CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ଥିବା ୨ଟି ଘର ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି।
୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସଆଇ ରଜନୀକାନ୍ତ ଦାସ।
ବଙ୍ଗୋପସାଗରରେ ୨୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ୩୧ ତାରିଖ ଯାଏଁ ପ୍ରବଳ ବର୍ଷା ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୦ମୀ ରାତ୍ରି ୦୧.୧୯ ଗତେ ୧୧ଶୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭୂସ୍ଖଳନ ସ୍ଥଳରେ କାର୍ଯ୍ୟଦକ୍ଷତା ପାଇଁ ସାଉଁଟିଛି ଢେର ସାବାସୀ । ଏକାକୀ ମାଟି-ପଥର ତଳୁ ଠାବ କରିଛି ୧୦ରୁ ୧୨ ମୃତଦେହ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବଢ଼ିଲା ଚିନ୍ତା । ୪ ଦିନରେ ପୋତା ଗଲାଣି ୨୮ ହଜାରରୁ ଅଧିକ କୁକୁଡ଼ା ।
ପରିବାରରେ ୩ ଜଣ ବା ୪ ଜଣ ମହିଳା ଥାଆନ୍ତୁ, ସମସ୍ତେ ପାଇବେ । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା ।
୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର ।
ବିଜେପି କହିଛି, ବିଜେଡି ଗାଡିର ଷ୍ଟେରିଂ ଧରିଛି କଂଗ୍ରେସ । କଂଗ୍ରେସର କାନ୍ଧରେ ବନ୍ଧୁକ ରଖି ଗୁଳି ବି ଫୁଟାଉଛି ବିଜୁ ଜନତା ଦଳ ।
ଖୋଦ୍ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇପାରେ ବୋଲି ଚର୍ଚ୍ଚା।
ରତ୍ନଭଣ୍ଡାରରୁ ସୁନା ଚାଲାଣ ! ବିମାନ ବନ୍ଦରରୁ ଜବତ ସୁନା ପୁରୀ ରତ୍ନଭଣ୍ଡାରରୁ ଚାଲାଣ ହେଉଥିଲା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତଥାଗତ ।
ସ୍ୱାମୀ ବ୍ଲଡ଼ କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ । ଥାନାରୁ ନିରାଶ ହୋଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା ।
ସଂକ୍ରମିତ ଅଞ୍ଚଳରେ ଚାଲିଛି କୁକୁଡାମରା । ଲୋକମାନଙ୍କୁ ସତର୍କ ରହିବା ପାଇଁ ଜାରି ହୋଇଛି ନିର୍ଦ୍ଦେଶାବଳୀ ।
ବାହାରିଲା ନୂଆଖାଇ ଲଗ୍ନ । ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଲାଗି ହେବ ନବାନ୍ନ ।
ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଲିଖିତ ଉତ୍ତର ।
୧୯୯୨ କଟକ ମଦମୃତ୍ୟୁ ମାମଲାରୁ ଏବେକାର ଚିକିଟି ଘଟଣା ପର୍ଯ୍ୟନ୍ତ, ରାଜ୍ୟ ଏଭଳି ଅନେକ ବିଭୀଷିକା ଦେଖିଚି। ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। କେବେ ଚେତିବେ ସରକାର।
ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି । ବିଇଓଙ୍କୁ ପାଣି ଭିତରେ ଚଲାଇ ବିଦ୍ୟାଳୟ ବୁଲାଇଲେ ଅଭିଭାବକ ।
ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ । ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କଲେ । ନୟାଗଡ଼ ରାଜସୁନାଖଳା ଅଞ୍ଚଳରେ ଘଟିଛି ଏମିତି ବର୍ବରୋଚିତ ଘଟଣା।
ରାଜ୍ୟସଭା ଉପନିର୍ବାଚନ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି।
ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ । ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛି ମୋହନ ସରକାର ।
ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଅଧିକ ଘର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୦ ମିନିଟରେ ଆଳିଶ ଗାଁରେ ନିଆଁ ଲାଗିଥିଲା।
ଗାଙ୍ଗେୟ୍ ଉପତ୍ୟକା ଓ ପଶ୍ଚିମବଙ୍ଗ ଉପକୂଳରେ ୱେଲ୍ ମାର୍କଡ ଲୋ ପ୍ରେସର । ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ।
ପ୍ଲସ ଥ୍ରୀ ପାଠପଢା ଗତ ୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ ସରିନି ନାମ ଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ସରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଚାଲିଛି।
ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ। ଜ୍ୟୋତିର୍ବିଦ୍ଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର।