• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Panchanga
Panchang Today 31st July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର। ଚନ୍ଦ୍ର- ବୃଷ ରାତ୍ରି ୧୦.୧୬ ଗତେ ମିଥୁନ। ତିଥି- ୧୧ଶୀ ଦିବା ୦୩.୫୫ ଗତେ ୧୨ଶୀ। ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୧୦.୧୬ ଗତେ କନ୍ୟା ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ଦିବା ୦୩.୫୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 31 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 31 July 2024
MOhan Majhi
ରାଜ୍ୟ ବଜେଟ୍ ‘ନେମ୍ ଚେଞ୍ଜର୍ ନୁହଁ, ଗେମ୍ ଚେଞ୍ଜର୍’ କହିଲେ ମୁଖ୍ୟମନ୍ତ୍ରୀ

ବରପୁତ୍ର ମାନଙ୍କୁ ଆମେ ସମ୍ମାନ ଦେଉ। କେବଳ ଜଣଙ୍କ ନାଁରେ ବହୁ ଯୋଜନା କରିଦେଲେ ଓଡ଼ିଆ ଅସ୍ମିତା ପଛରେ ପଡ଼ିଯିବ।

Crime
‘ପୁଅ ଡ୍ରଗ୍ସ ମାମଲାରେ ଫସିଛି.. ତାକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ !’

ଜଣେ ଶିକ୍ଷକଙ୍କୁ ଠକିଦେଲା ଠକ ନକଲି ସିବିଆଇ ଅଧିକାରୀ ।

  • Tuesday, 30 July 2024
  • Fraud
Odisha Politics
ପିଇବା ପାଣିକୁ ନେଇ ବିଧାନସଭାରେ ତାତି, ଗୋଟିଏ ଘାଟରେ ଶାସକ-ବିରୋଧୀ..!

୨୪ ବର୍ଷ ବିଜେଡି ସରକାରର ଗୁମର ଫିଟାଇ ନିଶାନା । ଡିସେମ୍ବର ୨୦୨୫ ସୁଦ୍ଧା ସବୁ ଘରକୁ ପାଣି-ପଞ୍ଚାୟତିରାଜ ମନ୍ତ୍ରୀ ।

IPS Rajesh Pandit Suspend
‘ପୋଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର’, IPS ରାଜେଶ ପଣ୍ଡିତ ସସପେଣ୍ଡ

ଶନିବାର ରାତିରେ କ’ଣ ଥିଲା ଅସଲ ଘଟଣା, ବଢ଼ିଲା ଚର୍ଚ୍ଚା । RTI କର୍ମୀଙ୍କ ପିଟିସନ ପରେ ଶନିବାର ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା ।

  • Tuesday, 30 July 2024
  • IPS
Illegal Apartments
ରାଜଧାନୀରେ ଶହ ଶହ ବେଆଇନ୍ ଆପାର୍ଟମେଣ୍ଟ, ମନ୍ତ୍ରୀ ଦେଲେ ଆଖି ତରାଟିଲା ଭଳି ତଥ୍ୟ

ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ?

Special Drive
ଛାନିଆ କରୁଛି STAର ସ୍ପେଶାଲ ଡ୍ରାଇଭ୍, ଜାଲରେ ପଡ଼ୁଛନ୍ତି ନାବାଳକ ଡ୍ରାଇଭର୍

ଆଜି ଦ୍ୱିତୀୟ ଦିନରେ ବି ଚାରିଆଡୁ ଆସିଛି ନାବାଳକ ଚାଳକଙ୍କ ଗାଡ଼ିକୁ ଫାଇନ୍ ଆଦାୟର ଖବର । ଦୁଇ ଦିନରେ ଏ ସଂପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଥିବା କହିଛି ଏସଟିଏ ।

School Bus
ନା ଥିଲା ରେଜିଷ୍ଟ୍ରେସନ୍, ନା ଲାଇସେନ୍ସ, ନା ଇନସୁରାନ୍ସ; ଜବତ ହେଲା ସ୍କୁଲ ବସ୍

ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍‌ର କରାଯାଉଛି ଯାଞ୍ଚ ।

Water Level
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ହୀରାକୁଦରେ ପାଣି କମୁଛି: ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ହୀରାକୁଦରେ ପାଣି କମୁଥିବାରୁ ବନ୍ୟା ଆଶଙ୍କା ନାହିଁ । ଏବେ ମୁଣ୍ଡଳିରେ ପାଣି ରାଇଜିଂ ଟ୍ରେଣ୍ଡରେ ରହିଛି, ଅତିବେଶୀରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

Govt Lecture
ବାଃ ବାଃରେ ବ୍ୟବସ୍ଥା!!! ସରକାରୀ ଅଧ୍ୟାପକ ଚଳାଉଛନ୍ତି ଭୂତ କଲେଜ

ଅଧ୍ୟାପକଙ୍କ କାମ ଅଧ୍ୟାପନା କରିବା । ହେଲେ ଜ୍ଞାନ ବାଣ୍ଟିବା ଜାଗାରେ ଟଙ୍କା ରୋଜଗାରକୁ ନେଇ ଏବେ ଚର୍ଚ୍ଚାରେ ଜଣେ ସରକାରୀ ଅଧ୍ୟାପକ ।

Minister Krushna Chandra Mohapatra
ବେଆଇନ୍ ଆପାର୍ଟମେଣ୍ଟର ହଟ୍‌ସ୍ପଟ୍ ପାଲଟିଛି ରାଜଧାନୀ, ଭୁବନେଶ୍ୱରରେ କେବଳ ୬୮୯ଟି ମାମଲା

ରାଜ୍ୟରେ ନିର୍ମାଣ ହୋଇଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Leander Paes became the first Indian to win an Olympic medal in tennis
Sports: ଟେନିସ୍‌ରେ ଅଲିମ୍ପିକ୍ ପଦକ ଜିତିବାରେ ଲିଆଣ୍ଡର ପେସ୍ ପ୍ରଥମ ଭାରତୀୟ

ଟେନିସ୍‌ରେ ଭାରତ ପକ୍ଷରୁ ପ୍ରଥମ ଓ ଏ ଯାବତ ଏକମାତ୍ର ଅଲିମ୍ପିକ୍ ପଦକ ହାସଲ କରିଛନ୍ତି ଲିଜେଣ୍ଡ ଲିଆଣ୍ଡର ପେସ୍। ୧୯୯୬ରେ ଆଟ୍‌ଲାଣ୍ଟା କ୍ରୀଡ଼ାରେ ତାଙ୍କର କାଂସ୍ୟ ପଦକ ବିଜୟ ଥିଲା ଅପ୍ରତ୍ୟାଶିତ ଓ ଐତିହାସିକ। ଏବେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୨୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ଭାରତୀୟ ଟେନିସ୍ ଖେଳାଳି।

Babushaan Mohanty
ଛାତିରେ ବାବୁସାନ୍‌ଙ୍କ ଟାଟୁ କଲେ ଫ୍ୟାନ୍‌: କହିଲେ ଏମତି କଥା...

ଟାଟୁ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ହେଲେ ଆମ ଓଲିଉଡର କୌଣସି ହିରୋଙ୍କ ଛବି କେହି ଛାତିରେ ଆଙ୍କିଥିବା ହୁଏତ କେବେ ଦେଖିନଥିବେ । 

Special Story
ଭକ୍ତି ଆଗରେ ହାର ମାନିଛି ଭୟ; ଗୋଟିଏ ଘରେ ଏକାଠି ରହୁଛନ୍ତି ମଣିଷ ଓ ସାପ...

ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଷାକ୍ତ ନାଗସାପ। 

IPS Officer Rajesh Pandit
ବଡ଼ ଖବର; ସସ୍‌ପେଣ୍ଡ ହେଲେ IPS ରାଜେଶ ପଣ୍ଡିତ...

ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ ନେଇ ସୂଚନା । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସେ ସସ୍‌ପେଣ୍ଡ ହୋଇଥିବ ସୂଚନା ମିଳିଛି ।

Rainfall deficit
ଚାଷୀଙ୍କୁ ଦାଉ ସାଧୁଛି ନିଅଣ୍ଟିଆ ବର୍ଷା; ଜୁଲାଇ ମାସରେ ବି ଆରମ୍ଭ ହୋଇନି ଚାଷ... 

ଚାଷୀଙ୍କୁ ଘାରିଲାଣି ଫସଲ ଚିନ୍ତା । ନିଅଣ୍ଟିଆ ବର୍ଷା ଲାଗି ଜମି ପଡିଆ ପଡିଥିବାରୁ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛି ।

Jalaka River
ବିପଦ ସଂକେତ ଟପିଲା ଜଳକା ନଦୀ ଜଳସ୍ତର; ଭୟଭୀତ ଲୋକେ...

ମଥାନୀ ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି । 

Weather Updates
ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ...

ରାଜ୍ୟରେ ଲାଗିରହିଛି ବର୍ଷା। ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 30 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 30 July 2024
CM Mohan Majhi
‘ଆଲୋଚନା ସରିଛି, ଖୁବ୍‌ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା’

ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ।

Vigilance Raid
ଅବସରକୁ ଥିଲା ୮ ମାସ, ଜାଲ ପକାଇଦେଲା ଭିଜିଲାନ୍ସ, ୫୨ ପ୍ଲଟ୍ ସହ ୫ ଆଲିସାନ୍ କୋଠା ଠାବ

ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା ।

Odisha Politics
ଧର୍ମଶାଳା ବିଜେଡିରେ ବିସ୍ଫୋରଣ ! ପରାଜୟର କାରଣ ପାଇଁ ଦୁଇ ଗୋଷ୍ଠୀ ଦୋଷ ଲଦାଲଦି

ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି ।

Similipal
ମହାବଳଙ୍କ ବେଶୀ ପସନ୍ଦ ଓଡ଼ିଶା ଜଙ୍ଗଲ, ସୁନ୍ଦରଗଡ଼ରେ ଆଡ୍ଡା ଜମାଇଛି ମଧ୍ୟପ୍ରଦେଶ ବାଘ !

ଗଜପତିରେ କ୍ୟାମେରା ଟ୍ରାପରେ ମହାରାଷ୍ଟ୍ରର ଜଙ୍ଗଲ ରାଜା । ଶିମିଳିପାଳରେ ବ୍ଲାକ୍ ଟାଇଗର ସଫାରୀ ଖୋଲିବାକୁ ନିଷ୍ପତ୍ତି ।

Naveen Patnaik
ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର: ନବୀନ ପଟ୍ଟନାୟକ

ରାଜ୍ୟ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର । ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।