• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୦.୩୦ ଗତେ ବୃଷ । ତିଥି- ୭ମୀ ରାତ୍ରି ୦୩.୩୯ ଗତେ ୮ମୀ । ଘାତଚନ୍ଦ୍ର- ମେଷ ରାଶିର , ରାତ୍ରି ୧୦.୩୦ ଗତେ ବିଛା । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୪.୪୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୯ ଗେତ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ-୦୫.୩୩ ରୁ ୦୯.୪୩

ଦିବା- ୦୧.୨୨ ରୁ ୦୧.୫୩

ସନ୍ଧ୍ୟା- ୦୬.୪୯ ରୁ ୦୯.୦୭

ରାତ୍ରି- ୧୨.୧୧ ରୁ ୦୧.୧୪

ରାତ୍ରି- ୦୨.୪୧ ରୁ ୦୩.୧୫

ଅଶୁଭ ସମୟ

ରାହୁକାଳ- ଦିବା ୦୪.୩୦ ରୁ ୦୬.୦୩

କାଳବେଳା- ଦିବା ୧୧.୪୮ ରୁ ୦୧.୨୨

ବାରବେଳା-ଦିବା ୧୦.୧୪ ରୁ ୧୧.୪୮

କାଳରାତ୍ରି- ରାତ୍ରି ୦୧.୧୪ ରୁ ୦୨.୪୧

OTV is now on Whatsapp

Join and get latest news update delivered to you via whatsapp

Join Now