ଦିନେ ଓଟିଭିରେ ଘୁଷୁରୀ ଚାଷ ସମ୍ପର୍କରେ ଏକ ଖବର ଦେଖିଥିଲେ କୃତାର୍ଥ । ପରେ ସେହି ଖବରରୁ ପ୍ରେରଣା ପାଇ ଘୁଷୁରୀ ଚାଷ ଆରମ୍ଭ କରିଥିଲେ । ଯାହା ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ।
କିଛି ନୂଆକରି ଦେଖାଇବାର ଆଶା... ଆଜି ଦେଇଛି ନୂଆ ପରିଚୟ । ସଫଳ ଧଳା ଘୁଷୁରୀ ପାଳନ କରି ନିଜ ଅଞ୍ଚଳରେ ଏବେ ବେଶ୍ ଜଣାଶୁଣା କୃତାର୍ଥ ପ୍ରଧାନ। ଦେଢ଼ ବର୍ଷ ତଳେ ଆରମ୍ଭ କରିଥିବା ଏହି ଫାର୍ମରେ ଏବେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଘୁଷୁରୀ ଅଛନ୍ତି ।
କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ।
କିଛି ଗୋଟେ କରିବେ ବୋଲି ଭାବୁଥିଲେ। ଠିକ ସେତିକି ବେଳେ ୟୁଟ୍ୟୁବରୁ ଦେଖିଲେ ଧଳା ଘୁଷୁରୀ ଚାଷ ବିଷୟରେ। ଆଉ ତା’ପରେ ନିଜ ଗାଁରେ କରୁଛନ୍ତି ଧଳା ଘୁଷୁରୀ ଚାଷ। ଏଠାରେ ଘୁଷୁରୀ ଛୁଆ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ପଠାଇ ଭଲ ରୋଜଗାର କରୁଛନ୍ତି ସାଲେପୁରର ଅମୂଲ୍ୟ ରାଉତ