ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା।, ଯେଉଁମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।