• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Municipal Election

EVM Exchange alligation
ଭୋଟ୍‌ ବେଳେ ବଦଳାଇଦେଲେ ଇଭିଏମ୍ !

ପିଜାଇଡିଂ ଅଫିସର ସାଥୀ ହୋଇ ଏଭଳି ଅପଚେଷ୍ଟା ଚଳାଇଛନ୍ତି।

SEC Aditya Padhi
ଶାନ୍ତିଶୃଙ୍ଖଳା ନିର୍ବାଚନ ପାଇଁ ମୁତୟନ ହେବେ ୧୯୫ ପ୍ଲାଟୁନ ଫୋର୍ସ

କାଲି ସଂଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ।

Odisha ULB Polls
ପୌର ପରୀକ୍ଷାରେ ବିଜେଡିକୁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ପ୍ରତିଦିନ ସାମ୍ନାକୁ ଆସୁଛି।

Prasanga Politics
ପୌର ଭୋଟ ବେଳେ କାମ ଦେବ ତ ପ୍ରସଙ୍ଗ ପଲିଟିକ୍ସ?

ଏବେ ଚର୍ଚ୍ଚା, ପୌରରେ କାମ କରିବ ତ ପ୍ରସଙ୍ଗ ରାଜନୀତି କାହିଁକି ନା ପଞ୍ଚାୟତ ନିର୍ବାଚନରେ ବି ବିରୋଧୀଙ୍କ ହାତରେ ଥିଲା ଅନେକ ପ୍ରସଙ୍ଗ।

Municipal Election
ପୌର ନିର୍ବାଚନ ମଇଦାନରେ ମାଳ ମାଳ ମହିଳା ପ୍ରାର୍ଥିନୀ

ହାଣ୍ଡିଶାଳରୁ ଭୋଟ୍ ଗ୍ରାଉଣ୍ଡକୁ ଆସି ପ୍ରଚାରରେ ମାତିଥିବା ମହିଳା ପ୍ରାର୍ଥୀଙ୍କ ଜୋସ୍ ବି ସବୁଠି ଜବରଦସ୍ତ।

Municipal Elections 2022
ଅନୁଗୋଳ ପୌରପାଳିକାରେ ଫ୍ୟାମିଲି ଫାଇଟ୍ : କାଉନସିଲର ପଦବୀ ପାଇଁ ବାପା ପୁଅ ଲଢେଇ

ରାଜନୀତିରେ ବାପପୁଅ ଲଢ଼େଇ ନୂଆ ହୋଇ ନଥିଲେ ମଧ୍ୟ ଅନୁଗୋଳ ପୌରପାଳିକାରେ କାଉନସିଲର ପଦବୀ ପାଇଁ ବାପା ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ଏବେ ସମସ୍ତଙ୍କ ନଜର ମ୍ୟୁନିସିପାଲିଟିର ୫ ନମ୍ବର ୱାର୍ଡ ଉପରେ

Basudevpur Water Scarcity
ମୁଣ୍ଡ ଉପରେ ପୌରନିର୍ବାଚନ, ଭଦ୍ରକ-ବାଲେଶ୍ୱରରେ ପାନୀୟ ଜଳ ସମସ୍ୟା ସରକାରୀ ଦଳକୁ ପଡ଼ିବ ଭାରି !

ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡବାସୀ । ତଥାପି ଦୂର ହୋଇପାରିନି ପାନୀୟ ଜଳ ସମସ୍ୟା ।

Odisha ULB Poll। Scrutiny Of Nomination Papers To Be Done Today
ଆଜି ପ୍ରାର୍ଥୀପତ୍ର ଯାଞ୍ଚ; ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି ଓ ୩ଟି ମହାନଗର ନିଗମରେ ହେବ ମତଦାନ

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ ।

ULB poll
ନାମାଙ୍କନ ଦାଖଲ କଲେ ପୁରୁଖା ନେତା: ବାଜା, ବାଣ, ରୋଷଣିରେ ଦୁଲୁକିଲା ରାଜଧାନୀ

ନାମାଙ୍କନ ଦାଖଲର ଶେଷ ଦିନରେ ଦେଖିବାକୁ ମିଳିପାରେ ରୋଚକ ଚିତ୍ର।

Khordha District Gears Up For ULB Polls
ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନ, ଅବହେଳିତ ଅବସ୍ଥାରେ ପଡିରହିଛି ପାଇକଗଡ଼

ପୁଳା ପୁଳା ସମସ୍ୟା ଭିତରେ ଆଗକୁ ହେବାକୁ ଯାଉଛି ଖୋର୍ଦ୍ଧା ପୌରପରିଷଦ ନିର୍ବାଚନ । ରାଜ୍ୟରେ କ୍ୟାବିନ ସହର ଭାବେ ପରିଚିତ ଖୋର୍ଦ୍ଧା ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଲୋକଙ୍କ ଅଭିଯୋଗ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ସବୁକିଛି ଅବ୍ୟବସ୍ଥିତ । ଅଭିଯୋଗର ଲମ୍ବାଫଦ୍ଦ ଭିତରେ ୨୨ଟି ୱାର୍ଡ ବିଶିଷ୍ଟ ଖୋର୍ଦ୍ଦା ପୌର ପରିଷଦ ପାଇଁ କାହାକୁ ଅଧ୍ୟକ୍ଷ ବାଛିବେ ତାହା ଏବେ ବଡ ପ୍ରଶ୍ନ ପାଲଟିଛି ।

Nomination
ଆଉ ହାତରେ ଗୋଟିଏ ଦିନ, ବଡୁଛି ପଲିଟିକାଲ ପାର୍ଟିଙ୍କ ଅଙ୍କକଷା

ଆସନ୍ତାକାଲି ଶେଷ ଦିନ ଥିବାରୁ ଅନ୍ୟ ପୌରାଞ୍ଚଳରେ ମଧ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ରହିଛି । କଟକରେ ବିଭିନ୍ନ ୱାର୍ଡ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ପାଟ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହା ବ୍ୟତିତ ରାଜ୍ୟର ଅନ୍ୟ ସହରରେ ବି ନାମାଙ୍କନ ଦାଖଲ କରିଛନ୍ତି ଅନେକ ପ୍ରାର୍ଥୀ ।

Bhubaneswar BJP mayor Candidate
ସୁନୀତି ମୁଣ୍ଡ୍‌ଙ୍କୁ କାହିଁକି ଭୁବନେଶ୍ୱର ମେୟର ପ୍ରାର୍ଥୀ ବାଛିଲା ବିଜେପି?

ବିଭିନ୍ନ ‍କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ।

dr suniti mund
ଡ. ସୁନୀତି ମୁଣ୍ଡ୍ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ

ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

Municipal Election
କିଏ ହେବେ ବିଜେପି-ବିଜେଡିର ଭୁବନେଶ୍ୱର ମେୟର ପ୍ରାର୍ଥୀ ?

ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି।

Odisha Municipal Election
କାହାକୁ ଦେବେ କାହାକୁ ଫେରାଇବେ, ସବୁ ଦଳଙ୍କ ପାଇଁ ଚ୍ୟାଲେଞ୍ଜ

ପଞ୍ଚାୟତ ପରେ ଜମି ଆସୁଛି ପୌର ନିର୍ବାଚନ ଉଷ୍ମତା । ଗୋଟେ ପଟେ ନାମାଙ୍କନ ତ ଅନ୍ୟପଟେ ଦଳୀୟ ନେତାଙ୍କ ଘର ଆଗରେ ଆଶାୟୀଙ୍କ ଖଚାଖଚ ଭିଡ଼ ।

odisha municipal election
ପୌର ନିର୍ବାଚନ: ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିନ, କେଉଁ ଦଳରୁ କିଏ ଲଢ଼ିବେ ?

ପୌର ନିର୍ବାଚନରେ ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପୌର ନିର୍ବାଚନକୁ ନେଇ ଉତ୍ସାହିତ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ ମେୟର ନିର୍ବାଚନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ଏହାକୁ ନେଇ ସସପେନ୍ସ ଲାଗି ରହିଛି ।

Municipal Election
ବ୍ରହ୍ମପୁର ମେୟର ପଦ ଲାଗି ବଢୁଛି ଉତ୍କଣ୍ଠା

ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା।

Cuttack Municipal Corporation
ପୌର ନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ, ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି।ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି। 

Odisha Municipal Election
ପୌର ନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ୨ରୁ ନାମାଙ୍କନ ପତ୍ର ଦାଖଲ

ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। 

 Municipal Elections
ବାଜିଲା ପୌର ନିର୍ବାଚନ ବିଗୁଲ୍‌, ମାର୍ଚ୍ଚ ୨୪ରେ ଭୋଟ୍‌ ଗ୍ରହଣ

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ।। ଏନେଇ ଆଜି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୬ରେ ପୌର ନିର୍ବାଚନର ଭୋଟ୍‌ ଗଣତି ହେବ।

NOTA
ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାହୁଁନାହାନ୍ତି, ତେବେ ଏହି ସ୍ୱିଚ୍ ଟିପନ୍ତୁ..

EVM ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ‘କେହି ନୁହେଁ’ ଲେଖା ରହିବ । ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟର ଚାହୁଁନାହାନ୍ତି, ତେବେ ଏହି ନୋଟା ସ୍ୱିଚ୍ ଟିପି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ ।