• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Medical Building
ନିର୍ମାଣ କାର୍ଯ୍ୟ ଚାଲିଛି ଯେ ସରୁନି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଠା ନିର୍ମାଣରେ ବିଳମ୍ବ

ଭିତ୍ତିଭୂମି ସୁଧାରିଦେଲେ ସ୍ୱାସ୍ଥ୍ୟସେବାରେ ସୁଧାର ଆସେନି । ବ୍ୟବସ୍ଥାରେ ସୁଧାର ଆସିବାକୁ ସଠିକ ଭିତ୍ତିଭୂମିର ଆବଶ୍ୟକତା ରହିଛି ।

Mobile Inside Jail
ବିଭିନ୍ନ ଜେଲରେ ରେଡ୍, ବିପୁଳ ମାଦକ ଦ୍ରବ୍ୟ ଜବତ: ହୁଗୁଳି ଯାଇଛି କି ସୁରକ୍ଷା ବ୍ୟବସ୍ଥା ?

ବିଚାରାଧିନ ବନ୍ଦୀ ବନିଥିବା ଅପରାଧୀଙ୍କ ସହ ହାତ ମିଳାଇଛନ୍ତି କି ଜେଲ୍ କର୍ମଚାରୀ ? ଫୁଙ୍ଗୁଳା ସୁରକ୍ଷା ବଳୟ ତିଆରି କରି ପାର୍ବଣ ପୂର୍ବରୁ ଖୋଲିଦେଉଛନ୍ତି କି ଅପରାଧ ଭିଆଇବାର ବାଟ ? 

Bird Flu Outbreak
ବଢ଼ିଲା ବାର୍ଡ ଫ୍ଲୁ ସଂକ୍ରମଣ ଭୟ; ପିପିଲିର ପ୍ରଭାବିତ ଅଞ୍ଚଳରୁ କଲିଂ ଆରମ୍ଭ...

ବଢ଼ିଲା ବାର୍ଡ ଫ୍ଲୁ ଭୟ । ସଂକ୍ରମଣ ରୋକିବାକୁ ଚାଲିଲା କଲିଂ । ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପିପିଲି ଆବଲପୁର ଗାଁରେ  କୁକୁଡ଼ା ମରା ଅଭିଯାନ ହୋଇଛି ।

Khordha Crime
ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ! ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣା ପରେ ଉତ୍ତେଜନା । ପୋଡ଼ାସାହିରେ ଉତ୍ତ୍ୟକ୍ତ ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।

Odisha Politics
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ, ୩ ପ୍ରଭାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଉପସ୍ଥିତ

ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ଼ ପାଇଁ ବିଜେପି ଆପଣାଇବ ନୂଆ ରଣନୀତି । ଏଥିପାଇଁ ରାଜ୍ୟ ମୁଖ୍ୟାଳୟରେ ଚାଲିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ।

Bird Flu
ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ, ୫ ହଜାର କୁକୁଡ଼ା ମାରିଲେଣି ଟିମ୍

ବାର୍ଡ ଫ୍ଲୁ ପରେ ପିପିଲିରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା ।

Ratna Bhandar
ଖୋଲିବ ଗୁପ୍ତ ସୁଡ଼ଙ୍ଗ ରହସ୍ୟ; ରତ୍ନଭଣ୍ଡାର ଯାଞ୍ଚ ପାଇଁ ASIକୁ ଅନୁମତି

ରତ୍ନଭଣ୍ଡାର ତଦାରଖ କରିବ ASIର ଉଚ୍ଚସ୍ତରୀୟ ଟିମ୍। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଅନୁମତି ମିଳିଛି। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ।

Hirakud Dam
ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୬ ଗେଟ୍

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ।

Excise Raid
ମଦ ମୃତ୍ୟୁ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ, ଟାର୍ଗେଟରେ ଦେଶୀ ଭାଟି

ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଘନ ଘନ ରେଡ୍ । ଆସ୍କାରେ ସାଢ଼େ ୪ହଜାର ଲିଟର ପୋଚ ନଷ୍ଟ । ପୁରୀ କୃଷ୍ଣପ୍ରସାଦରେ ଦେଶୀ ଭାଟି ଗୁଣ୍ଡ ।

Susanta Dhalasamanta
ଜେଲ୍‌ରେ ରେଡ୍‌; ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ମିଳିଲା ମୋବାଇଲ

ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ମୋବାଇଲ।

Dr Sandeep Mishra
ILS ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନନ ମୃତ୍ୟୁ। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। 

Jajpur
ଟାଟା ପାୱାର ନେଇଗଲା ଜୀବନ, ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି ମା’

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବ୍ରାହ୍ମଣୀ ଗାଁରେ ନିଜ ଚାଷଜମିରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ସାହୁଙ୍କ ଜୀବନ ଯାଇଛି ।

Odisha Deputy CM Pravati Parida
ତେଜୁଛି 'ସୁଭଦ୍ରା' ପଲିଟିକ୍ସ; ନବୀନଙ୍କ ସମାଲୋଚନାର ଜବାବ ଦେଲେ ପ୍ରଭାତୀ

ସୁଭଦ୍ରା ଯୋଜନାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

BJD
ଶଙ୍ଖ ଭବନରେ ଆଜି ବିଜେଡ଼ି ବିଧାୟକଙ୍କ ପାଠଶାଳା

ଶଙ୍ଖ ଭବନରେ ତାଲିମ୍ ନେବେ ବିଜେଡ଼ି ବିଧାୟକ । ବିଧାନସଭାରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କରିଥିଲା ବିଜେଡି ।

Elephant
ଲାଗିଛି ସାଲାଇନ୍, କିଛି ଖାଉନି ହାତୀଛୁଆ

୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।

Panchang
Panchang Today 25th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୦.୩୦ ଗତେ ବୃଷ । ତିଥି- ୭ମୀ ରାତ୍ରି ୦୩.୩୯ ଗତେ ୮ମୀ ।

Khudurukuni Osha 2024 Woman education in Khudurukuni Osha
Khudurukuni Osha 2024: ସାତ ସାଧବଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ ଖୁଦୁରୁକୁଣୀ ଓଷା

ଓଡ଼ିଆ କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡ଼ିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 25 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 25 August 2024
IPS Officers DS Kuttey
ଗୃହ ବିଭାଗ ଚାର୍ଜଫ୍ରେମରେ ସାଂଘାତିକ ତଥ୍ୟ; ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଟ୍ଟେ !

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ ! ନିର୍ବାଚନ ବେଳେ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ପକାଉ ଥିଲେ ଚାପ ! ତୃତୀୟ ମହଲାରୁ ଫୋନ୍ କରି ଅଧିକାରୀଙ୍କୁ କରୁଥିଲେ ପ୍ରଭାବିତ !

SUBHADRA Yojana
'ସୁଭଦ୍ରା' ଯୋଜନା SOPକୁ ନେଇ ତେଜିଲା ରାଜନୀତି; ଗ୍ୟାରେଣ୍ଟି ନା ଧୂଆଁବାଣ କହି ନବୀନଙ୍କ ନିଶାନା...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ  ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା।

Odisha Congress
କିଏ ଧରିବ ଓଡ଼ିଶା କଂଗ୍ରେସର ମଙ୍ଗ ? ମୋକିମ୍, ଶ୍ରୀକାନ୍ତ ନା ଜୟଦେବ ?

ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ । ନାଁ ବାଛି ପାରୁନି ଷ୍ଟିୟରିଂ କମିଟି ।

FMMCH
ସିସିଟିଭି ଅଚଳ, ପୋଲିସ ଫାଣ୍ଡି ଫାଙ୍କା; କେତେ ସୁରକ୍ଷିତ ଫକୀରମୋହନ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ ?

ସାରା ଦେଶରେ ହସ୍ପିଟାଲ ଗୁଡ଼ିକରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାତିରେ କାମ କରୁଥିବା ହସ୍ପିଟାଲର ମହିଳା କର୍ମଚାରୀ, ଡାକ୍ତର, ଏମିତିକି ରୋଗୀ ଓ ତାଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ ?

 Liquor
ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି; ଚାଲିଲା ବୁଲଡୋଜର...

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି।

Elephant
କିଛି ଖାଉନି କୁନୀ ହାତୀ, ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଡାକ୍ତରୀ ଟିମଙ୍କ ଉଦ୍ୟମ

ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଚାଲିଛି ସବୁ ପ୍ରୟାସ । ଗୋଠ ଛଡ଼ା ହୋଇଥିବା କୁନି ହାତୀର ତଣ୍ଟିରେ କିଛି ଲାଗିଯାଇଥିବା ଅନୁମାନ କରୁଛନ୍ତି ଡାକ୍ତରୀ ଟିମ୍ ।

Flood
ଉପରମୁଣ୍ଡାରେ ବର୍ଷା ପରେ ଫୁଲୁଛି ହୀରାକୁଦ, ଖୋଲିଲା ଆଉ ୮ ଗେଟ୍‌

ହୀରାକୁଦଠାରେ ବନ୍ୟା ଜଳ ଅଧିକ ପ୍ରବେଶ କରିଥିବାରୁ ଆଉ ୮ଟି ଗେଟ ଖୋଲାଯାଇଛି । ଆଶା କରାଯାଉଛି ଆସନ୍ତାକାଲି ସୁଦ୍ଧା ଇନ୍‌ ଫ୍ଲୋ ୩ ଲକ୍ଷ ୬୦ ହଜାର କ୍ୟୁସେକ ଟପିବ ।