• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Bike Theft Gang
ଧରାପଡ଼ିଲା କୁଖ୍ୟାତ ବାଇକ୍ ଲୁଟେରା ଗ୍ୟାଙ୍ଗ, ଜବତ ହେଲା ୩୧ ଚୋରି ବାଇକ୍

ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ, କୋର୍ଟ, ସବରେଜିଷ୍ଟର ଅଫିସ ସାମ୍ନାରୁ ଗାଡି ଲୁଟୁଥିବା ଏହି ଗ୍ୟାଙ୍ଗ ଏବେ ପୋଲିସ କବ୍ଜାରେ ।

Adapa Mandap Incidents
ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ ? ଅଘଟଣ ରୋକିବାକୁ ୮ ସୂତ୍ରୀ ପଏଣ୍ଟ ଉପରେ ଫୋକସ୍

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି ।

  • Friday, 30 August 2024
Subhadra Yojna
ଆଧାର କାର୍ଡରେ ନାହିଁ ମୋବାଇଲ ନମ୍ବର, କେମିତି ମିଳିବ ସୁଭଦ୍ରା ଟଙ୍କା ..

ଆସି ସାରିଛି ସୁଭଦ୍ରା ଯୋଜନାର SOP । ଆସନ୍ତା ସେପ୍ଟେମ୍ବର ୧୭ ରୁ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ।

Sri Mandir FM
ଆଡ଼ପ ମଣ୍ଡପ ଅଘଟଣ: ଗଠନ ହେବ ସମନ୍ୱୟ ଟିମ୍, ଆରମ୍ଭ ହେବ ଶ୍ରୀମନ୍ଦିର FM ରେଡିଓ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି ।

smart phone in jail
ମୋବାଇଲ ଖୋଲୁଛି ଡି ବ୍ରଦର୍ସର କ୍ରାଇମ ନେଟୱର୍କ

ବଲାଙ୍ଗିର ଜେଲ ଭିତରୁ ମିଳିଛି ସ୍ମାର୍ଟଫୋନ୍ । ସେଲର ଅନ୍ତେବାସୀ ଦୁର୍ଦ୍ଦାନ୍ତ ଅପରାଧି ଡି ବ୍ରଦର୍ସର ମୁଖିଆ ସୁଶାନ୍ତ ଧଳସାମନ୍ତ ଅନୁପସ୍ଥିତିରେ ଯାଚଂ ବେଳେ ମିଲିଥିଲା ସ୍ମାର୍ଟଫୋନ । ଏ ନେଇ ଖୋଲତାଡ କରୁଛି ବଲାଙ୍ଗିର ପୋଲିସ । 

Nua-O Scholarship
ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ ଛାତ୍ରବୃତ୍ତି ଯୋଜନା, ଆରମ୍ଭ ହେବ ନୂଆ ଯୋଜନା

ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନ୍ ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ।

Breast Feeding
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ

ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ ।

Mohan Majhi - Mamata Banerje
ଓଡ଼ିଶା ବିରୋଧରେ ଗର୍ଜୁଥିଲେ ମମତା, କଡ଼ା ଜବାବ ଦେଲେ ମୋହନ

ନବୀନ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଭିତରେ ଥିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ନବୀନ ମମତାଙ୍କୁ ଭଉଣୀ ତୁଲ୍ୟ ସମ୍ମାନ ଦେଉଥିଲେ। ହେଲେ ସରକାର ବଦଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ମମତାଙ୍କ ବିଜେପି ବିରୋଧି ମନୋଭାବ ପାଇଁ ଓଡ଼ିଶା ସହ ଶତ୍ରୁ ଭଳି ଅଚରଣ କରୁଛନ୍ତି।  

malai prawn
ଶୁକ୍ରବାର ରାନ୍ଧଣାରେ ବନାନ୍ତୁ ‘ଚିଙ୍ଗୁଡ଼ି ମଲାଇ’

ଘରେ ଘରେ ଚିଙ୍ଗୁଡ଼ିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ସେଭଳି କିଛି ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ମଲାଇ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Dragon Fruit Farming
ମାଲେମାଲ୍ କରିଦେଲା ବିଦେଶୀ ଫଳ ଡ୍ରାଗନ ଫ୍ରୁଟ୍

କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ୟୁଟ୍ୟୁବ ଦେଖି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ । ଚାଲନ୍ତୁ ଜାଣିବା ଜଣେ ସଫଳ ଚାଷୀଙ୍କ ବିଷୟରେ...

  • Friday, 30 August 2024
Mafia Exploits Cultivated Land for Ash Mining
ଚାଷଜମିରେ କୁଢ଼ କୁଢ଼ ପାଉଁଶ ଦେଖି ଚାଷୀ ମୁଣ୍ଡରେ ଚଡ଼କ

ପାହାଡ଼ରେ ପରିଣତ ହୋଇଛି ଚାଷଜମି। ପାଉଁଶରେ ପୋତି ହୋଇଛି ଚାଷୀର ଜୀବିକା। ଚାଷଜମିରେ ପାଉଁଶ ଗଦା କରୁଛନ୍ତି ମାଫିଆ।

Vigilance Scanner
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ୬ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସ। ପ୍ରଦୀପଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍।

Crime
୩ ଦିନ ହେଲା ନିଖୋଜ ଥିଲେ ନାବାଳିକା, ଏବେ ପରିତ୍ୟକ୍ତ ଘରୁ ମିଳିଲା ମୃତଦେହ

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

LGBT
ମହିଳାଙ୍କ ପ୍ରତି ଅନ୍ୟାୟକୁ ଦେଖି ବଦଳିଗଲା ମନ ! ଅଜୟରୁ ହେଲେ ରିଙ୍କି

ପୋଷାକ-ପରିଧାନ ସହ ମାନସିକତାରେ ଆଣିଲେ ପରିବର୍ତ୍ତନ । ଦିଲ୍ଲୀରେ ହେଲା ‘ସେକ୍ସ ଚେଞ୍ଜ ଅପରେସନ୍’  ।

Sasmita Majhi
ପାଣ୍ଡିଆନଙ୍କ ନାଁ କହି ଠକିଥିଲେ ଏବେ ଜେଲ୍‌ ଗଲେ ବହିସ୍କୃତ ବିଜେଡି ନେତ୍ରୀ

ସସ୍ମିତା ମାଝିଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ମଧ୍ୟ ମାଥିଲି ଥାନାରେ ରୁଜୁ ହୋଇଥିଲା ମାମଲା। ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଆଜି ସଶ୍ମିତାଙ୍କୁ ଗିରଫ କରିଛି । 

  • Friday, 30 August 2024
  • BJD
Elderly Parents Endure Unbearable
କୁଳାଙ୍ଗାର ପୁଅ ପାଇଁ ମା-ବାପାଙ୍କ ଆଖିରେ ଲୁହ, କହିଲେ...‘ଜନ୍ମ କରି ଭୁଲ୍ କରିଛୁ’

କୁଳାଙ୍ଗାର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା-ବାପାଙ୍କ ସେବା କରିବା କଥା, ପୁଅ ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି ।

Gold Sezied
ବିମାନବନ୍ଦରରୁ ସୁନା ଗହଣା ଜବତ ଘଟଣା, ଟିକସ ଫାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର

ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।

Maoist
ପୋଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ମାଓ ନେତା ସାଇନୁ ମୁନ୍‌ସି ଜେଟୀ

ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବିକାଶ ଫରସେଗଡ ପୋଲିସ ଦ୍ୱାରା ଧରାପଡିଥିଲା ଏବଂ ଅତ୍ୟଧିକ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପରେ ଗିରଫ କରାଯାଇଥିଲା। 

Heavy Rain
ଆହୁରି ତିନି ଦିନ ପ୍ରବଳ ବର୍ଷିବ, ନିର୍ଧୁମ ଛେଚିବ..!

ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଭଳି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

Sulata Deo
ରତ୍ନଭଣ୍ଡାର ସୁନା-ରୂପା ଗୁଜରାଟ ଚାଲାଣ ପ୍ରସଙ୍ଗ; ସୁଲତାଙ୍କୁ ଜଗୁନିଙ୍କ କଡ଼ା ସମାଲୋଚନା

ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ । ରତ୍ନଭଣ୍ଡାରରୁ ସୁନା-ରୂପା ଗୁଜରାଟ ଚାଲାଣ ହେଉଥିଲା କହିଥିଲେ ସୁଲତା ।

Panchang
Panchang Today 30th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଦିବା ୧୧.୩୪ ଗତେ କର୍କଟ । ତିଥି- ୧୨ଶୀ ରାତ୍ରି ୦୨.୨୫ ଗତେ ୧୩ଶୀ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 30 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 30 August 2024
Tata Power
ଟାଟା ପାୱାର ବିରୋଧରେ ହଲ୍ଲାବୋଲ, ମିଟର ଫିଙ୍ଗିଲେ ୧୫ ପଞ୍ଚାୟତର ଉପଭୋକ୍ତା

ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ ।

Khandagiri Murder case
ପ୍ରେମ ପାଇଁ ରକ୍ତରଞ୍ଜିତ ରାଜଧାନୀର ରାସ୍ତା

ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଖଣ୍ଡଗିରି ଥାନା ଅଞ୍ଚଳରେ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ ।

Odisha Politics
ସରକାରୀ ସ୍କିମ୍ କମ୍, ନିଜ ପ୍ରଚାର ବେଶି; ପାଣ୍ଡିଆନଙ୍କ ବିଜ୍ଞାପନ ବାବଦରେ ଖର୍ଚ୍ଚ ୧୫ କୋଟି..!

ସରକାରୀ ତହବିଲରୁ ହୋଇଛି ପାଣି ଭଳି ଆଡଭାଟାଇଜ୍ ଖର୍ଚ୍ଚ । ତେଜିଲା ପଲିଟିକାଲ ବୟାନବାଜି ।