• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 18 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 18 March 2022
ଅଭିଯୁକ୍ତ ଶିକ୍ଷକ
ମିଛ ଜଏନିଂ ଲେଟର୍ ଦେଇ ଟଙ୍କା ହଡ଼ପ କରୁଥିଲେ ଗୁରୁ

ଅନେକ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ।

+2 exam
କେମିତି ହେବ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ, ଜାଣନ୍ତୁ..

ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନଥିବା ବେଳେ ପରୀକ୍ଷା କିଭଳି ହେବ, ତାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ତେବେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ବ୍ୟବସ୍ଥା ଛାତ୍ରଛାତ୍ରୀ କେତେ ସନ୍ତୁଷ୍ଟ ହେଉଛନ୍ତି ତାକୁ ଅପେକ୍ଷା ରହିଛି ।

Municipal Election
ପୌର ନିର୍ବାଚନ ମଇଦାନରେ ମାଳ ମାଳ ମହିଳା ପ୍ରାର୍ଥିନୀ

ହାଣ୍ଡିଶାଳରୁ ଭୋଟ୍ ଗ୍ରାଉଣ୍ଡକୁ ଆସି ପ୍ରଚାରରେ ମାତିଥିବା ମହିଳା ପ୍ରାର୍ଥୀଙ୍କ ଜୋସ୍ ବି ସବୁଠି ଜବରଦସ୍ତ।

Awas Fight
ଦୁର୍ନୀତିର ଗୁମର ଖୋଲିଲା ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର

ପିଏମ ଆବାସ ଯୋଜନାର ଲୋଗୋ ପରିବର୍ତ୍ତେ ବିଜୁ ପକା ଘର ଲୋଗୋ ଲାଗୁଛି।

Kapil Sharma
ଭୁବନେଶ୍ୱରର ଅନ୍ଧାର ରାତିରେ ବାଇକ୍‌ ଧରି ବୁଲୁଛନ୍ତି କପିଲ, ଆଉ କହୁଛନ୍ତି ଏହା ଆନନ୍ଦ..

କପିଲଙ୍କ ଭିଡିଓ ଭାଇରାଲ ହେବା ତ ସାଧାରଣ କଥା । କାରଣ ସେ ଏବେ ଦେଶର ଜଣେ ଜଣାଶୁଣା କଳାକାର ତଥା କମେଡି କିଙ୍ଗ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ ।

Naveen Patnaik With Kapil Sharma
ନବୀନଙ୍କୁ ଭେଟିଲ କମେଡି କିଙ୍ଗ୍‌ କପିଲ ଶର୍ମା

କପିଲ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ ବି ଏହି ସମୟରେ ଉପସ୍ଥିତ ଥିଲେ ।

Burning House
ଘର ଭିତରେ ପୋଡ଼ିଗଲେ ପରିବାର

ଅପରାହ୍ନ ୫.୪୫ରେ ଘଟଣା ଘଟିଥିଲା।

  • Thursday, 17 March 2022
Loot And Firing
ଦିନ ଦ୍ୱିପହରରେ ଆତଙ୍କରାଜ୍: ଗୁଳି ମାରି ଛଡ଼ାଇନେଲେ ଟଙ୍କା

ଘଟଣାସ୍ଥଳରେ ୨ ସାଇଣ୍ଟିଫିକ୍ ଟିମ୍ ଅନୁଧ୍ୟାନ କରୁଛନ୍ତି।

Manas Swain Murder Case
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ପଛରେ ଅଶ୍ଳୀଳ ଭିଡିଓ କ୍ଲିପ୍ ନା’ ଆଉ କିଛି ?

ସେ କହୁଥିଲେ ମୁଁ ଜଣେ ସାମ୍ୱାଦିକା। ଷ୍ଟୁଡିଓରେ ବସାଇ କରୁଥିଲେ ଇଣ୍ଟରଭ୍ୟୁ। ହେଲେ ଉଦ୍ଦେଶ୍ୟ ରହୁଥିଲା ଭିନ୍ନ। ଆପତ୍ତିଜନକ ଭିଡିଓ କରିବାକୁ ପଛାଉ ନଥିଲେ। ଯାହାର ଭିଡିଓ କ୍ଲିପ୍ ରହିଯାଇଥିଲା କ୍ୟାମେରାମ୍ୟାନ୍ ପାଖରେ। ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ। ଶେଷରେ ପ୍ରି-ପ୍ଲାନ କରି ସବୁଦିନ ପାଇଁ ହଟାଇ ଦେଇଥିଲେ। ମାନସ ସ୍ୱାଇଁ ଅପହରଣଠାରୁ ହତ୍ୟା ପର୍ଯ୍ୟନ୍ତ କେମିତି ପ୍ଲାନ କରିଥିଲା ଶର୍ମିଷ୍ଠା ଜାଣନ୍ତୁ..

Vigilance Raid
ପୁଣି ଜଣେ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ପଞ୍ଝାରେ

ଚଢାଉ ବେଳେ ପ୍ରମୋଥଙ୍କ ଘରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା, ସୁନା ଗହଣା ସହ ୧ କୋଟି ୧୬ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି ।

Holi
ହେଳା ନକରି କରୋନା ପ୍ରତି ସମସ୍ତେ ସଜାଗ ରୁହ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଆଗକୁ ହୋଲି ଆସୁଥିବାରୁ ଭିଡ଼ ନକରିବାକୁ ପରାମର୍ଶ

White Pig Farming
ନାଗାଲ୍ୟାଣ୍ଡରେ ସାଲେପୁର ଘୁଷୁରୀର ଡିମାଣ୍ଡ

କିଛି ଗୋଟେ କରିବେ ବୋଲି ଭାବୁଥିଲେ। ଠିକ ସେତିକି ବେଳେ ୟୁଟ୍ୟୁବରୁ ଦେଖିଲେ ଧଳା ଘୁଷୁରୀ ଚାଷ ବିଷୟରେ। ଆଉ ତା’ପରେ ନିଜ ଗାଁରେ କରୁଛନ୍ତି ଧଳା ଘୁଷୁରୀ ଚାଷ। ଏଠାରେ ଘୁଷୁରୀ ଛୁଆ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ପଠାଇ ଭଲ ରୋଜଗାର କରୁଛନ୍ତି ସାଲେପୁରର ଅମୂଲ୍ୟ ରାଉତ

Cameraman Manas Swain Murder
କ୍ୟାମେରାମ୍ୟାନ୍ ମାନସ ମର୍ଡର ମିଷ୍ଟ୍ରି: କେଉଁଠି ଅଛନ୍ତି ୱେବ୍‌ ପୋର୍ଟାଲ ମାଲିକାଣୀ ?

ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କାହିଁକି ହତ୍ୟା କରାଗଲା ? ମାନସଙ୍କ ହତ୍ୟା ପଛରେ କ’ଣ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସଂପୃକ୍ତି ରହିଛି ? ଶର୍ମିଷ୍ଠା ଏବେ କେଉଁଠି ?

Otv
ୟୁରୋପ୍‌ର ଭୂସ୍ୱର୍ଗ ଥିଲା ୟୁକ୍ରେନ୍‌.. ଜାଣନ୍ତୁ କାହିଁକି ?

ସାରା ପୃଥିବୀରେ ଅନେକ ସୁନ୍ଦର ଦେଶ ରହିଛି ତା ଭିତରୁ ୟୁକ୍ରେନ୍‌ ଥିଲା ଗୋଟିଏ ସୁନ୍ଦର ଦେଶ। ଆଗରୁ ଯିଏ ଯାଇଛି ସେହିଁ ପାଖରୁ ଦେଖିଛି ୟୁକ୍ରେନ୍‌ର ସୌନ୍ଦର୍ଯ୍ୟକୁ । ହେଲେ କାହିଁଙ୍କି ୟୁକ୍ରେନ୍‌କୁ କୁହାଯାଏ ୟୁରୋପ୍ ମହାଦେଶର ଭୂସ୍ୱର୍ଗ ବୋଲି।

Union Minister Bishweswar Tudu Targets Odisha Government
ଓଡ଼ିଶା ସରକାର କେବଳ ସବୁ ଯୋଜନାର ବ୍ରାଣ୍ଡିଂ କରୁଛନ୍ତି, ପାଖରେ ଫଟା ଟିକଲି ପଇସା ନାହିଁ: କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ରାଜ୍ୟ ପାତରଅନ୍ତର କରୁଛି।

kotia
ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ

ଘୁଞ୍ଚିଲା କୋଟିଆ ଶୁଣାଣି । ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ଅଦାଲତ । ଅବମାନନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ମାମଲା କରାଯାଇଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି ।

murder case
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି ଘଟଣା,ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି ଘଟଣା । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଲେ ଏସ୍ପି । ବ୍ୟକ୍ତିଗତ ଶତ୍ରୁତା, ଜମି ବିବାଦ, ଗୁନ ସିଂହାରୀ ହତ୍ୟା ଲିଙ୍କ୍‌ରେ ତଦନ୍ତ କରାଯାଉଛି । ତେବେ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।

Plus Two Exams In Odisha
ଏପ୍ରିଲ ୨୮ରୁ +୨ ପରୀକ୍ଷା

ଏପ୍ରିଲ ୨୮ରୁ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା।  କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ। ରାଜ୍ୟରେ ମୋଟ୍‌ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। 

Fake Doctor Ramesh Swain
ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ: ୫ ଘଣ୍ଟାରେ ୫୦ ପ୍ରଶ୍ନ, କାନ୍ଦି କାନ୍ଦି ପାଣି ମାଗିଲେ

ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲାଏ ଡିଟେକସନ୍‌ ଟେଷ୍ଟ୍‌ରେ ୫ ଘଣ୍ଟାରେ ୫୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ଜଣାପଡ଼ିଛି। ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚରା ଯିବାବେଳେ ରମେଶ ତିନି ଥର ପାଣି ପିଇବା ସହ କାନ୍ଦି ପକାଇଥିଲେ।

BJD Leader Attacked To Assistant Engineer
ବିଜେଡି ନେତାଙ୍କ ଦାଦାଗିରି: ଇଞ୍ଜିନିୟରଙ୍କୁ ତଳେ ପକାଇ ମାଡ଼ି ବସିଲେ, ବନ୍ଧୁକ ମୁନରେ ଧମକ ଦେଲେ

ବିଜେଡି ନେତା ଶାନ୍ତନୁ କୁମାର ଥାଟୀ ଏବଂ ତାଙ୍କର କିଛି ସମର୍ଥକ କଣ୍ଟାମାଳ ବ୍ଲକର ସହାୟକ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଏକ ଭୁଜାଲିରେ ଆକ୍ରମଣ କରିଥିଲେ ବିଜେଡି ନେତା ଓ ତାଙ୍କର ସମର୍ଥକ।

Fake Doctor's Driver Picked Up By Police
ନକଲି ଡାକ୍ତରଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ୍‌

ପୋଲିସ୍‌ କବ୍‌ଜାରେ ନକଲି ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର। ରମେଶଙ୍କ ବ୍ୟକ୍ତିଗତ ଡ୍ରାଇଭର ପପୁକୁ ରଣପୁରରୁ ପୋଲିସ ଉଠାଇ ନେଇଛି। 

Rasifala
କେମିତି କଟିବ ଆଜି ଆପଣଙ୍କର ଦିନ, କଣ କହୁଛି ଆଜିର ରାଶିଫଳ

ଆଜିର ଦିନର ସଂମ୍ପୂର୍ଣ୍ଣ ଭାଗ୍ୟଫଳ ଜାଣନ୍ତୁ ରାଶିଫଳ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 17 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 17 March 2022
Berhampur ULB Polls
ବ୍ରହ୍ମପୁରରେ କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।