ଚିକିଟି ମଦମୃତ୍ୟୁ ମାମଲାର ତଦନ୍ତ କରିବେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।
୧୯୯୨ କଟକ ମଦମୃତ୍ୟୁ ମାମଲାରୁ ଏବେକାର ଚିକିଟି ଘଟଣା ପର୍ଯ୍ୟନ୍ତ, ରାଜ୍ୟ ଏଭଳି ଅନେକ ବିଭୀଷିକା ଦେଖିଚି। ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। କେବେ ଚେତିବେ ସରକାର।
ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଘନ ଘନ ରେଡ୍ । ଆସ୍କାରେ ସାଢ଼େ ୪ହଜାର ଲିଟର ପୋଚ ନଷ୍ଟ । ପୁରୀ କୃଷ୍ଣପ୍ରସାଦରେ ଦେଶୀ ଭାଟି ଗୁଣ୍ଡ ।