• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Rajya Sabha MP
ଯାଜପୁରକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷା ! ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ।

Mohan Bhagwat
ପୁରୀରେ ମୋହନ ଭାଗବତ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ

ମନ୍ଦିର ଭିତରେ ଶ୍ରୀଜିଉଙ୍କର ଦର୍ଶନ ସହ ମା' ବିମଳା ଓ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଥିଲେ ମୋହନ ଭାଗବତ ।

Flood
ବଢ଼ୁଛି ମହାନଦୀ ଜଳସ୍ତର, ତଳିଆ ଅଞ୍ଚଳରେ ପଶିପାରେ ବନ୍ୟାପାଣି

ଆଜି ରାତି ସୁଦ୍ଧା ପିକ୍‌ ଜଳସ୍ତର ମୁଣ୍ଡଳୀରୁ ଅତିକ୍ରମ କରିବ । ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

V Kartik
ଅଧିକ ମହିଳା କର୍ମଚାରୀ ଥିଲେ ଭି-କାର୍ତ୍ତିକ୍‌ଙ୍କ ନିଯୁକ୍ତି ମନା !

କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନିଯୁକ୍ତି ନଦେବାକୁ ପରାମର୍ଶ । ବିଶେଷ କରି ଅଧିକ ମହିଳା କାର୍ଯ୍ୟ କରୁଥିବା ସଂସ୍ଥାରେ ନିଯୁକ୍ତି ନଦେବାକୁ ସୁପାରିଶ ।

House Problem
ମିଳୁନି ସରକାରୀ ସୁବିଧା, ପୋଲ ତଳେ ବିତୁଛି ଜୀବନ

ବର୍ଷା ହେଉ କି ଖରା ଏମାନେ କାଟନ୍ତି ଏଇଠି ଜୀବନ ।

freedom fighter
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଏହି ଦିନକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ। 

School Holiday
ଛୁଟିରେ ଯାଇଛନ୍ତି ସାର୍‌, ୩ ଦିନ ବନ୍ଦ ରହିବ ସ୍କୁଲ୍‌ !

୫ଟି କ୍ଲାସରେ ଏଠି ମୋଟ୍‌ ୨୩୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୨ ଜଣ ଶିକ୍ଷକ ଥିବାରୁ ପାଠପଢ଼ା ମଧ୍ୟ ସଠିକ୍‌ ଭାବେ ହୋଇପାରୁନାହିଁ ।

Mahanadi Water
ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ହେକ୍ଟର ହେକ୍ଟର ଚାଷ ଜମି ବାଲିଚର

ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ୫ ଲକ୍ଷ ୮୭ ହଜାର କ୍ୟୁସେକ୍ ବନ୍ୟା ପାଣି ପାସ କରୁଥିଲା।

Odia Film Ava
ଲୋକାର୍ପଣ ହେଲା ଓଡ଼ିଆ ଫିଲ୍ମ ‘ଆଭା’ର ଅଡିଓ-ପୋଷ୍ଟର

ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ନିକଟରେ ଏହି ସିନେମାର ସୁଟିଂ ଶେଷ ହୋଇଛି। ପୋଷ୍ଟ ପ୍ରଡକସନ କାର୍ଯ୍ୟ ଚାଲିଛି ।

Panchanga
Panchang Today 9th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ର ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ରାତ୍ରି ୦୩.୧୪ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 09 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 09 August 2024
Potato
ନାଫେଡ ମାଧ୍ୟମରେ UPରୁ ଆସିବ ଆଳୁ, ୩୦ ଟଙ୍କାରେ ବିକିବେ ସରକାର

ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ।

OTV
OTVରୁ ସାଢ଼େ ୫ ଲକ୍ଷ ଟଙ୍କାର ଠକେଇ !

ଗିରଫଦାରି ଏଡ଼ାଇବାକୁ ମୁହଁ ଲୁଚାଇ ବୁଲୁଛନ୍ତି ସମୀର । ତଥ୍ୟ ପ୍ରମାଣ ସହ ଗତ ଜୁନ୍ ୨୩ରେ ଓଟିଭି ପକ୍ଷରୁ ଏତଲା ।

BJD
ଦଳୀୟ କନ୍ଦଳ BJD ପାଇଁ ଚିନ୍ତା ଘାରିଛି, ସଂଗଠନ ସଜାଡ଼ିବାକୁ ନବୀନଙ୍କ ବୈଠକ

କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି। 

Potato price
ହାଟ ବଜାରରୁ ଅନ୍ତର୍ଦ୍ଧାନ ଆଳୁ, ଓଡ଼ିଶା ମୁହାଁ ଗାଡ଼ିକୁ ଗୋଡ଼ାଇ ଧରୁଛି ବଙ୍ଗ ପୋଲିସ

ହାଟ ବଜାର, ଘର ଦୁଆର । ଯୁଆଡ଼େ ଯାଆନ୍ତୁ, ସବୁଠି ଏବେ ଆଳୁ ଚର୍ଚ୍ଚା । କାରଣ କେଉଁଠି ଆଳୁ ଗାୟବ ତ ଆଉ କେଉଁଠି ଆକାଶଛୁଆଁ ଦର।

Rice ATM
ଏଣିକି ଡିଲର ପାଖେ ଧାଡ଼ି ବାନ୍ଧିବାକୁ ପଡ଼ିବନି, ATMରୁ ଚାଉଳ ଉଠାଇବେ ହିତାଧିକାରୀ

କାର୍ଡ ନମ୍ବର ମାରି ଫିଙ୍ଗର ପ୍ରିଣ୍ଟ୍ ଦେଲେ ମେସିନରୁ ବାହାରିବ ଚାଉଳ । ସଫଳ ହେଲେ ପ୍ରତି ବ୍ଲକରେ ଖୋଲାଯିବ ଚାଉଳ ଏଟିଏମ୍  ।

Mines
ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ବି ଛାଡ଼ିଲେନି ମାଫିଆ, ବିକି ଦେଲେ ଅନୁମତିଠାରୁ ଅଧିକ ପଥର

ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଖଣିକୁ ବି ଛାଡ଼ିଲେନି ମାଫିଆ। ଚୁକ୍ତି ଖିଲାପ କରି ପଥର ତାଡ଼ି ବିକି ଦେଇଥିବା ୧୯ ଜଣ ଖଣି ଲିଜଧାରୀଙ୍କୁ କଡ଼ା ଜୋରିମାନା ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

BJD
ନିର୍ବାଚନର ଦୁଇ ମାସ ପରେ EVMକୁ ଦୋଷ ଦେଲେଣି ବିଜେଡି-କଂଗ୍ରେସ

ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

Coastal Odisha
ଅଶାନ୍ତ ବାଂଲାଦେଶ, ଆଲର୍ଟରେ ଓଡ଼ିଶା... ସମୁଦ୍ର ପଥ ଦେଇ ଆସିପାରନ୍ତି ଅନୁପ୍ରବେଶକାରୀ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।

Polavaram Project
ପୋଲାଭରମ ପ୍ରକଳ୍ପ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ସ୍ବତନ୍ତ୍ର ଟିମ୍, ବହୁ ଅଞ୍ଚଳ ବୁଡ଼ିଯିବା ଆଶଙ୍କା

କୌଣସି କ୍ଷୟକ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ତଳିଆ ଅଂଚଳର ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଏବଂ ଶହ ଶହ ଏକର ଚାଷ ଜମି ବୁଡିଯିବା ଆଶଙ୍କା ରହିଥିବା କହିଛନ୍ତି ଟିମ୍ ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ।

RERA
ଓଡ଼ିଶା RERAର କାର୍ଯ୍ୟନୁଷ୍ଠାନ ! ଏଭସ୍ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା

୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।

Loot Case
କୁକୁରକୁ ବି ଛାଡ଼ିଲେନି, ନିଶାଦେଇ ଘରୁ ସବୁ ଲୁଟିନେଲେ

ଲୁଟେରାଙ୍କ ଅଜବ କାଣ୍ଡ । ଭୁକିବା ବନ୍ଦ ପାଇଁ କୁକୁରଙ୍କୁ ନିଶା ଔଷଧ ଦେଇ ସବୁ ଲୁଟିନେଲେ ।

Potato truc
ଓଡ଼ିଶା ଆସୁଥିଲା ଆଳୁ ଟ୍ରକ, ଗୋଡ଼ାଇ ଧରିଲା ପୋଲିସ !

ପଶ୍ଚିମବଙ୍ଗ ପୋଲିସ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ଆଳୁ ସବୁ ଓହ୍ଲାଇ ପୁଣି ପଶ୍ଚିମବଙ୍ଗକୁ ଫେରାଇ ନେଇଛି ।

Sea Patrolling
ବାଂଲାଦେଶରେ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ...ପାଟ୍ରୋଲିଂ ବଢ଼ାଇବାକୁ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ

ସେହିପରି ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି ।

Mohan Bhagabt
୫ ଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ, କାଲି କରିବେ ମହାପ୍ରଭୁଙ୍କ ଦର୍ଶନ

ଆସନ୍ତାକାଲି ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହାପରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।