରକାରରେ ଥିଲେ ବହୁ ଗାଦି ମଡ଼ା IPS

ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ ।

Pahili Raja
ପୋଡ଼ପିଠା-ଖିଲିପାନର ମଜା ଭିତରେ ଜମିଲା ପହିଲି ରଜ

ବଢ଼ିଆ ପାଗ ସାଙ୍ଗକୁ ଦୋଳି ଖେଳ । ପରିବେଶକୁ ରଙ୍ଗୀନ କଲା ରଜ ମହୋତ୍ସବ ସହ ପାରମ୍ପରିକ ଖେଳ ।

  • Friday, 14 June 2024
  • Raja
CM Mohan Majhi
ଆକ୍ସନ୍ ମୋଡ଼ରେ CM, ହେଲେ ପଛକୁ ଟାଣୁଛି ୨୪ ବର୍ଷର ଢିଲା-ଅପରାଗ CMO !

ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ ।

PM Modi
କଥା ଛୋଟ ହେଉ କି ବଡ଼, ପିଏମ୍ ମୋଦିଙ୍କ ପାଇଁ ସବୁ ସମାନ

ଜମା ଭୁଲିଲେନି, ପ୍ରତିଶ୍ରୁତି ରଖି ଚିଠି ପଠେଇଲେ ପ୍ରଧାନମନ୍ତ୍ରୀ । କଟକ ଜିଲ୍ଲା ନିଆଳି ଦକ୍ଷିଣ ଉସୁମା ଅଞ୍ଚଳର ସୁବାସ ଚନ୍ଦ୍ର ଓଝା ।

Kuwait Fire Tragedy
ଦୁନିଆ ଅନ୍ଧାର ହୋଇଯାଇଛି, ପୁଅ ଆଉ ବିଦେଶରୁ ଫେରିବନି!

ପାଦ ତଳୁ ମାଟି ଧସିଯାଇଛି...ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ... ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି ।

  • Friday, 14 June 2024
  • Son
Body Donate
ସେ ସିନା ଚାଲିଗଲା, ପଛରେ ଛାଡ଼ି ଦେଇଗଲା ଆଖି ...

ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୯ ବର୍ଷ କାଳ ତୁ ଏମିତି ମୋ କୋଳରେ ଶୋଇଥିଲୁ, ମୋ ସାଥିରେ ଗେଲ ହେଉଥିଲୁ

Tiger
କୁକୁରକୁ ବାଘ ସଜାଇ ଗାଁରେ ଛାଡ଼ିଦେଲେ, ଭାଇରାଲ ହେଲା ଭିଡିଓ

ଟାଇଗର୍‌ଟା ଶୋଇଛି । ଶଁ ଶଁ ହେଇ ନିଶ୍ୱାସ ବି ନେଉଛି । ତା ଭୟଙ୍କର ଚିତ୍ରିତ ଶରୀର ଆପଣଙ୍କୁ ମଧ୍ୟ ଡରାଇଦେବ । ସତେ ଯେମିତି ସେ ଝପଟି ପଡି ଆପଣଙ୍କୁ ରାମ୍ପି ବିଦାରି ପକାଇବ ।

Love Story
ମନ ସହ ମନ ମିଶିଲା, ଆଖି ସହ ଆଖି କଥା ହେଲା; ଆଉ ତା'ପରେ...

କୁହାଯାଏ, ପ୍ରେମ ସତ୍ୟ... ପ୍ରେମ ଶାଶ୍ଵତ... ଆଉ ପ୍ରେମ ଚିରନ୍ତର । ପ୍ରତ୍ୟେକଟି ମଣିଷର ଜୀବନରେ କେହି ନା କେହି ଆସିଥାଏ ।

Kuwait Fire Tragedy
ବିଦେଶରେ ଗଲା ସ୍ୱାମୀଙ୍କ ଜୀବନ, ପେଟ ଭିତରେ ସାତମାସର ଗର୍ଭ

ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ପେଟ ଭିତରେ ବଢ଼ୁଛି ଉତ୍ତର ଦାୟାଦ ।

Heavy Rain
ଆଶ୍ୱସ୍ତି ! ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

If there is black color in this aspect of the house, great danger comes
Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ

ବାସ୍ତୁ ଶାସ୍ତ୍ର ମତରେ ରଙ୍ଗର ସମ୍ପର୍କ ଦିଗ ଏବଂ ଗ୍ରହମାନଙ୍କ ସହିତ ଅଛି ଏବଂ ପଞ୍ଚ ମହାଭୁତର ସମ୍ପର୍କ ମଧ୍ୟ ରଙ୍ଗ ସହିତ ରହିଛି। ଏଣୁ ଗୃହକୁ ରଙ୍ଗ କଲାବେଳେ ଯଥେଷ୍ଟ ଧ୍ୟାନ ଦେବା ଦରକାର, କାରଣ ଏହି ରଙ୍ଗ କଲାବେଳେ ଭୁଲ ରଙ୍ଗ ଦେଲେ ପଞ୍ଚମହାଭୁତରେ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହୋଇଥାଏ।

 Havildar Dies While Defusing Bomb
ରଜରେ ଅଘଟଣ; ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ଚାଲିଗଲା ହାବିଲଦାରଙ୍କ ଜୀବନ

ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର।