ଅଭୟା ଘଟଣାର ପ୍ରତିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ବଢୁଛି ଚାରିଆଡୁ ସମାଲୋଚନାର ସ୍ବର। ଓଡ଼ିଶା ସମ୍ପର୍କରେ ଦିଦିଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାପସନ୍ଦ ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୧.୧୯ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୪.୩୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୧.୩୭ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଷ୍ଟାର୍ଟ ଅପ୍ ଓଡ଼ିଶାକୁ ଆସି ନେଇଥିବା ଅଧିକ ଅର୍ଥକୁ ଫେରସ୍ତ ନିର୍ଦ୍ଦେଶ । ବର୍ତ୍ତମାନ କେତେ ସରକାରୀ ଦରମା ପାଇବେ ପୁନଃନିର୍ଦ୍ଧାରିତ ହେଲା ।
ବଢ଼ିଲା ବାର୍ଡ ଫ୍ଲୁ' ଟେନସନ୍ । ପୁରୀ ଜିଲ୍ଲାରେ ସଂକ୍ରମିତ କୁକୁଡ଼ାଙ୍କ ଦେହରୁ ମଣିଷଙ୍କ ଶରୀରକୁ ବ୍ୟାପିନି ତ ବାର୍ଡ ଫ୍ଲୁ ?
କମ୍ ମାପର ତେଲ ଦେଇ ଠକିଛନ୍ତି ୩୭୦ ପେଟ୍ରୋଲ ପମ୍ପ । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ ।
ଟିପ ଚିହ୍ନ ଦେଇ E-KYC ଅପଡେଟ୍ ନକଲେ ରାସନ କାର୍ଡରୁ କଟିବ ନାଁ । ରାଜ୍ୟରେ ରହିଥିବା ପ୍ରାୟ ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଇ-କେୱାଇସି ଅପଡେଟ୍ ପ୍ରକ୍ରିୟା ।
ରୂପାନ୍ତୀକରଣ ନାଁରେ ରାଜ୍ୟବ୍ୟାପି ଜଳଜଳ ଦୁର୍ନୀତିର ଚିତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ତଦନ୍ତ କରାଯିବ ।
୧୦ କୋଟିର ସଂଗ୍ରହାଳୟ ପାଲଟିଛି ଭୂତକୋଠି। ପୁରାତନ ଐତିହ୍ୟ ସଂସ୍କୃତିର ରକ୍ଷଣାବେକ୍ଷଣ କଣ ହେବ, ବରଂ ନିଜେ ହିଁ ଖତ ହେବାକୁ ବସିଲାଣି କୋଠା।
କହିଁ ଖୁସି, କହିଁ ଗମ୍ । ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟରେ ମହିଳାଙ୍କ ଭିତରେ ଏବେ ଏମିତି ମାହୋଲ । ଏବେ ବି ମନରେ ରହିଛି ଦ୍ୱନ୍ଦ୍ବ। କେମିତି ଆଉ କେଉଁଠି କରିବେ ଆବେଦନ।
ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ଗୁଡ଼ାଏ ସର୍ତ୍ତ ରଖିଛି । ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି ପିସିସିଏଫ୍ କହିଛନ୍ତି ।
ସେହିପରି ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ କରିବ ଏହି କୁକୁର । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ଟି ବନ୍ୟପ୍ରାଣୀ ବନଖଣ୍ଡରେ ୧୦ଟି ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନିୟୋଜିତ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି ।
ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ । ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ମଞ୍ଜୁରୀ ମିଳିଛି । କେନ୍ଦ୍ର କ୍ୟାବିନେଟ ମାରିଲା ମୋହର ।
ବିଧାନସଭାରେ ଭାଇ-ଭାଇଙ୍କ ପ୍ରଶ୍ନୋତ୍ତର । ବିଧାନସଭାରେ ପ୍ରଶ୍ନ କଲେ ସାନ ଭାଇ କଳିକେଶ ସିଂହଦେଓ । ଉତ୍ତର ରଖିଲେ ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ବିଦ୍ୟୁତ ଶକ୍ତି ଉତ୍ପାଦନ ସମ୍ପର୍କିତ ପ୍ରଶ୍ନ କଲେ କଳିକେଶ ।
କିଛି ବିଧାୟକ ଫଟୋ ଉଠାଇବା ସହ ଫୋନରେ କଥା ହେଉଛନ୍ତି । ଏହା ଜାଣିବା ପରେ ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ କଟକଣା ଲଗାଇଛନ୍ତି ବାଚସ୍ପତି ।
ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା । ଏ ନେଇ ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି ।
ବର୍ଷକରେ ୨ ହଜାର ୮ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଛନ୍ତି । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର ।
ସୋଫା ଭିତରୁ ବାହାରିଲା ସାଢେ଼ ୩ ଫୁଟ ଲମ୍ବର ନାଗ ସାପ । ଗର୍ଜନ ଶୁଣି ଭୟଭୀତ ଲୋକେ ।
E-KYC ଯାଞ୍ଚ ପରେ ନୂଆ ରାସନ କାର୍ଡ । E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ କହିଲେ ମନ୍ତ୍ରୀ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ଆସିଲା ବଡ଼ ରାୟ । ୯ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏଡିଜେ ।
ଓଡ଼ିଆ ଘରର ଦେଶୀ ରେସିପି ସବୁଠୁ ନିଆରା । ବୁଧବାର ରୋଷେଇରେ ଆଜି ଆମେ ଆପଣଙ୍କ ପାଇଁ ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’ର ରେସିପି ବନେଇବୁ ।
ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆହାତୀର ମୃତ୍ୟୁ ଘଟିଛି। ୭ ବର୍ଷର ଛୁଆହାତୀ 'ମାମା'ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି ।
ବାଲେଶ୍ବରରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହେଲେଣି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି ।
ସୁନା ଦରରେ ପରିବର୍ତ୍ତନ । ଆଜି ପୁଣି କମିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବେ ସନ୍ଧାନୀ କୁକୁର । ଏ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ ବନଖଣ୍ଡରେ ଜଗିବେ ୧୦ ସନ୍ଧାନୀ କୁକୁର ।